ଧନବାନ ଲୋକବି ହୋଇଯାଆନ୍ତି ଭିକାରୀ, ଯଦି ଜାଣି ନାହାନ୍ତି ଏହି କଥା- Chanakya Niti

ଧନବାନ ଲୋକଙ୍କୁବି ଗରିବ ବନେଇ ଦେଇଥାଏ ଏହି ଚାରୋଟି କଥା । ପୂଜା କରିବା ସମୟରେ ଚନ୍ଦନ ଘସୁଥିବା ପଥରରେ ଚନ୍ଦନ ଲଗାନ୍ତୁ ନାହିଁ ଠାକୁରଙ୍କୁ । ଏମିତି ଯଦି ଦେବା ରାଜ ଇନ୍ଦ୍ର କରିବେ ତାଙ୍କର ମଧ୍ୟ ଧନ ନଷ୍ଟ ହୋଇଯିବ । ନିଜଠୁ ଶକ୍ତିଶାଳୀ ସହିତ ଶତ୍ରୁତା କରୁଥିବା ଲୋକଙ୍କ ଆୟୁ କମ ହୋଇଥାଏ ଓ ଏମିତି ଲୋକଙ୍କ ପାଖରେ ଲକ୍ଷ୍ମୀ ରୁହନ୍ତି ନାହିଁ ।

ବୁଦ୍ଧିମାନ ଲୋକକୁ ଶତ୍ରୁ ସହିତ ଶତ୍ରୁତା କରିବା ଉଚିତ ନୁହେଁ, ତାକୁ ମିତ୍ରା ବଣାଇ ପରାଜିତ କରିବା ଉଚିତ । ଯିଏ ଏମିତି କରିବାରେ ସକ୍ଷମ ହୋଇଥାଏ, ସେ ଚତୁର ହୋଇଥାଏ ତାର ଧନର ନାସ ହୋଇନଥାଏ । ଚାଣକ୍ୟ କହିଛନ୍ତି ଧନବାନକୁ ଗମ୍ଭୀର ରହିବା ଆବଶ୍ୟକ ଆଉ ତାକୁ ତିଜୋରିରେ ବନ୍ଦ କରିରଖିବା ଉଚିତ ନୁହେଁ ।

Image Courtesy: Google

ଧନକୁ ସବୁବେଳେ କାର୍ଯ୍ୟରେ ଲଗାଇ ରଖନ୍ତୁ ।  ଧନକୁ ଯିଏ  ରୋକିକି ରଖିଥାଏ ତାର ଧନ କେବେ ବଢିନଥାଏ ଓ ଧୀରେ ଧୀରେ ନଷ୍ଟ ହୋଇଥାଏ । ଧନକୁ ସତ କାର୍ଯ୍ୟରେ ଲଗାଇ ରଖିବା ଉଚିତ, ନହେଲେ ବ୍ୟାପାରରେ ଏଥିରେ ଧନ ବୃଦ୍ଧି ହୋଇଥାଏ । ଧାର୍ମିକ ରାସ୍ତାକୁ ଛାଡି ଯେଉଁ ଲୋକ ଅଧର୍ମ ରାସ୍ତାକୁ ଯାଆନ୍ତି  ତାଙ୍କ ପାଖରେ ଲକ୍ଷ୍ମୀ ଅଧିକ ଦିନ ପର୍ଯ୍ୟନ୍ତ ରୁହନ୍ତି ନାହିଁ ।

Image Courtesy: Google

ଅଧର୍ମ ରାସ୍ତାରେ ଚାଲୁଥିବା ଲୋକଙ୍କ ପାଖକୁ ଯେତବେଳେଅଧିକ ଧନ ଆସିବାକୁ ଲାଗିବ ବୁଝିବେକୀ ଏବେ ଲକ୍ଷ୍ମୀଙ୍କ ଯିବାର ସମୟ ଆସିଗଲାଣି । ଏହି ସମୟରେ ଯିଏ ସଚେତ ହୁଅନ୍ତି  ନାହିଁ, ତାର ନଷ୍ଟ ହେବା ସୁନିଶ୍ଚିତ ହୋଇଥାଏ । ଚାଣକ୍ୟ କହିଛନ୍ତି ଏହି ଚାରୋଟି  ଜିନିଷରୁ ବଢିକି କିଛି ନାହିଁ । ଆସନ୍ତୁ ଜାଣିବା କଣ ଅଟେ ଏହି କଥା  ।

Image Courtesy: Google

ଆଚାର୍ଯ୍ୟ ଚାଣକ୍ୟ ନିଜ ଶ୍ଳୋକରେ କହିଛନ୍ତିକି ଅର୍ଣ୍ଣ ଦାନ ଭଳି କିଛି ଦାନ ନାହିଁ । ଯେଉଁ ବ୍ୟକ୍ତି ଭୋକିଲାକୁ ଅର୍ଣ୍ଣ ଓ ପାଣି ଦେଇଥାଏ । ସେ ପୁଣ୍ୟ ଆତ୍ମା ହୋଇଥାଏ, ଏମିତି ବ୍ୟକ୍ତିରେ କଥା ଦେବୀ ଦେବତା ମଧ୍ୟ ଶୁଣିଥାନ୍ତି ସବୁ ଧର୍ମର ପାଳନ ଅର୍ଣ୍ଣରୁ ହୋଇଥାଏ । ଦେବତାଭି ଅର୍ଣ୍ଣରେ ସନ୍ତୁଷ୍ଟ ହୋଇଥାଏ । ସେଥିପାଇଁ ମନୁଷ୍ୟକୁ ସମୟ ସମୟରେ ଅର୍ଣ୍ଣ ଦାନ କରିବା ଉଚିତ ।  ଚାଣକ୍ୟ କହିଛନ୍ତି ଦ୍ଵାଦଶୀ ସବୁଠୁ ପବିତ୍ର ତିଥି ହୋଇଥାଏ । ହିନ୍ଦୁ ପଞ୍ଚାଙ୍ଗକୁ ଦ୍ଵାଦଶୀ କୁହାଯାଏ ।

Image Courtesy: Google

ଦ୍ବାଦଶୀରେ ଯେଉଁ ଲୋକ ପୂଜାର୍ଚନା ଓ ଉପବାସ ରଖିଥାଏ ଭଗବାନ ବିଷ୍ଣୁ ତାଙ୍କର ପ୍ରାର୍ଥନା ଶୁଣିଥାନ୍ତି । ଦ୍ବାଦଶୀତିଥି ଭଗବାନ ବିଷ୍ନୁଙ୍କ ତିଥି ହୋଇଥାଏ । ସେଥିପାଇଁ ଏକାଦଶୀ ପରାୟଣ ଦ୍ଵାଦଶୀ ଦିନ ହୋଇଥାଏ । ଗାୟତ୍ରୀ ମନ୍ତ୍ରଠୁ ବଡ ମନ୍ତ୍ର ଆଉ କିଛି ନାହିଁ । ରୁଷି ମାନେ ଗାୟତ୍ରୀ ମନ୍ତ୍ରକୁ ବହୁତ ଦୁର୍ଲଭ କହିଛନ୍ତି । ଏହି ମନ୍ତ ଜପ କରିବା ଦ୍ଵାରା ଆୟୁ, ଧନ ସମ୍ପତି, ସୁଖ ସବୁ କିଛି ମିଳିଥାଏ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *