ଦିଅର ଏବଂ ଡେଢଶୂରଙ୍କ ସହ ବି ଶୋଇବାକୁ ପଡେ ଏଠାକାର ସ୍ତ୍ରୀମାନଙ୍କୁ!

ଆପଣ ମାନେ ଦ୍ରୋପଦୀ ବିଷୟରେ ମହାଭାରତରେ ଶୁଣିବାକୁ ପାଇଥିବେ ଓ ଏହା ମଧ୍ୟ ଜାଣିଥିବେ ଯେ ମହିଳା ପାଇଁ ମହାଭାରତ ଯୁଦ୍ଧ ହୋଇଥିଲା କେବଳ ମହିଳା ମାନ ସମ୍ମାନ ପାଇଁ । ତେବେ ୫ଟି ସ୍ଵାମୀ ଥାଇ ମଧ୍ୟ ଦ୍ରୋପଦୀ ସତୀ ଥିଲେ ଏହି ମାନ୍ୟତା ବର୍ତମାନ ନାହିଁ ତେବେ ଯଦି ଗୋଟେ ସ୍ତ୍ରୀର ଅନେକ ସ୍ଵାମୀ ହୋଇଥାନ୍ତି ବା ସମ୍ବନ୍ଧ ହୋଇଥାଏ ତେବେ ସ୍ତ୍ରୀକୁ ବହୁତ ଖରାପ ନଜରରେ ଲୋକ ଦେଖନ୍ତି ଓ ବହୁତ ଖରାପ କଥା ମଧ୍ୟ କହିଥାନ୍ତି । ତେବେ ଆଜି ଆମେ ଆପଣଙ୍କୁ ଏମିତି ଗୋଟେ ଗାଁ ବିଷୟରେ କହିବାକୁ ଯାଉଛୁ ଯାହା ଦ୍ରୋପଦୀ ମାନ୍ୟତା ଆଜି ବି ରଖିଛନ୍ତି ।

Image Courtesy: Google

ରାଜସ୍ଥାନ ରେ ଗୋଟେ ଜାଗା ଗାଁ ଅଛି ଯାହା ନାମ ଅଲୁଅର ଅଟେ, ଏହି ଜାଗାରେ ଯଦି ଜଣେ ମହିଳା କୌଣସି ପୁରୁଷଙ୍କୁ ବିବାହ କରନ୍ତି ତେବେ ତାଙ୍କ ବଡ ଓ ସାନ ଭାଇ ତା ଅର୍ଥ ନିଜ ଦିଅର ଓ ଡେଢଶୂରଙ୍କ ସହ ମଧ୍ୟ ସେହି ସ୍ତ୍ରୀକୁ ସମ୍ପର୍କ ରଖିବାକୁ ପଡିଥାଏ, ତେବେ ଏହି ଭଳି ସମ୍ପର୍କ ରଖିବା ପାଇଁ ଯେଉଁ ସ୍ତ୍ରୀ ବା ପୁରୁଷ ମନା କରିଥାନ୍ତି ତାଙ୍କୁ ପଂଚାୟତ ଶାସ୍ତି ଦେଇଥାଏ ଓ ଲୋକ ଏହା କରିବା ପାଇଁ ମଜବୁର ହୋଇଥାନ୍ତି । ଅଲୁଅରରେ ଲୋକଙ୍କ ମାନସିକ ସ୍ଥିତି ଏହି ଭଳି ଅଟେ ଯେ ଏଠାରେ ସବୁ ସ୍ତ୍ରୀ ଗୋଟେ ଦ୍ରୋପଦୀ ଅଟନ୍ତି ଓ ଗୋଟେ ରୁ ଅନେକ ସ୍ଵାମୀ ସମ୍ବନ୍ଧ ରଖିବା ଏଠାରେ ପାପ ନୁହ ।

Image Courtesy: Google

ତେବେ ଏହାର ଆଉ ଗୋଟେ କାରଣ ମଧ୍ୟ ଅଛି ଏଠାକ ଲୋକଙ୍କ କହିବା ଅନୁଯାଇ ଏଠାରେ ଜାଗା ଜମି ବହୁତ କମ ଅଟେ ଓ ଗୋଟେ ସ୍ତ୍ରୀ ଯଦି ଗୋଟେ ପୁରୁଷ ସହ ବାସ କରିଥାଏ ତେବେ ଗୋଟେ ଘରେ ଯଦି ୪ ଭାଇ ଅଛନ୍ତି ତେବେ ୪ଟି ଭାଇଙ୍କ ସ୍ତ୍ରୀ ପାଇଁ ୪ଟି ଘର ଦରକାର ହୋଇଥାଏ କିନ୍ତୁ ଯଦି ୪ଟି ଭାଇଙ୍କ ଗୋଟେ ସ୍ତ୍ରୀ ହୋଇଥାଏ ତେବେ ଗୋଟେ ଘରେ ସମସ୍ତେ ବାସ କରିବେ ଓ ସାଂସାରିକ ଭୋଗ ବିଳାସ ମଧ୍ୟ ପାଇବେ ।

Image Courtesy: Google

ତେବେ ଯଦି କୌଣସି ମହିଳା ଏହି ନିଷ୍ପତ୍ତିକୁ ମାନିବା ପାଇଁ ମନା କରନ୍ତି ତେବେ ତାଙ୍କ ପାଇଁ ଅଲଗା ଶାସ୍ତି ହୋଇଥାଏ ସେଥିପାଇଁ ଏଠାରେ ସମସ୍ତେ ଏହି ଭଳି ଜୀବନ ଜ୍ଞାପନ କରୁଛନ୍ତି ଯାହା ଆମେ ଚିନ୍ତା ବି କରି ନଥିବୁ, ସେହି ସ୍ତ୍ରୀ ଭାବନା ଚିନ୍ତା କରନ୍ତୁ ଯାହାକୁ ନିଜ ଇଛା ବିରୁଦ୍ଧରେ ଏହା ସବୁ କରିବାକୁ ପଡିଥାଏ ଓ କିଛି ରାସ୍ତା ଦେଖା ଯାଏ ନାହିଁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *