ଆଗ କାଳ ରେ ଲୋକ ନିଜ ବୁଦ୍ଧି ପରୀକ୍ଷା ପାଇଁ ପ୍ରହେଳିକା ବୁଝାଉଥିଲେ ତାଙ୍କ ଅନୁଯାଇ ପ୍ରହେଳିକା ଯିଏ ଯେତେ ଶୀଘ୍ର ସମାଧାନ କରି ପାଇଲା ସେ ସେତିକି ବୁଦ୍ଧିମାନ ହୋଇ ଥାଏ, ଲୋକ ପ୍ରହେଳିକା ନିଜ ବୁଦ୍ଧି ବିକାଶ ପାଇଁ ମଧ୍ୟ ଖେଳନ୍ତି । କିନ୍ତୁ ପ୍ରହେଳିକା ରେ ମଧ୍ୟ କେତେକ ଏମିତି ପ୍ରଶ୍ନ ଅଛି ଯାହା ପରେ ବହୁତ ଲୋକଙ୍କ ବୁଦ୍ଧି ଫେଲ ହୋଇ ଥାଏ ।
ବହୁତ ଏମିତି ଲୋକ ମଧ୍ୟ ଅଛନ୍ତି ଯିଏ ଯାହା କଲେ ମଧ୍ୟ ଉତ୍ତର ଖୋଜି ଦିଅନ୍ତି । ବହୁତ ଲୋକ ଏହାକୁ ଖେଳ ପରି ଖେଳନ୍ତି ଯାହା ଦ୍ଵାରା ବୁଦ୍ଧି ମଧ୍ୟ ବଢିବ ଏବଂ ଖେଳ ମଧ୍ୟ ହୋଇବ, କିଛି କିଛି ପ୍ରଶ୍ନ ଏମିତି ହୋଇ ଥାଏ ଯାହା ଉତ୍ତର ବହୁତ ସହଜ ହୋଇ ଥାଏ କିନ୍ତୁ ପ୍ରଶ୍ନ ଶୁଣିଲେ ଅଜବ ଲାଗେ ।

୧. କେଉଁ ଜୀବ କେବେ ମଧ୍ୟ ପାଣି ପିଏ ନାହିଁ ?
ଉତ୍ତର : କଙ୍ଗାରୁ ମୂଷା
୨. କେଉଁ ଜୀବର ଦାନ୍ତ ତାର ପେଟରେ ଥାଏ ?
ଉତ୍ତର : ଅକ୍ଟୋପସ
୩. ସବୁଠାରୁ ବଡ ମାଙ୍କଡ ର ନାମ କଣ ?
ଉତ୍ତର : ମେଡିଲ ମାଙ୍କଡ
୪. କେଉଁ ଜୀବ ସଂଭୋଗ କଲା ପରେ ତୁରନ୍ତ ମରିଯାଏ ?
ଉତ୍ତର – ରାଣୀ ମହୁମାଛି

୫. ଗୋଟେ ହାତୀ ତାର ଶୁଣ୍ଡରେ କେତେ ଲିଟର ପର୍ଯ୍ୟନ୍ତ ପାଣି ରଖି ପାରେ ?
ଉତ୍ତର : ୫ ଲିଟର
୬. କେଉଁ ମାଛ ଆକାଶରେ ଉଡେ ମାଟିରେ ଚାଲେ ଏବଂ ପାଣିରେ ପହଁଋ ଥାଏ ?
ଉତ୍ତର : ଗରନାଇ ମାଛ
୭. କେଉଁ ପକ୍ଷୀକୁ ପଶୁ ମଧ୍ୟ କୁହା ଯାଇଥାଏ ?
ଉତ୍ତର : ବାଦୁଡି
୮. କେଉଁ ପକ୍ଷୀକୁ ଛୁଇ ଦେଲେ ସେ ମରିଯାଏ ?
ଉତ୍ତର : ଟିଟୋନୀ ପକ୍ଷୀ
୯. କେଉଁ ଗଛ ରକ୍ତ ପିଏ ?
ଉତ୍ତର : ଡାଇନୋଇ ମଶକିପୋଲ
୧୦. ଭାରତରେ କେଉଁ ପ୍ରକାର ଶାସନ ପ୍ରତିଷ୍ଠିତ ?
ଉତ୍ତର : ଗଣତାନ୍ତ୍ରିକ ଶାସନ

୧୧. ଭାରତର ମୋଟ ଜନସଂଖ୍ୟା କେତେ ?
ଉତ୍ତର : ୧୨୧ କୋଟି ତାହା ୨୦୧୧ ଜନଗଣନା ଅନୁଯାଇ ।
୧୨. ଭାରତର ଶାସନ ମୁଖ୍ୟ କିଏ ?
ଉତ୍ତର : ରାଷ୍ଟ୍ରପତି
୧୩. ଭାରତରେ କେତେ ବର୍ଷରେ ଥରେ ଜନଗଣନା କରାଯାଏ ?
ଉତ୍ତର : ୧୦ ବର୍ଷ
୧୪. ବର୍ତମାନ ଭାରତରେ କେତୋଟି କେନ୍ଦ୍ରଶାସିତ ଅଞ୍ଚଳ ରହିଛି ?
ଉତ୍ତର : ୯ଟି
୧୫. ଭାରତରେ କେତୋଟି ସଭା ରହିଛି ?
ଉତ୍ତର : ୨ଟି (ଲୋକସଭା ଓ ରାଜ୍ୟସଭା)
ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।