ଧନକୁ ଚୁମ୍ବକ ପରି ଟାଣିଥାନ୍ତି ଏହି ପଶୁପକ୍ଷୀ, ଆପଣଙ୍କୁ ଘରକୁ ଆସୁଛନ୍ତି କି- Dhan Prapti Sanket

ଏହି ମାନେ ଆପଣଙ୍କୁ କରିଥାନ୍ତି ଧନୀ ଗାଈ, ପାରା, କୁକୁର ଏବଂ ଜନ୍ଦା ପିମ୍ପୁଡି । କିପରି ଏବଂ କଣ କଲେ ଧନ ସୁଖ ସମ୍ପଦ ଏହା ସହିତ ସମସ୍ତ ଦୁଃ-ଖ ଦୁ-ର୍ଦ-ଶା ଓ ଗ୍ରହ ଦୋ-ଷ ଦୂର ହୋଇଥାଏ । ଆମର ପୂର୍ବ ପୁରୁଷ ମାନେ ଏମାନଙ୍କୁ ଖାଦ୍ଯ ଦେଇଥାନ୍ତି । ପାଳି ଟାଣି ଏବଂ ସେବା ମଧ୍ୟ କରିଥାନ୍ତି ।

ବିଶେଷ କରି ଶ୍ରାଦ୍ଧ ପର୍ବ ପର୍ବାଣିରେ ଏମାନେ ଯଦି ସମର୍ପିତ ଖାଦ୍ଯ ଖାଇଥାନ୍ତି । ତେବେ ତାହ ପିତୃ ପୁରୁଷ ପାଇଗଲେ ଭାବି ଅନୁଭବ କରି ଖୁସି ହୋଇଥାନ୍ତି । କେହି ମାନନ୍ତୁ ବା ନମାନନ୍ତୁ ମଣିଷର ଜୀବନରେ ଏହାର ପ୍ରଭାବ ପଡିଥାଏ । ଯଦି ସଦଭାବନା ଓ ବିଶ୍ବାସର ସହିତ କାର୍ଯ୍ୟ କରାଯାଇଥାଏ । ତେବେ ନିଶ୍ଚିନ୍ତ ସୁଫଳ ମିଳିଥାଏ ।


କାଉ :- ମଣିଷର ଗୋଟିଏ ବନ୍ଧୁ , କାରଣ ପରିବେଶ ସଫା ସୁତୁରା ରଖିବାରେ କାଉର ବହୁତ ଅବଦାନ ରହିଥାଏ । ଏବଂ ଶନିଦେବଙ୍କର ବାହନ ଅଟେ । ଶନିଦେବଙ୍କର ବହୁତ ପ୍ରିୟ ମଧ୍ୟ ଅଟେ । କାଉକୁ ଭୋଜନ ଦେବା ଔ ତାକୁ ସନ୍ତୁଷ୍ଟ କରିବା ସାକ୍ଷାତ ଶନିଦେବଙ୍କୁ ସନ୍ତୁଷ୍ଟ କରିବା ସହିତ ସମାନ ହୋଇଥାଏ । ପ୍ରତିଦିନ ଯଦି କାଉକୁ କିଛି ଖାଇବାକୁ ଦିଅନ୍ତି ଯେପରିକି ଖିରୀ ପୁରୁ, ମିଠା, ଚାଉଳ, ଡାଲି, ସେଓ, ବିସ୍କୁଟ, ଏହିପରି ଅନେକ ପ୍ରକାରର ଖାଦ୍ଯ ଦେଇ ସନ୍ତୁଷ୍ଟ କରିବାର ବିଧି ଶାସ୍ତ୍ରରେ ରହିଛି । ଯଦି ପ୍ରତିଦିନ କାଉର ସେବା ଏମିତି କରାଯାଏ । ତେବେ ଜୀବନରେ ପୂର୍ଣ ଅର୍ଜନ ହୋଇଥାଏ । ଖିରୀ ଆଉ ଚାଉଳର ମିଶ୍ରଣ ହେଉଛି ଶୁକ୍ର ଗ୍ରହଙ୍କ ପ୍ରତୀକ । ଏଣୁ ପ୍ରତେକ ଅମାବାସ୍ୟା ବା ଶନିବାର ଦିନ ଯଦି କାଉକୁ ଖିରୀ ଖାଇବାକୁ ଦିଆଯାଏ । ତେବେ ଶନି ଦେବଙ୍କ ସହିତ ଶୁକ୍ର ଗ୍ରହ ମଧ୍ୟ ସନ୍ତୁଷ୍ଟ ହୋଇଥାଏ । ଯାହାକୁ ଗୃହସ୍ତ ଜୀବନ ଧନ ଓ ସୁଖ ସମୃଦ୍ଧିରେ ଭାରି ଯାଇଥାଏ ।


କୁକୁର :- କଳା କୁକୁର ହେଉଛି କାଳ ଭୈରବଙ୍କର ବାହାନ । ଯଦି କଳା କୁକୁରକୁ ଯଦି କିଛି ଖାଦ୍ଯ ଦିଆଯାଏ ତେବେ ବହୁତ ଶୁଭ ଫଳ ମିଳିଥାଏ । ପ୍ରତିଦିନ ବା ପ୍ରତେକ ଶନିବାର ବା ଅମାବାସ୍ୟାରେ ଯଦି ରୁଟି ଗୁଡ ବିସ୍କୁଟ ଇତ୍ୟାଦି ଖାଇବାକୁ ଦିଆଯାଏ ତେବେ ଶନିଦେବ ପ୍ରସନ୍ନ ହୋଇଥାନ୍ତି । ତେଲରେ ସେକା ହୋଇଥିବା ରୁଟି ଯଦି ଯଦି କଳା କୁକୁରଙ୍କୁ ଖାଇବାକୁ ଦିଆଯାଏ ତେବେ ଶନି ରାହୂ କେତୁ ସମସ୍ତ ପ୍ରକାରର ଦ-ଶା ମ-ହା-ଦ-ଶା ଦୁଃ-ଖ ଦୁ-ର୍ଦ-ଶା ଦୂର ହୋଇଥାଏ । ଏବଂ ଧନ ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ ।


ଜନ୍ଦା ପିଂମୁଡି :- ଜନ୍ଦା ପିମ୍ପୁଡି ହେଉଛନ୍ତି ଅତି ପରିଶ୍ରମୀ ଜୀବ । ସେମାନେ ସର୍ବଦା ଖାଦ୍ଯ ସଂଗ୍ରହରେ ଲାଗିଥାନ୍ତି । ଏହି ଜନ୍ଦା ପିମ୍ପୁଡି ଆମ ନଜରରେ ଆସିଲେ ଆମେ ତାଙ୍କୁ ଅନାଦେଖା କରିଥାଉ ବା ତାଙ୍କୁ ପଦରେ ଦଳି ଦେଇ ଥାଉ । ଶାସ୍ତ୍ରରେ ଏହା ବର୍ଣିତ ଅଛି ଜନ୍ଦା ପିମ୍ପୁଡିକି ଚିନୀ ଗୁଡ ଇତ୍ୟାଦି ଖାଇବାକୁ ଦିଆଯାଏ । ତେବେ ଭାଗ୍ୟ ଉଦୟ ହୋଇଥାଏ । ଏହା ଦ୍ଵାରା ମଧ୍ୟ ଶନି ରାହୁ କେତୁ ଗ୍ରହ ଶାନ୍ତି ହେବା ସହିତ ଜୀବନରେ ସମସ୍ତ ଦୁଃ-ଖ ଦୁ-ର୍ଦ-ଶା ଦୂର ହୋଇଥାଏ ଏବଂ ରୁ-ଣ ମୁ-କ୍ତ କରିଥାଏ । ରୋଜଗାରେ ଉନ୍ନତି ମଧ୍ୟ ଦେଖାଯାଇଥାଏ ।


ପାରା :- ପାରା ସାଧାରଣତଃ ଦୁଇ ପ୍ରକାରର ହୋଇଥାନ୍ତି ଦେଉଳିଆ ପାରା ଏବଂ ଧଳା ପାରା । ପାରା ଯେଉଁ ପ୍ରକାରର ବା ଯେମିତି ରଙ୍ଗର ହୋଇଥାନ୍ତୁ ସେ ମଣିଷର ବନ୍ଧୁ ହୋଇଥାଏ । ପାରା ମା ଲକ୍ଷ୍ମୀଙ୍କର ମଧ୍ୟ ପ୍ରିୟ ହୋଇଥାନ୍ତି । ଏଣୁ ଘରେ ପାରା ଆସି ରହିବା ଦ୍ଵାରା ଘରେ ମା ଲକ୍ଷ୍ମୀଙ୍କର ଆଗମନ ହୋଇଥାଏ । ଧନ ଧନ୍ଯ ବୃଦ୍ଧି ହୋଇଥାଏ । ତେଣୁ ପାରାକୁ ପ୍ରତିଦିନ ଦାନା ଦେବା ଦ୍ଵାରା ମା ଲକ୍ଷ୍ମୀ ସନ୍ତୁଷ୍ଟ ହୋଇଥାନ୍ତି । ବୁଧ ରାହୁ ଗ୍ରହ ଦୋ-ଷ ମଧ୍ୟ ଦୂର ହୋଇଥାଏ । ଜାହା ଦ୍ଵାରା ମଣିଷକୁ ଖ-ରା-ପ କର୍ମରୁ ନିବୃତ କରାଇଥାଏ ।


ଗାଈ :- ଗାଈ ଏଥି ପାଇଁ ପୂଜନୀୟ ହୋଇନଥାଏ କି ସେ କ୍ଷୀର ଦିଏ ବୋଲି । ସେ ଏଥି ପାଇଁ ବହୁତ ପୂଜନୀୟ ହୋଇଥାନ୍ତି ସେ ପବିତ୍ର ହୋଇଥାନ୍ତି । ତାର ମଳମୂତ୍ର ପବିତ୍ର ହୋଇଥାଏ । ଘରକୁ ଗାଇର ମଳରେ ପବିତ୍ର ହୋଇଥାଏ । ମୂତ୍ରରେ ମଧ୍ୟ ବହୁତ ପ୍ରକାର ରୋଗ ଦୂର ହୋଇଥାଏ । କ୍ଷୀର, ଦହି, ଘିଅ, ଅ-ମୃ-ତ-ମ-ଧ୍ୟ ଗଣତି ହୋଇଥାଏ । ଗଇଆର ଶରୀରରେ ସମସ୍ତ ଦେବତା ବାସ କରିଥାନ୍ତି । ଏଣୁ ଗାଈ କେବେବି ଅଶୁଭ ହୋଇନଥାଏ ବରଂ ଅତ୍ୟନ୍ତ ଶୁଭ ହୋଇଥାଏ । ଯଦି କୌଣସି ଜାଗାରେ ଘର କରିବାକୁ ଥିବା ସେଇ ପନ୍ଦର ଦିନରେ ସେଇ ଜାଗାରେ ଗାଈ ବାଛୁରୀକୁ ବା-ନ୍ଧି ଦିଆଯାଏ । ସେଇ ଜାଗା ପବିତ୍ର ହୋଇଥାଏ ଆଉ ଯାହା ଦୋ-ଷ ଥାଏ ତାହା କଟି ଯାଇଥାଏ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *