ଏବେ କେମିତି ଅଛି Abhishek ଙ୍କ ସ୍ବାସ୍ଥ୍ୟବସ୍ଥା, ବାପା କାନ୍ଦି କାନ୍ଦି କହିଲେ କିଛି ଏମିତି…ଦେଖନ୍ତୁ Video

ବନ୍ଧୁଗଣ, କ-ରୋ-ନା ମ-ହା-ମା-ରୀ ରେ ଅନେକ ଜୀବନ ଚାଲି ଗଲାଣି । ଗତ ବର୍ଷ ଠାରୁ ଏହି ସଂ-କ୍ର-ମ-ଣ ଆସି ତୁମୁଳ ତାଣ୍ଡବ କରିବାରେ ଲାଗିଛି । ଗତବର୍ଷ ଏହି ମ-ହା-ମା-ରୀ ର ପ୍ରଥମ ଲହରୀ ବୃଦ୍ଧ ବ୍ୟକ୍ତି ମାନଙ୍କୁ ପ୍ରଭାବିତ କରିଥିବା ବେଳେ, ଚଳିତ ବର୍ଷ ଏହା ଛୋଟ ଛୋଟ ପିଲା ଏବଂ ଯୁବକ ମାନଙ୍କୁ ବହୁଳ ଭାବରେ ସଂ-କ୍ର-ମ-ଣ କରିବାରେ ଲାଗିଛି ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ସୋ-ସି-ଆ-ଲ ମି-ଡି-ଆ ରେ ଅଭିଷେକ ଙ୍କ ସମ୍ବନ୍ଧରେ ଜାଣିଥିବେ । ଅଭିଷେକ କ-ରୋ-ନା ସଂ-କ୍ର-ମ-ଣ ରେ ସଂ-କ୍ର-ମି-ତ ହୋଇ ବର୍ତ୍ତମାନ ଚିକିତ୍ସିତ ହେଉଛନ୍ତି । ବନ୍ଧୁଗଣ ଓଡିଶା ରେ ଥିଲା ବେଳେ ଅଭିଷେକ ଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଦିନକୁ ଦିନ ବିଗିଡିବାରେ ଲାଗିଥିଲା । ଅଭିଷେକ ଙ୍କ ପରିବାର ଲୋକେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟବସ୍ଥା କୁ ନେଇ ବହୁତ ଚିନ୍ତିତ ଥିଲେ । କାରଣ ଅଭିଷେକ ଙ୍କ ଚିକିତ୍ସ୍ୟ ରେ ସମସ୍ତ ଧନରାଶି ସମାପ୍ତ ହୋଇ ସାରିଥିଲା ।

ମାତ୍ର ଏହିଭଳି ମର୍ମାହାତ ପରିସ୍ଥିତି ରେ ଅଭିଷେକ ଙ୍କ ସ୍ତ୍ରୀ ଓଡିଶା ବାସୀ ଙ୍କୁ ସୋ-ସି-ଆ-ଲ ମି-ଡି-ଆ ଜରିଆରେ ଏକ ଭି-ଡି-ଓ କରି ସାହାର୍ଯ୍ୟ ପାଇଁ ନିବେଦନ କରିଥିଲେ । ଅଭିଷେକ ଙ୍କ ଚିକିତ୍ସ୍ୟା ନିମନ୍ତେ ପ୍ରାଏ ୧ କୋଟି ରୁ ଅଧିକ ଧନରାଶି ଆବଶ୍ୟକ ରହିଥିଲା । ବନ୍ଧୁଗଣ କିଛି ଟଙ୍କା ର ବ୍ୟବସ୍ଥା କରି ଅଭିଷେକ ଙ୍କୁ କୋଲକାତା ନିଆଯାଇଥିଲା ଚିକିତ୍ସ୍ୟ ନିମନ୍ତେ । କାରଣ ଭୁବନେଶ୍ଵର ର କଳିଙ୍ଗ ହସ୍ପିଟାଲ ରେ ଚିକିତ୍ସ୍ୟା ହେଉଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତ୍ଵର ହେବାକୁ ଲାଗିଥିଲା ।

