ACF ସୋମ୍ୟରଞ୍ଜନଙ୍କ ମୃ-ତ୍ୟୁ ମା-ମ-ଲା-କୁ ନେଇ DFOଙ୍କ ସାଂ-ଘା-ତି-କ ଖୁଲାସା, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ପାରଳାଖେମୁଣ୍ଡି ଏସିଫ ସୋମ୍ୟରଞ୍ଜନଙ୍କ ମୃ-ତ୍ୟୁ ମା-ମ-ଲା-କୁ ନେଇ ଗତ ୧୧ ଦିନ ବୀତି ଗଲାଣି । ପୋଲିସ ଓ କ୍ରାଇମବ୍ରାଞ୍ଚ ଟିମ ମିଶି ଏହି ଘ-ଟ-ଣା ବାବଦରେ ଅନେକ ସୁରାଗ ପାଇଥିଲେ ମଧ୍ୟ ଅ-ପ-ରା-ଧୀ କିଏ ତାହା ଏ ଯାଏଁ ଜଣାପଡି ନାହି । ଗୋଟିଏ ପରେ ଗୋଟିଏ ବ୍ୟକ୍ତିଙ୍କୁ ନେଇ ପର୍ଯ୍ୟାୟକ୍ରମେ ପଚରାଉଚରା ଜାରି ରହିଛି ।

କାହାର ବୟାନ କାହା ସହ ତାଳମେଳ ହେଉ ନ ଥିବାରୁ ପୋଲିସର ସ-ନ୍ଦେ-ହ ବଢିବାରେ ଲାଗିଛି । ସୂଚନା ଅନୁସାରେ ଆମ୍ବୁଲାସର ଡ୍ରାଇଭରକୁ ପୋଲିସ ଜେରା କରିବା ସହ ଡିଏଫଓ ଯିଏ କି ପ୍ରଥମ ଦିନରୁ ସ-ନ୍ଦେ-ହ ଘେରରେ ଥିଲେ ତାଙ୍କୁ ମଧ୍ୟ ଜେରା କରା ଯାଇଛି । ଦୁହିଙ୍କୁ ଜେରା କରିବା ପରେ ସାଂ-ଘା-ତି-କ ତଥ୍ୟ ସୋମ୍ୟଙ୍କ ମୃ-ତ୍ୟୁ ମା-ମ-ଲା-କୁ ନେଇ ସାମନାକୁ ଆସିଛି । ସୋମ୍ୟଙ୍କ ହାତ ଲେଖା ଚିଠି ପୋଲିସ ହାତରେ ଲାଗିଛି । ସେଥିରେ ଲେଖା ଯାଇଛି ଯେ ସେ ବିଦ୍ୟା ଭାରତୀଙ୍କୁ ବହୁତ ଭଲ ପାଇବା ସହ ତାଙ୍କର ଶିକ୍ଷାଗତ ଯୋଗ୍ୟତା କଣ ରହିଛି ତାହା ସେ ଜାଣିବାକୁ ଚାହୁଁ ନାହାନ୍ତି ।

ଏହା ସହ ସୋମ୍ୟ ବିଦ୍ୟାଙ୍କର ସବୁ ଅଭିଳାଷକୁ ପୁରା କରିବା ପାଇଁ ଚେଷ୍ଟା କରୁଛନ୍ତି ବୋଲି ନିଜ ଡାଏରୀରେ ଲେଖିଛନ୍ତି । ଆମ୍ବୁଲାନ୍ସ ଡ୍ରାଇଭରର ବୟାନ ଅନୁସାରେ ଆମ୍ବୁଲାନ୍ସ ୧୫ ମିନିଟ ପାଇଁ ଫରେଷ୍ଟ ଗେଟ ନିକଟରେ ଅଟକିଥିଲା । ଜଣେ ଥାନା ଅଧିକାରୀ ଆମ୍ବୁଲାନ୍ସ ଅଟକାଇ ଥିଲେ ବୋଲି ଡ୍ରାଇଭର ନିଜ ରାଏରେ କହିଛନ୍ତି । ସୋମ୍ୟ ଓ ବିଦ୍ୟା ଭାରତୀଙ୍କ ମଧ୍ୟରେ ସମ୍ପର୍କ ଭଲ ନ ଥିଲା ବୋଲି ତାଙ୍କ ପରିବାର ଲୋକେ କହିଥିଲେ । ଏ ଯାଏଁ କଣ ପୋଲିସ ବିଦ୍ୟା ଭାରତୀଙ୍କୁ ଜେରା କରି ନାହି କି ଗିରଫ କରି ନାହି ତାହାକୁ ନେଇ ସୋମ୍ୟଙ୍କ ପରିବାର ଲୋକେ ଅ-ଭି-ଯୋ-ଗ କରିଛନ୍ତି ।

ସୋମ୍ୟଙ୍କ ପରିବାରର ଓକିଲ ସୋମ୍ୟ ଓ ବିଦ୍ୟା ଭାରତୀଙ୍କ ଚିଠିକୁ ହ୍ୟାଣ୍ଡରାଇଟିଂ ଏକ୍ସପର୍ଟଙ୍କ ସହାୟତା ନିଆଯିବା ସହ ସୋମ୍ୟଙ୍କ ଓଜନର ଏକ ପୁତୁଳାକୁ ନିଆଯାଇ ସେଥିରେ ନିଆଁ ଲଗାଇ ଦେଖାଯାଉ ଯେ କଣ ସତରେ ସରକାରୀ ବାସ ଭବନରେ ନିଆଁ ଲାଗିଲେ ଶରୀରର ୮୦% ଭାଗ ପୋଡିବ କି ନାହି ଏ ବିଷୟରେ ପତା ଲଗାଇବାକୁ ସୋମ୍ୟଙ୍କ ଓକିଲ ଦାବି କରିଛନ୍ତି । ସୋମ୍ୟଙ୍କ ପରିବାର ଲୋକେ କହିବା ମୁତାବକ ଦୁହିଙ୍କ ମଧ୍ୟରେ କଳହ ଏତେ ବଢିଥିଲା ଯେ ବିଦ୍ୟା ଭାରତୀ ସୋମ୍ୟଙ୍କ ସହ କଳହ କରିବା ପରେ ତାଙ୍କ ହାତରୁ ଚୁଡି ଭାଙ୍ଗି ଦେଇ ମଥାରୁ ସିନ୍ଦୁର ପୋଛି ଦେଇ ଡିଏଫଓଙ୍କ ଘରକୁ ଯାଇଥିଲେ ।

ପରେ ସୋମ୍ୟ ବିଦ୍ୟାଙ୍କୁ ବୁଝାଇ ଘରକୁ ଫେରାଇ ଆଣିଥିଲେ । ବର୍ତ୍ତମାନ ଡିଏଫଓ ଏହି ଘ-ଟ-ଣା ବାବଦରେ ଏକ ବଡ ଖୁଲାସା କରି କହିଛନ୍ତି ଯେ ସେ ସୋମ୍ୟଙ୍କ ସ୍ତ୍ରୀ ବିଦ୍ୟା ଭାରତୀଙ୍କୁ ଆଗରୁ ଜାଣି ନାହାନ୍ତି । ବରଂ ଘଟଣା ଦିନ ସେ ବିଦ୍ୟା ଭାରତୀଙ୍କୁ ପ୍ରଥମ ଥର ପାଇଁ ଦେଖିଥିଲେ ବୋଲି ଡିଏଫଓ ନିଜ ବୟାନରେ କହିଛନ୍ତି ।

ଏଥିରୁ ସ୍ପଷ୍ଟ ହେଉଛି ଯେ ସୋମ୍ୟଙ୍କ ପରିବାର ଡିଏଫଓ ଓ ବିଦ୍ୟା ଭାରତୀଙ୍କ ମଧ୍ୟରେ ଥିବା ଖରାପ ସମ୍ପର୍କ ରହିଥିଲା ଯାହା କହିଥିଲେ ତାହା ଏବେ ଖଣ୍ଡନ ହୋଇଛି । ତେବେ ଆଗକୁ ମମତା ପାଣ୍ଡେଙ୍କୁ ନେଇ ଜେରା କରାଯିବ କି ନାହି ତାହା ଏବେ ସ୍ପଷ୍ଟ ହୋଇ ନାହି ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *