ସପ୍ତାହକୁ ମାତ୍ର 2 ଥର ଏହାକୁ ପିଇ ନିଅନ୍ତୁ, Corona ଭଳି ଭୟଙ୍କର ରୋଗରୁ ମିଳିବ ରକ୍ଷା- Immunity Booster

କରୋନା ବର୍ତମାନ ସମୟରେ ବହୁତ ଶୀଘ୍ର ଗତିରେ ବଢି ବଢି ଯାଉଛି ଆଉ ଏହାର ପ୍ରଭାବ ଆପଣ ମାନେ ଭଲ ଭାବରେ ଦେଖିବାକୁ ପାଉଥିବେ । ତେବେ କରୋନା ପାଇଁ ଘରକୁ ଘର କେତେ ଘର ଉଜୁଡି ଗଲେ କାହା କାହା ଖାନ୍ଦାନରେ କେହି ନାହାନ୍ତି ଜଣଙ୍କୁ କରୋନା ହେଲା ଆଉ ସମସ୍ତେ ସଂକ୍ରମଣରେ ମାରି ଗଲେ ତେବେ ଆପଣ ମଧ୍ୟ ଯଦି ନିଜ ଜୀବନ ବଞ୍ଚାଇବାକୁ ଚାହୁଁଛନ୍ତି ଆଉ ନିଜ ପ୍ରିୟ ଜନ ମାନଙ୍କୁ ବଞ୍ଚାଇବାକୁ ଚାହୁଁଥାନ୍ତି ତେବେ ଘରୁ କମ ବାହାରକୁ ଯାନ୍ତୁ ଆଉ ଆବଶ୍ୟକ ହେଲେ ହିଁ ଯାନ୍ତୁ ନଚେତ ଘରେ ରୁହନ୍ତୁ ଆଉ ନିଜ ଆଉ ଘର ଲୋକଙ୍କ ରୋଗ ପ୍ରତି ରୋଧକ କ୍ଷମତା ବଢାଇବା ପାଇଁ ପ୍ରୟାସ କରନ୍ତୁ ।

ଆଜିକା ସମୟରେ ଲୋକ କରୋନା ଠାରୁ ଏତେ ସଂକ୍ରମିତ ହେଲେଣି ଯେ ହସ୍ପିଟଲ ମାନଙ୍କରେ ବେଡ ପାଉ ନାହାନ୍ତି ଏହା ଛଡା କଣ ଆପଣ ଏହା ଜାଣିଛନ୍ତି ଯେ ହସ୍ପିଟଲରେ ଗୋଟେ ବେଡ ରେ ଦୁଇ ଦୁଇଟି ରୋଗୀଙ୍କୁ ରଖା ଯାଉଛି କିନ୍ତୁ ଆକ୍ସିଜନ ଅଭାବ ବହୁତ ରୋଗୀଙ୍କ ମୃ-ତ୍ୟୁ କାରଣ ହୋଇଛି, ଏହି ସବୁ ଖବର ଶୁଣି  ସଜାଗ ହୋଇ ଯାନ୍ତୁ ନଚେତ ଆର ନଂ ଆପଣଙ୍କର ପଡି ପାରେ । ତେବେ ଆଜି ଆମେ ଆପଣଙ୍କୁ ଏମିତି ଗୋଟେ କାଢା ତିଆରି କରିବା ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କୁ ସପ୍ତାହରେ ଦୁଇ ଥର ସେବନ କରିବାର ଅଛି ।

ଆଉ ଏହା ଆପାଙ୍କ ଇମୁନିଟିକୁ ବୁଷ୍ଟ କରିବାରେ ସାହାଜ୍ଯ କରିବ । କଣ ଆପଣ ଜାଣିଛନ୍ତି ଗୋଲ ମରୀଚ ଆମ ପେଟ ପାଇଁ କେତେ ଲାଭକାରୀ ହୋଇଥାଏ, ଗୋଲ ମରୀଚ ସେବନ କଲେ ପାଚନ ତନ୍ତ୍ର ସ୍ଵସ୍ଥ ରହିଥାଏ ଆଉ ଆମେ ଯାହା ପସନ୍ଦ କରୁ ତାହା ଖାଇକି ପାଚନ କରିଥାଉ । ତେବେ ଗୋଲ ମରୀଚ, ଡାଲଚିନୀ, ଲବଙ୍ଗ, ଗୁଜୁରାତି, ପାନ ମାଧୁରୀ, ତେଜ ପତ୍ର, ଗୁଡ ଆଉ ତୁଳସୀ ପତ୍ର ଆପଣଙ୍କୁ ବହୁତ ଆବଶ୍ୟକ ହୋଇଥାଏ । ସର୍ବ ପ୍ରଥମେ ଆପଣ ଶୁଖିଲା ଗରମ ମସଲା ସବୁ ଜିନିଷ ହାଲ୍କା ନିଆରେ ଗରମ କରି ଦେବେ ଯାହା ଅନୁଯାଇ ଗ୍ରାଇଣ୍ଡ କରିବାରେ ସାହାଯ୍ୟ ମିଳିଥାଏ ।

ଏହା ପରେ ଆପଣ ଦୁଇ ଗ୍ଳାସ ପାଣି ଗରମ କରିବା ପାଇଁ ବଶାନ୍ତୁ ଏହା ପରେ ଦୁଇଟି ତେଜ ପତ୍ର ଆଉ କିଛି ତୁଳସୀ ପତ୍ର ସେହି ପାଣିରେ ପକାନ୍ତୁ ଏହା ପରେ ଯାହା ସବୁ ଜିନିଷ ଗ୍ରାଇଣ୍ଡ କରିକି ରଖିଛନ୍ତି ସେଥିରୁ ଗୋଟେ ଚାମଚ ପକାନ୍ତୁ ଆଉ ତାକୁ ଭଲ ଭାବରେ ଫୁଟିବାକୁ ଦିଅନ୍ତୁ ଦେଖିବେ ବହୁତ ଲାଭ ମିଳିବ । ତେବେ ଏହା ଭଲ ଭାବରେ ଫୁଟିବା ପରେ ଦୁଇ ଗ୍ଲାସରୁ ଗୋଟେ ଗ୍ଳାସ ପାଣି ଯେତେବେଳେ ବଞ୍ଚିଥିବ ସେହି ସମୟରେ ଛାଣି ନିଅନ୍ତୁ ଏହା ପରେ ଚା ପିବା ଭଳି ପି ଦିଅନ୍ତୁ ଯଦି ଆପଣଙ୍କୁ ମଧୁ ମେହ ଭଳି ସମସ୍ୟା ଅଛି ତେବେ ଆପଣଙ୍କୁ ଗୁଡ ବା ମହୁ ସେବନ କରିବା ଉଚିତ ନୁହ । ଆପଣ ଏହି ଉପାୟ ସପ୍ତାହରେ କେବଳ ଦୁଇ ଥର କରିବେ ଆଉ ତାହା ମଧ୍ୟ ସନ୍ଧ୍ୟାରେ ।

Leave a Reply

Your email address will not be published. Required fields are marked *