ଆଜିକା ସମୟରେ ସମସ୍ତଙ୍କୁ ନିଜ ଚୁଟି ପାଇଁ ଚିନ୍ତା ଅଛି କାହିଁକିନା ସମସ୍ତଙ୍କ ଚୁଟି ଝଡୁଛି ଓ ସମସ୍ତଙ୍କ ଚୁଟି ଧଳା ମଧ୍ୟ ହବାକୁ ଲାଗିଛି, ଆଜି ଆମେ ଆପଣଙ୍କୁ ଏମିତି କିଛି ଉପାୟ କହିବାକୁ ଯାଉଛୁ ଯାହା ଆପଣଙ୍କ ଘରେ ଉପଲବ୍ଧ ହୋଇବ ଓ ଆପଣଙ୍କୁ ସହଜରେ ଘରେ ବନେଇ ବ୍ୟବହାର କରି ପାରିବେ । ତେବେ ଲୋକ ବାହାର ଡାଇ ହରିକ କିଣି ନିଜ ଚୁଟିରେ ବ୍ୟବହାର କରନ୍ତି ଯାହା ଫଳରେ ଆପଣଙ୍କ ଚୁଟି ଆହୁରି ଝଡିଥାଏ ଓ ଆପଣଙ୍କ ଚୁଟି ଖରାପ କରିଥାଏ କିନ୍ତୁ ଆମେ ଆଜି ଆପଣଙ୍କୁ ଉପାୟ କହିବାକୁ ଯାଉଛୁ ଯାହା ଆପଣଙ୍କ ପାଇଁ ଲାଭକାରୀ ଅଟେ ।

Image Courtesy: Google
ଆପଣ ପ୍ରଥମେ ଗୋଟେ ତାଟିଆରେ ଦୁଇ ଚାମଚ ମେଥି ଦାନା ନିଅନ୍ତୁ ଏହା ପ୍ପାରେ ଆପଣ ଏହାକୁ ବାଟି ନିଅନ୍ତୁ, ତେବେ ଆପଣ ମାନେ ମଧ୍ୟ ଏହା ଭଲ ଭାବରେ ଜାଣିଛନ୍ତି ଯେ ମେଥି ଆମ ଚୁଟି ପାଇଁ ବହୁତ ଲାଭକାରୀ ହୋଇଥାଏ ମେଥି ଦ୍ଵାରା ଆମ ଚୁଟି ଛାଡିବା ବନ୍ଦ ହୋଇଥାଏ ଓ ଗହବା ହବାକୁ ଲାଗିଥାଏ ମେଥି ଦାନା ଆମ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭକାରୀ ହୋଇଥାଏ ମେଥି ସେବନ କରିବା ଦ୍ଵାରା ଆମ ପାଚନ କ୍ରିୟା ସଠିକ ଭାବରେ ହୋଇଥାଏ ଓ ଆମକୁ ଭଲ ସ୍ୱାସ୍ଥ୍ୟ ମିଳିଥାଏ । ତେବେ ମେଥି ଚୁଟିରେ ଲଗାଇଲେ ଆପଣଙ୍କ ଧଳା ଚୁଟି ପ୍ରାକୃତିକ ଭାବରେ କଳା ହୋଇଥାଏ ।

Image Courtesy: Google
ବଟା ମେଥି ନିଅନ୍ତୁ ଏହା ପରେ ଗୋଟେ କଞ୍ଚା ପିଆଜ ନିଅନ୍ତୁ ଏହା ପରେ ଏହାକୁ ବାଟି ଏହାତ ତରଳ ପଦାର୍ଥ ବାହାର କରନ୍ତୁ ବା ରସ ବାହାର କରନ୍ତୁ, ଏହା ଆପଣ ମାନେ ସମସ୍ତେ ଜାଣିଛନ୍ତି ଯେ ପିଆଜରେ ମଧ୍ୟ ବହୁତ ପ୍ରକାର ପୋଷ୍ଟିକ ତତ୍ଵ ହୋଇଥାଏ ଯାହା ଆମ ଚୁଟି ମୂଳକୁ ମଜବୁତ କରିଥାଏ ଓ ଆମ ଚୁଟିକୁ ଛାଡିବାରୁ ଅଟକାଇ ଥାଏ ତେବେ ଏହା ଛଡା ପିଆଜ ରସ ଆମ ଚୁଟି ବଢିବାରେ ଓ ଗହବା ହବା ସହ ଚିକଣ କରିବାରେ ମଧ୍ୟ ସାହାଜୟକ ହୋଇଥାଏ ।

Image Courtesy: Google
ତେବେ ଗୋଟେ ଗିନାରେ ୩ ଚାମଚ ପିଆଜ ରସ ଗୋଟେ ରୁ ଦୁଇ ଚାମଚ ମେଥି ବଟା ଓ ଦୁଇ ଚାମଚ ନଡିଆ ତେଲ ପକାନ୍ତୁ, ତେବେ ନଡିଆ ତେଲ ବହୁତ ଆବଶ୍ୟକ ଅଟେ । ଏହି ମିଶ୍ରଣକୁ ଆପଣ ଗୋଟେ ସପପ୍ତାହରେ ଦୁଇ ଥର ବ୍ୟବହାର କରନ୍ତୁ, ତେବେ ମିଶ୍ରଣ ଲଗାଇଲା ପରେ ୩୦ ମିନିଟ ପର୍ଯ୍ୟନ୍ତ ସେମିତି ଛାଡି ଦିଅନ୍ତୁ ୩୦ ମିନିଟ ପରେ କୌଣସି ମାଇଲ୍ଡ ଶ୍ୟାମପୁ ଦ୍ଵାରା ନିଜ ମୁଣ୍ଡ ଧୋଇ ନିଅନ୍ତୁ ଦୁଇ ମାସ ଏହି ପ୍ରକ୍ରିୟା କଲା ପରେ ଦେଖିବେ ଆପଣଙ୍କ ଚୁଟି ଲମ୍ବା, ଗହବା ଓ ସୁନ୍ଦର ହବା ସହ କଳା ହୋଇଯିବ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।