ଧନର ବୃଦ୍ଧି ପାଇଁ ଗୁରୁବାର ଦିନ କରନ୍ତୁ ଏହି 3ଟି ଉପାୟ- Aajira Anuchinta

ଗୁରୁବାର ଦିନ ମାତା ଲକ୍ଷ୍ମୀଙ୍କ ବାର ବୋଲି କୁହା ଯାଇଥାଏ ସବୁ ବାର ମଧ୍ୟରୁ ଗୁରୁବାର କୁ ଲୋକେ ଅଧିକ ମହତ୍ତ୍ଵ ଦେଇଥାନ୍ତି କାହିଁକି ନା ଏହି ବାର ମାତା ଲକ୍ଷ୍ମୀ ଆଉ ଭଗବାନ ଶ୍ରୀ ହରି ବିଷ୍ଣୁଙ୍କ ହୋଇଥାଏ । ଏହି ବାରରେ ଯେଉଁ ମଣିଷ ସଠିକ ବିଧି ବିଧାନ ସହ ପୂଜା କରିଥାଏ ତା ଜୀବନରେ ସୁଖ ହିଁ ସୁଖ ଆସିଥାଏ । ଆପଣ ମାନେ ବେଶ ଭଲ ଭାବରେ ଜାଣିଛନ୍ତି ଜେ ଆଜିକା ସମୟରେ ଧନର ମହତ୍ତ୍ଵ କଣ ତାହା ସମସ୍ତେ ଜାଣିଛନ୍ତି କାହିଁକିନା ଆଜିକା ସମୟରେ ଧନ ନଥିଲେ ଆପଣ କିଛି କରି ପାରିବେ ନାହିଁ ଆପଣ କିଛି ଧାର୍ମିକ କାର୍ଯ୍ୟ ମଧ୍ୟ କରି ପାରିବେ ନାହିଁ ।

୧- ଧନ ପ୍ରାପ୍ତି ପାଇଁ ଆପଣଙ୍କୁ ଗୁରୁବାର ଦିନ ସ୍ନାନ ଇତ୍ୟାଦି କରି ଭଗବାନ ମନ୍ଦିରରେ ବସିବାକୁ ହବ ଏହା ପରେ ଆପଣଙ୍କୁ ୩ଟି ହଳଦିଆ କୌଡ଼ି, ୩ଟି ହଳଦୀ ଗଣ୍ଠି ଆଉ ୩ଟି ଗୌ ମତି ଚକ୍ର ସବୁ ଅଭିମନ୍ତ୍ରୀତ କରି ହଳଦିଆ କପଡ଼ାରେ ଗୁଡ଼ାଇ ଆପଣଙ୍କ ଧନ ରଖୁଥିବା ସ୍ଥାନରେ ରଖି ଦିଅନ୍ତୁ କିନ୍ତୁ ମନେ ରଖିବେ ଏହି ସବୁ କଲା ବେଳେ ଆପଣଙ୍କୁ ଯେମିତି କେହି ନ ଦେଖନ୍ତୁ । ଏହା ଛଡ଼ା ଏହି ସବୁ କର୍ମର ଫଳ ସେହି ବ୍ୟକ୍ତିଙ୍କୁ ମିଳିଥାଏ ଯିଏ ମନରୁ ପବିତ୍ର ହୋଇଥାନ୍ତି ଆଉ ଅନ୍ୟ ମାନଙ୍କ ହାନି ବିଷୟରେ କେବେ ଚିନ୍ତା କରନ୍ତି ନାହିଁ ।

୨- ଶାସ୍ତ୍ର ଅନୁଯାଇ ଯେଉଁ ବ୍ୟକ୍ତି ପ୍ରତି ଗୁରୁବାର ଦିନ ତୁଳସୀ ଗଛରେ କଞ୍ଚା କ୍ଷୀର ଅର୍ପଣ କରନ୍ତି ତେବେ ତାଙ୍କ ଜୀବନରେ କେବେ ବି ରୋଗ ବୈରାଗ ଆସି ନଥାଏ, ଏହି ଭଳି ବ୍ୟକ୍ତି ଜୀବନରେ ବହୁତ୍ ଶୁଖି ଆଉ ସାଧାରଣ ହୋଇଥାନ୍ତି । ତେବେ ତୁଳସୀ ଗଛକୁ ଆମ ସନାତନ ଧର୍ମରେ ବହୁତ୍ ପବିତ୍ର ଆଉ ଆବଶ୍ୟକ କୁହା ଯାଇଛି ଯେଉଁ ବ୍ୟକ୍ତି ତୁଳସୀ ଗଛ ନିନ୍ଦା କରିଥାଏ ମାତା ଲକ୍ଷ୍ମୀ ଆଉ ଭଗବାନ ଶ୍ରୀ କୃଷ୍ଣ ତାଙ୍କ ଉପରେ ସଦା କ୍ରୋଧିତ ହୋଇଥାନ୍ତି ସେଥିପାଇଁ ଏହି ପରିକା ଭୁଲ କେବେ ବି କରନ୍ତୁ ନାହିଁ ।

୩- ଆମ ଧର୍ମ ଅନୁଯାଇ କଦଳୀ ଗଛ ମଧ୍ୟ ପୂଜନୀୟ ହୋଇଥାଏ, ତେବେ ଶାସ୍ତ୍ରରେ କୁହା ଯାଇଛି ଜୀବନରେ ଯଦି ଆପଣଙ୍କୁ ସମସ୍ୟା ବହୁତ୍ ଅଧିକ ରହୁ ଅଛି ତେବେ ଆପଣଙ୍କୁ ଗୁରୁବାର ଦିନ କଦଳୀ ଗଛ ମୂଳରେ ଜଳ ଅର୍ପଣ କରିବା ଉଚିତ୍ ଏହା ସହ ଘିଅ ଦୀପ ନିଶ୍ଚିନ୍ତ ପ୍ରଜ୍ବଳିତ କରନ୍ତୁ ଦେଖିବେ ଆପଣଙ୍କୁ ବହୁତ ଲାଭ ହବ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *