DFOଙ୍କ ପାଇଁ ଅସୁବିଧା ହେଲାଣି ପାରଳାଖେମୁଣ୍ଡି ବିଧୟାକ, ଆରମ୍ଭ ହେଲା ବିଜେଡ଼ି ବିଜେପି ମଧ୍ୟରେ ଲଢେଇ, ଚିନ୍ତାରେ ମୁଖ୍ୟମନ୍ତ୍ରୀ

ଯେମିତି କି ଆପଣ ସମସ୍ତେ ଏସିଏଫ ସୋମ୍ୟ ରଞ୍ଜନ ମହାପାତ୍ରଙ୍କ ହ-ତ୍ୟା ମା-ମ-ଲା ବିଷୟରେ ଜାଣିଛନ୍ତି । ଯେଉଁଥିରେ ତାଙ୍କର ପତ୍ନୀ ବିଦ୍ୟାଭାରତୀ ଓ DFO ସଂଗ୍ରାମ କେସରୀ ବେହେରା ସା-ମି-ଲ ଅଛନ୍ତି ବୋଲି କୁହାଯାଉଛି । ଏହା ମଧ୍ୟରେ ପୁଣି ଏକ ମା-ମ-ଲା ସାମ୍ନାକୁ ଆସୁଛି । କୁହାଯାଉଛି କି DFO ସଂଗ୍ରାମ କେସରୀ ବେହେରା ଚନ୍ଦନକାଠ ଚୋ-ରୀର ମୁଖ୍ୟ ଖ-ଳ-ନା-ୟ-କ । ଏଥିରେ ଜଙ୍ଗଲ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ବି ତାଙ୍କର ସାଥ ଦେଉଛନ୍ତି ।

ପାରଳାଖେମୁଣ୍ଡିର ବିଧାୟକ କେ ନାରାୟଣ ରାଓ ଏହି ଚନ୍ଦନକାଠ ଚୋ-ରୀ ମା-ମ-ଲାର ଉଚ୍ଚ ସ୍ତରୀୟ ତ-ଦ-ନ୍ତ କରାଯାଉ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି କହିଛନ୍ତି ।

ସେ କହିଛନ୍ତି କି ରକ୍ତ ଚନ୍ଦନ କାଠ ଚୋ-ରୀ କରି ଓଡିଶାର ରାଜସ୍ୱକୁ ଲୁଟ କରାଯାଉଛି ଓ ଏହି ପ୍ରସଙ୍ଗ ଉଠାଇବା କାରଣରୁ ତାଙ୍କ ଉପରେ ବିଜେଡ଼ି ବର୍ତ୍ତମାନ ପ୍ର-ତି-ହିଂ-ସା ପରାୟଣ ହୋଇ ଯାଇଛି । କିନ୍ତୁ ତାଙ୍କର କହିବା ଅଟେ କି ସେ ବିଜେଡ଼ି କହୁ କିମ୍ବା ଆଉ କେହି ତାଙ୍କ ଉପରେ ହିଂ-ସା କରିଲେ ବି ସେ ପଛକୁ ହଟିବେ ନାହିଁ । କାରଣ ଗଜପତି ଜିଲ୍ଲାର କାଠ ସୁରକ୍ଷିତ ରହୁ ବୋଲି ସେ କହିଛନ୍ତି । ସେ କହିଲେ କି ଗଜପତି ଜିଲ୍ଲାର ଏସିଏଫ ସୋମ୍ୟ ରଞ୍ଜନ ମହାପାତ୍ରଙ୍କ ମୃ-ତ୍ୟୁ ମା-ମ-ଲା ବର୍ତ୍ତମାନ ବହୁତ ଚର୍ଚିତ ଅଛି ।

ଡ଼ିଏଫଓ ସଂଗ୍ରାମ କେଶରୀ ବେହେରାର ଏହି ମା-ମ-ଲାରେ କଣ ସ-ମ୍ପ-ର୍କ ଥିବ ଏହା ବିଷୟରେ ମୁଖ୍ୟମନ୍ତ୍ରୀ ହିଁ ଜାଣି ଥିବେ । ମୁଖ୍ୟ ଅ-ଭି-ଯୁ-କ୍ତ ଥିବା ଡ଼ିଏଫଓ ସଂଗ୍ରାମ କେଶି ବେହେରା ଗଜପତି ଜିଲ୍ଲାର ବହୁତ ମୂଳବାନ ର-କ୍ତ ଚନ୍ଦନ କାଠକୁ ଚୋ-ରୀ କରି ଓ ବିକ୍ରି କରି କୋଟି କୋଟି ଟଙ୍କା ଲୁ-ଟ କରି ନେଉଛନ୍ତି । ଏହି ପ୍ରସଙ୍ଗ ଉଠାଇବା କାରଣରୁ ବିଜେଡ଼ି ହିଁ ତାଙ୍କ ଉପରେ ହିଂ-ସା କରୁଛି । ଦୋ-ଷୀ ଡ଼ିଏଫଓ ବି-ରୁ-ଦ୍ଧରେ କହିଥିବା ଯୁକ୍ତିକୁ ସମର୍ଥନ କରିବା ପରିବର୍ତ୍ତେ ବିଜେଡ଼ି ତାଙ୍କ ଉପରେ ମିଛ ଖଣିଜ ଦ୍ରବ୍ୟ ଲୁଟର ଅ-ଭି-ଯୋ-ଗ ଆଣିଛି ।

ଲଘୁ ଖଣିଜ ଦ୍ରବ୍ୟ ଲୁ-ଟ ଉପରେ ରାଜ୍ୟରେ କଡା ଆ-ଇ-ନ ଅଛି ଓ ତ-ଦ-ନ୍ତ ନିଶ୍ଚିତ ରୂପରେ କରାଯାଉ । ସେ ବି ସମସ୍ତ ତ-ଦ-ନ୍ତ-ର ସାମ୍ନା କରିବେ । ସୋମ୍ୟଙ୍କ ମା-ମ-ଲାରେ ମୁଖ୍ୟ ଅ-ଭି-ଯୁ-କ୍ତ ସଂଗ୍ରାମଙ୍କୁ ଗୃହ ଓ ଜଙ୍ଗଲ ବିଭାଗ ବହୁତ ସାହାର୍ଯ୍ୟ କରୁଛନ୍ତି ।

ମୂଲ୍ୟବାନ ଚନ୍ଦନ କାଠ ଚୋ-ରୀ ହେବାର ବହୁତ ପ୍ରମାଣ ମଧ୍ୟ ମିଡିଆରେ ସାମ୍ନାକୁ ଆସିଛି । ଏତିକି ନୁହେଁ ସ୍ଥାନୀୟ ବାସିନ୍ଦା ବି ଏହାକୁ ନେଇ ବହୁତ ଅ-ଭି-ଯୋ-ଗ କରିଛନ୍ତି । ଏହି ସମସ୍ତ ପ୍ରସଙ୍ଗ ଉପରେ ମୁଖ୍ୟମନ୍ତ୍ରୀ ନଜର ପକାନ୍ତୁ ତ-ଦ-ନ୍ତ ପାଇଁ ନିର୍ଦେଶ ଦିଅନ୍ତୁ ବୋଲି ସେ ନିଜ ଚିଠିରେ ଉଲ୍ଲେଖ କରିଛନ୍ତି ।

Leave a Reply

Your email address will not be published. Required fields are marked *