ବନ୍ଧୁଗଣ ବର୍ତ୍ତମାନ ଅଭିଷେକ ଙ୍କ ଅବସ୍ଥା ସୁଧୁରିବାରେ ଲାଗିଛି ଆସନ୍ତୁ ଜାଣିବା ତାଙ୍କ ସମ୍ବନ୍ଧରେ ସଂପୂର୍ଣ୍ଣ ବିବରଣୀ । ଅଭିଷେକ ଙ୍କ ବାପା ମି-ଡି-ଆ ସମୁଖରେ ନିଜର ପ୍ରତିକ୍ରିୟା ରଖିଛନ୍ତି, ସେ କହିଛନ୍ତି ଯେ, କଳିଙ୍ଗ ହସ୍ପିଟାଲ ରୁ ଆଣିଲା ପରେ ଏଠାରେ ଚିକିତ୍ସ୍ୟା ହୋଇ ବର୍ତ୍ତମାନ ଅଭିଷେକ ଭଲ ଅଛି । ବର୍ତ୍ତମାନ ତାହାର ସ୍ୱାସ୍ଥ୍ୟବସ୍ଥା ରେ ସୁଧାର ଦେଖିବାକୁ ମିଳିଛି ।

ତାଙ୍କ ବାପା କହିଛନ୍ତି ଯେ, ୪ ଦିନ ହେବ ବହୁତ ଇମ୍ପୃଭ ହୋଇଅଛି । ବର୍ତ୍ତମାନ ଫିଜୋଗ୍ରାଫି ହେଉଛି । ବର୍ତ୍ତମାନ ସେ ଆକ୍ଟିଭ ଅଛି ସବୁ ଦେଖି ପାରୁଛି । ଏଠାରେ କୌଣସି ଡାକ୍ତର ଅବହେଳା କରୁ ନାହାଁନ୍ତି । ମାତ୍ର କଳିଙ୍ଗ ହସ୍ପିଟାଲ ଯେଉଁଭଳି ଭାବରେ ହଇରାଣ କଲା ICU ଭିତରେ ରଖି ମାତ୍ର ବର୍ତ୍ତମାନ ଆମ୍ଭର ସେତିକି ଦିନ ଆଗରୁ ଯଦି ଅଭିଷେକ ଯାଇଥାନ୍ତା ତେବେ ସେ ଆହୁରି ସୁସ୍ଥ ହୋଇସାରନ୍ତାଣୀ ।

ମାତ୍ର ସବୁଥିରେ ମୁଁ ଭଗବାନ ଙ୍କୁ ଧ୍ୟନ୍ୟବାଦ ଦେଉଛି ଯେ, ଭଗବାନ ଭଲ ବାଟ ଦେଖାଇଛନ୍ତି । ମାତ୍ର ଭଗବାନ ଙ୍କ ପାଖରେ ମୋର ଏତିକି ପ୍ରାର୍ଥନା ଯେ ମୋ ପୁଅ କିଭଳି ଭାବରେ ସୁସ୍ଥ ହେଇଯାଉ ।

ମୋର ଆଉ କିଛି ଦରକାର ନାହିଁ, କେବଳ ମୋ ପୁଅ ସଂପୂର୍ଣ୍ଣ ଭାବେ ସୁସ୍ଥ ହୋଇଯାଉ । ସେ ମୋର ଗୋଟେ ପୁଅ ଆଉ କେହି ନାହାନ୍ତି ଆମର । ତାର ମା ବର୍ତ୍ତମାନ ଆଖିଆ ପିଆ ରେ ଭୋକ ଉପାସ ରେ ରହୁଛି । ମାତ୍ର ଡାକ୍ତର ଙ୍କ କହିବା ଅନୁସାରେ ସେ ସଂପୂର୍ଣ୍ଣ ସୁସ୍ଥ ହୋଇ ସାରିଲେ ମଧ୍ୟ ତାଙ୍କୁ ୨ ମାସ କଲିକତା ରେ ରହିବାକୁ ହେବ ।

କାରଣ ୨ ମାସ କାଳ ତାଙ୍କର ଚେକଅପ କରିବାକୁ ହେବ । ଆଉ କଲିକତା ରୁ ଏତେ ଦୂର ବାରମ୍ବାର ଯିବା ସମ୍ଭବ ନୁହେଁ । ଏଣୁ ତାଙ୍କୁ କିଛି ଦିନ କଲିକତା ରେ ରହିବାକୁ ହେବ । ବନ୍ଧୁଗଣ ଭଗବାନ ଙ୍କୁ ଧନ୍ୟବାଦ ଦେଇ ଆମ୍ଭେ ଅଭିଷେକ ସଂପୂର୍ଣ୍ଣ ସୁସ୍ଥ ହୋଇ ଜାଆନ୍ତୁ ବୋଲି ପାର୍ଥନା କରୁଅଛୁ । ବନ୍ଧୁଗଣ ଏହି ପ୍ରସଙ୍ଗ କୁ ନେଇ ଆପଣ ମାନଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *