ଧଳା କେଶ କଳା ହେବ, କେଶ ଜନିତ ସମସ୍ୟାର ସମାଧାନ ପାଇଁ ମାତ୍ର ଥରେ ଏହି ତେଲର ବ୍ୟବାହାର କରନ୍ତୁ

ଆଜି ଆମେ ଆପଣ ମାନଙ୍କୁ ଏକ ଚମତ୍କାରୀ ତେଲ ବିଷୟରେ କହିବାକୁ ଯାଉଛୁ । ଯାହା ଅଁଳା ରୁ ପ୍ରସ୍ତୁତ କରାଯିବ । ଆମ ସ୍ୱାସ୍ଥ୍ୟ ପାଇଁ ଅଁଳା ବହୁତ ହିତକାରକ ହୋଇଥାଏ । ଏହା ଆମ ଇମ୍ୟୁନିଟି ପାୱାର ବୃଦ୍ଧି କରିବା ସହ କେଶ ଓ ସ୍କିନ ପାଇଁ ବହୁତ ଲାଭଦାୟକ ହୋଇଥାଏ । ସବୁବେଳେ ଅଁଳା ଖାଇବା ଓ ଏହାର ତେଲ ଲଗାଇବା ଆବଶ୍ୟକ ଅଟେ । ଅଧିକାଂଶ ଲୋକଙ୍କର ବସ ପୂର୍ବରୁ କେଶ ଧଳା ହେବା ସମସ୍ଯା ଦେଖା ଯାଉଛି ।

ଏହା ସହ ଛୋଟ ପିଲାଙ୍କର ମଧ୍ୟ କେଶ ଧଳା ହେବାରେ ଦେଖା ଯାଉଛି ଯାହା ଚିନ୍ତା ଜନକ ବିଷୟ ଅଟେ । ତେବେ ଆସନ୍ତୁ ଜାଣିବା ସେହି ତେଲର ପ୍ରଣାଳୀ ବିଷୟରେ । ଏହି ରେମେଡି ପ୍ରସ୍ତୁତ କରିବା ପାଇଁ ତାଜା ଆମଲାର ଆବଶ୍ୟକ ରହିଛି । ୭ରୁ ୮ଟି ଆମଲାର ଆବଶ୍ୟକ ରହିଛି ଆମଲା ତେଲ ପ୍ରସ୍ତୁତ କରିବା ପାଇଁ । ଏହା ପରେ ଆମଲାକୁ ଖଣ୍ଡ ଖଣ୍ଡ କରି କାଟି ଏହାର ମଞ୍ଜି ବାହାର କରନ୍ତୁ । ଏହା ପରେ ଲୁହା କଢେଇର ପ୍ରୟୋଗ କରନ୍ତୁ ।

ଏଥିପାଇଁ ଅଧା କପ ସୋରିଷ ତେଲ ଓ ନଡିଆ ତେଲର ଆବଶ୍ୟକ ରହିଛି । ସବୁ ଆମଲା ପିସର ଭଲ ଭାବେ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଆମଲା ସହ ସୋରିଷ ତେଲ ଓ ନଡିଆ ତେଲ ପକାଇ ଏହାର ପେଷ୍ଟ କରନ୍ତୁ । ଏହା ପରେ କଢେଇରେ ଏହି ପେଷ୍ଟକୁ ପକାନ୍ତୁ । ଏହାକୁ ୨୫ରୁ ୩୦ ମିନିଟ ଜାରଣ ଭଲ ଭାବେ ଫୁଟାନ୍ତୁ । ଏହାକୁ ମଝିରେ ମଝିରେ କଢେଇ ରେ ପକାଇବା ସମୟରେ ଚଲାଇବା । ଏହା ପରେ ଗାୟସ ବନ୍ଦ କରି ଏହାକୁ ଥଣ୍ଡା ହେବା ଯାଏଁ ଛାଡି ଦିଅନ୍ତୁ ।

ଏହାକୁ ୨ ପ୍ରକାରର ତେଲ ଭାବେ ପ୍ରସ୍ତୁତ କରିବାକୁ ହେବ । ଏହାକୁ ରାତି ସାରା ଆପଣ ଲୁହା କଢେଇ ରେ ରଖି ପାରିବେ । ଏହା ପରେ ଏକ କଟନ କପଡା ଦ୍ଵାରା ଆପଣ ଆମଲା ପେଷ୍ଟକୁ ଭଲ ଭାବେ କାହାଣୀ ଏଥିରୁ ତେଲ ବାହାର କରନ୍ତୁ । କପଡା ସାହାଜ୍ଯ ରେ ଛାଣିବା ଦ୍ଵାରା ଏଥିରୁ ଅଧିକ ତେଲ ବାହାରି ପାରିବ । ପୁରା ରାତି ଏହି ତେଲକୁ ଲୁହା କଢେଇରେ ରଖିଲେ ଆଇରନ ମିଳିଥାଏ । ଯାହା ଆମ କେଶ ପାଇଁ ବହୁତ ଅଧିକ ଲାଭଦାୟକ ହୋଇଥାଏ ।

ଯଦି ଆପଣ ଏହି ତେଲରେ ଅଧା ଚାମଚ ଆମଲା ପାଉଡର ପାକଇବେ ତେବେ ଏହାର ରଙ୍ଗ କଳା ହୋଇଯିବ । ଯଦି ଆପଣ ବ୍ଲାକ ବା ଗ୍ରେ ହେୟାରରେ ଏହି ତେଲ ଲାଇବେ ତେବେ ତାହା ପ୍ରାକୃତିକ ଉପାୟରେ କଳା ହୋଇଯିବ । ନଚେତ ଏମିତି କେଶରେ ପ୍ରୟୋଗ କରିଲେ ଆପଣଙ୍କ କେଶ କଳା, ସ୍ମୁଥ, ଘନ, ରେଶମୀ ହେବା ସହ ଆପଣଙ୍କର କେଶ ଜନିତ ସମସ୍ଯା ଦୂର ହୋଇଯିବ ।

ଏହି ତେଲକୁ ଷ୍ଟୋର କରି ଆପଣ ଅନେକ ଦିନ ଯାଏଁ ରଖି ପାରିବେ । ଏହା ଆମ କେଶ ପାଇଁ ବହୁତ ଲାଭଦାୟକ ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *