Slow Poision ଅଟେ ଏହି 6ଟି ଖାଦ୍ଯ! ତୁରନ୍ତ ଛାଡନ୍ତୁ ଏହାର ସେବନ- Swami Ramdev

ପ୍ରଥମ କାମ ଯାହା ଆମେ ସକାଳୁ ସକାଳୁ କରିଥାଉ ଯେଉଁଥିରେ ଦେଶର ୧୭ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଥାଏ । ସେଇକାମ ହେଉଛି ଚା ପିଇବା, ସକାଳୁ ଉଠି ଚା ପିଇବା ବହୁତ ଖରାପ ଅଟେ । ଆଉବୀ ବହୁତ ଖରାପ ଅଟେ ବିନା ଝାଡା ନଯାଇ ଚା ପିଇବା ସ୍ଵାସ୍ଥ୍ୟକୁ ବହୁତ ହାନି ପହଞ୍ଚାଇ ଥାଏ ।

ଏଇ ଚା ପିବାରେ ବହୁତ ପଇସା ଖର୍ଚ ହୋଇଥାଏ କିନ୍ତୁ ସେ ଶରୀରକୁ ବହୁତ ପ୍ରକାର ରୋଗ ଦେଇଥାଏ । ବେସୀ ଚ ପିଇଲେ ନିସା ହୋଇଯିବ ମାନେ ପ୍ରତିଦିନ ଚା ପିଇବାକୁ ପଡିବ ଗୋଟେ ଦିନ ନ ପିଇଲେ ମୁଣ୍ଡବିନ୍ଧା ହେବାକୁ ଲାଗିବ ।

ଚା ପିଇଲେ ପେଟ ଖରାପ ହୋଇଥାଏ, ଚାରେ କିଛି କେମିକାଲ ଥାଏ ସେଗୁଡିକ ହେଲା କେଫିନ, ନିକୋଟିନ, ଟେନିନ, ଏହିଭଳି ୨୦ ପ୍ରକାର କେମିକାଲ ରହୁଛି ଚାରେ, ଏହି ସବୁ ପେଟକୁ ଯାଇ ଅମ୍ଳତା ବଢେଇ ଥାଏ । ଏମିତି ସାଧାରଣତ ପେଟରେ ଅମ୍ଳ ବନିଥାଏ ଚା ପିଇଲେ ଆହୁରି ଅମ୍ଳତା ବଢିଥାଏ । ପେଟରେ ଯେବେ ବେସୀ ଅମ୍ଳତା ବଢିବାକୁ ଲାଗିଥାଏ ସେ ରକ୍ତରେ ଯିବାକୁ ଲାଗିଥାଏ । ରକ୍ତରେ ଯେବେ ଅମ୍ଳତା ବଢିଥାଏ ୮୦ ପ୍ରକାର ରୋଗ ଆସିଥାଏ ଶରୀରରେ ଯେମିତିକି ଆଣ୍ଠୁ ଗଣ୍ଠି ବିନ୍ଧିବା, ଅଣ୍ଟା ବିନ୍ଧିବା, ଗନ୍ଥୀମାନଙ୍କରେ ଦରଜ ହେବା , ହୃଦୟ ଘାତ,ବ୍ରେନ ହମ୍ରେଜ ହେବା ବହୁତ ଖରାପ ଖରାପ ରୋଗ ଶରୀରରେ ରକ୍ତରେ  ଅମ୍ଳତା ବଢିବାରେ ଆସିଥାଏ ।

ଏହି ଅମ୍ଳତା ସବୁଠୁ ବେସୀ ଚା ପିଇବା ଦ୍ଵାରା ବଢିଥାଏ । ଯଦି ଏତେ ସବୁ କ୍ଷତି ପହଞ୍ଚାଇଥାଏ ତାହେଲେ କଣ ପାଇଁ ପିଇବେ । ଚା ପିଇବା  ଲୋକଙ୍କୁ ଭୋକ ଲାଗି ନଥାଏ ଯଦି ଭୋକ ନ ଲାଗିବା ଶରୀର ମଜଭୁତ ହେବ ଓ ସେଥିଲାଗି ରୋଗ ଆସିଥାଏ । ଆସନ୍ତୁ ଜାଣିବା ଏମିତି କେଉଁ କେଉଁ ଖାଦ୍ୟ ରହିଛି ଯାହା ବିଷାକ୍ତ ହୋଇଥାଏ ଓ ଶରୀରରେ ଧୀରେ ଧୀରେ ପ୍ରଭାବ ପକାଇଥାଏ ଓ ଶହେ ପ୍ରକାର ରୋଗ ଆସିଥାଏ ।

ଚିନୀ- ଚିନୀ ଖାଇବା ଦ୍ଵାରା ଶରୀରରେ ଗ୍ଲାଇକୋଜେର ମାତ୍ରା କମ ହୋଇଥାଏ ଓ ବେସୀ ଚିନୀ ଖାଇବା ଦ୍ଵାରା ମୋଟା,ହଳିଆ ଲାଗିବା, ମାଇଗ୍ରେନ, ଆସ୍ଥାମା ହୋଇଥାଏ ।

ଲୁଣ – ଏଥିରେ ସୋଢିୟମର ମାତ୍ରା ଅଧିକ ଥାଏ, ଏଥିରେ ହାଇ ବିପି, କ୍ୟାନସର, ହୃଦଘାତ ହେବାର ଆଶଙ୍କା ଥାଏ

ମଇଦା – ଏଥିରେ ଫାଇବର ବିଲକୁଲ ନଥାଏ । ମଇଦା ଭଳି ଜିନିଷ ହଜମ ହୋଇନଥାଏ, ଏଥିରେ ଥିବା ବ୍ଲିଚିଂ ଏଜେନଟ ଦ୍ଵାରା ହୃଦୟ ଜନିତ ସମସ୍ୟା ହୋଇଥାଏ ।

କୋଲ୍ଡ ଡ୍ରିଂକ – ଏଥିରେ ଫାକ୍ସୋରିକ ଏସିଡ ରହିଥାଏ ବେସୀ କୋଲ୍ଡ ଡ୍ରିଂକ୍ସ ପିଇଲେ ହରାଉଦ ଜନିତ ସମସ୍ଯା ହୋଇପାରେ । ସ୍ମରଣ ଶକ୍ତି ହ୍ରାସ ହୋଇଥାଏ ।

ଫାଷ୍ଟ ଫୁଡ – ଏଥିରେ ମନୋ ସୋଡିୟମ ଗ୍ଳୁଟାମେଟ ରହିଥାଏ, ଏଥିରେ ବହୁତ ଶିଘର ମୋଟ ହୋଇଥାନ୍ତି ଓ ହରାଉଦୟ ଜାନିସ ସମସ୍ଯା ଓ ଅଲଜାମର ସମ୍ବାଭନ ଥାଏ ।

ଛତୁ – ଏହାକୁ ସେବନ କରିବା ଦ୍ଵାରାକ୍ୟାନ୍ସର ହେବାର ବହୁତ ସମ୍ବାଭନା ଥାଏ । କଞ୍ଚା ଛତୁରେ କର୍ସୋନେଯୋନିକ କମ୍ପାଉଣ୍ଡ ଥାଏ ସେଥିଲାଗି ଛତୁକୁ ଗରମ ପାଣିରେ ଫୁଟାଇ ଖାଇବେ ।

ଇଣ୍ଟରନେଟରେ ଥିବା ବିଷୟବସ୍ତୁ ଉପରେ ଆଧାର କରି ଏହି ସୂଚନା ଦିଆଯାଇଛି । ଏହାର ସଠିକତା, ସମୟାନୁବର୍ତ୍ତୀତା ଏବଂ ବାସ୍ତବତା ପାଇଁ ଆମେ ଦାୟିତ୍ଵ ଗ୍ରହଣ କରୁନାହୁଁ । ଏହା ଆପଣଙ୍କୁ ଆମର ଅନୁରୋଧ ଯେ କୌଣସି ପ୍ରତିକାର ଚେଷ୍ଟା କରିବା ପୂର୍ବରୁ ପ୍ରଥମେ ଡାକ୍ତରୀ ପରାମର୍ଶ ନେବା ଆବଶ୍ୟକ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *