ଧଳା ଦାଢି ଏବଂ ନିଶ ବିନା ଡାଇରେ କରନ୍ତୁ କଳା , 100 ବର୍ଷ କଳା ରହିବ

ଯଦି ବହୁତ କମ ବୟସରୁ ଆପଣଙ୍କ ନିଶ ଦାଢି ଧଳା ହୋଇଯାଇଛି ଏବଂ କେସ ମଧ୍ୟ ଧଳା ହୋଇଯାଉଛି । ତେବେ ତାର କାରଣ କଣ ଅଟେ । ଆମ ଶରୀରରୁ ଯେଉଁ ମିଲେନିୟମ ବାହାରି ଥାଏ । ମିଲେନିୟମ ପିଗମେଣ୍ଟ ହୋଇଥାଏ ଯାହା ଆମ ଶରୀରରୁ ବାହାରି ଥାଏ । ତାର ମାତ୍ରା କମ ହୋଇଗଲେ କେସ ଧଳା ହୋଇଯାଏ । ଦିତୀୟରେ ବ୍ୟାଡ ନ୍ୟୁଟ୍ରେସନ ଯଦି ଆପଣ କମ ଖାଉଛନ୍ତି ଓ ଖାଦ୍ଯରେ ନ୍ୟୁଟ୍ରେସନ ଠିକ ନହିଁ , ଭିଟାମିନ ଓ ମିନେରାଲ୍ସ ନହିଁ । ତେବେ ଆପଣଙ୍କ ଶରୀରର କେସ ଧଳା ହୋଇଯାଏ ।

ତୃତୀୟରେ ଯଦି ଆପଣ ଓଭର ଟ୍ରେସ ନେଉଥାନ୍ତି ବା ଚିନ୍ତା ଅଧିକ କରୁଥାନ୍ତି । ସେଇ କଣ୍ଡିସନରେ ମଧ୍ୟ ଶରୀରର କେସ ଧଳା ହୋଇଯାଇଥାଏ । ଯେଉଁ ଲୋକ ମାନେ ଅଧିକ ସ୍ମୋକିଂ କରିଥାନ୍ତି ବ ତମ୍ବାକୁର ସେବନ କରିଥାନ୍ତି । ସେମାନଙ୍କ ଶରୀରର କେସ ମଧ୍ୟ ଧଳା ହୋଇଯାଇଥାଏ । ଜେନେଟିକାଲ ମଧ୍ୟ ଆପଣଙ୍କ କେସ ଧଳା ହୋଇଥାଏ । ଏହା ହେଲା କିଛି କାରଣ ଯେଉଁଥି ପାଇଁ ଶରୀରର କେସ ଧଳା ହୋଇଥାଏ । ଏମିତି କିଛି ଘରୋଇ ଉପଚାର ଅଛି ଏହାର ଥରେ ବା ଦୁଇଥର ପ୍ରୟୋଗ ଦ୍ଵାରା ଆପଣଙ୍କ କେସ ପ୍ରକୃତିକ ଉପାଯରେ ସମ୍ପୂର୍ଣ କଳା ହୋଇପାରିବ ।

ତାହାବି କୌଣସି କେମିକାଲର ପ୍ରୟୋଗ ନକରି । ଆସନ୍ତୁ ଜାଣିବା ସେଇ ଘରୋଇ ଉପଚାର ବିଷୟରେ ଆଉ ତାକୁ କେମିତି ବନାଇବା । ଘରେ ରହି କେମିତି ପ୍ରକୃତିକ ଉପାୟରେ କେମିତି କେଶକୁ କଳା କରିବେ । ଆଉ ଦିତୀୟରେ ଜାଣିବା ଗୋଟିଏ ବିୟର ସେରମ ବିଷୟରେ । ଏହାକୁ ବନାଇବା ପାଇଁ ଆମକୁ ଆବଶ୍ୟକ ପଡିବ ସଲ୍ଟ, ଆମଲା ପାଉଡର, ମେହେନ୍ଦି ଏବଂ ଇଣ୍ଡିଗୋ ପାଉଡର । ଇଣ୍ଡିଗୋ ପାଉଡର ଠିକସେ ପ୍ରୟୋଗ କରିବା ଦ୍ଵାରା ଏହାର ଭଲ ପ୍ରଭାବ ଦେଖିବାକୁ ମିଳିଥାଏ । ଏହା ସହିତ ଇଣ୍ଡିଗୋ ପାଉଡର ସମ୍ପୂର୍ଣ ଶୁଦ୍ଧ ହୋଇଥିବା ଦରକାର ।


ଇଣ୍ଡିଗୋ ପାଉଡର ପ୍ରୟୋଗ କରିବା ଦ୍ଵାରା ସମ୍ପୂର୍ଣ ଡାର୍କ ନୀଳ କଲର ମିଳିଥାଏ । ସର୍ବ ପ୍ରଥମେ ଦୁଇ ଚାମଚ ମେହେନ୍ଦି ପାଉଡର ଗୋଟିଏ ଜାଗାରେ ନିଅନ୍ତୁ ଆଉ ଏଥିରେ ଅଧା ଚାମଚ ଆମଲା ପାଉଡର ମିଶାନ୍ତୁ । ଆଉ ସେଥିରେ ହାଲ୍କା ଗରମ ପାଣି ମିଶାଇ ତାକୁ ଭଲରେ ମିଶାନ୍ତୁ । ଏବେ ସେଇ ମିଶ୍ରଣକୁ ଦୁଇଘଣ୍ଟା ପର୍ଯ୍ୟନ୍ତ ସେମିତି ଛାଡି ଦିଅନ୍ତୁ । ଦିଉ ଘଣ୍ଟା ଉପରେ ଏହି ମିଶ୍ରଣକୁ ଦାଢି ବା ନିଶରେ ଲଗାନ୍ତୁ । ତା ପରେ ଆପଣ ଏହାକୁ ନର୍ମାଲ ପାଣିରେ ଧୋଇ ଦିଅନ୍ତୁ । ଢୋଇବା ସମୟରେ ମାନେ ରଖନ୍ତୁ କୌଣସି ସମ୍ପୋ କି ଫେସ ୱାଶର ବ୍ଯବହର କରନ୍ତୁ ନହିଁ ।


ମେହେନ୍ଦି ଆଉ ଆମଲା ପାଉଡର ମିଶ୍ରଣରେ ଦୁଇଚମଚ ଇଣ୍ଡିଗୋ ପାଉଡରରେ ତିନି ଚାମଚ ଲୁଣ ପକାନ୍ତୁ । ଏଥିରେ ଅଳ୍ପ ଗରମ ପାଣି ମିଶାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ । ତାକୁ ଦଶରୁ ପନ୍ଦର ମିନିଟ ଏମିତି ରହିବାକୁ ଦିଅନ୍ତୁ । ଦସ ମିନିଟ ପରେ ଆପଣ ଯେଉଁ ଜାଗାରେ ମେହେନ୍ଦି ଲଗାଇ ଥିଲେ ସେଥିରେ ଏହି ପେଷ୍ଟକୁ ଲଗାଇ ଦିଅନ୍ତୁ । ଆଉ ଏହାକୁ ଏକରୁ ଦୁଇ ଘଣ୍ଟା ଛାଡି ଦିଅନ୍ତୁ । ଏକରୁ ଦୁଇ ଘଣ୍ଟା ପରେ ନର୍ମଲ ପାଣିରେ ଧୋଇ ଦିଅନ୍ତୁ । ଇଣ୍ଡିଗୋର ପ୍ରୟୋଗ କରିବା ଦ୍ଵାରା ଦେଖିବେ ମେହେନ୍ଦିର ଲାଲ ରଙ୍ଗ କାଳରେ ପରିଣତ ହୋଇଯିବ । ଇଣ୍ଡିଗୋର ବ୍ଯବହାର କରିବା ପରେ ମନେ ରଖନ୍ତୁ କୌଣସି ସୋପ ବା ଫେସ ୱାଶର ବ୍ୟବାହାର କରିବେ ନହିଁ । ଏହାକୁ ନର୍ମାଲ ପାଣିରେ ଧୋଇବେ ।

Leave a Reply

Your email address will not be published. Required fields are marked *