ଆଜିକାଲି ଲୋକ ମାନେ ସମ୍ପର୍କରେ ଧୋକା ଦେବା ସହ ଏହାର ଶିକାର ମଧ୍ୟ ହେଉଛନ୍ତି । ଏହାର ଅସର ଜୀବନ ଶୈଳୀ ଉପରେ ପଡୁଛି । କିଛି ଲୋକଙ୍କ କ୍ଷେତ୍ରରେ ପାଗଳାମି ମଧ୍ୟ ଦେଖା ଯାଉଛି । ଲୋକେ କୁହନ୍ତି ଆମେ ଯାହା ଉପରେ ନିଜ ଠାରୁ ଅଧିକ ବିଶ୍ଵା କରୁଛୁ ସେ ଆମକୁ ଏଭଳି ଧୋକା ଦେବା ତାହା ଜଣା ନ ଥିଲା । ଜଣେ ବ୍ୟକ୍ତି ଅନ୍ୟ ଜଣଙ୍କ ସହ ଅଧିକ ସମୟ ଧରି ସମ୍ପର୍କରେ ରହି ମଧ୍ୟ ଧୋକା ଦେଉଛି କିନ୍ତୁ ବ୍ୟକ୍ତି ଜଣକ ବୁଝିପାରୁ ନାହି । ସତ କଥା ହେଉଛି ସେହି ବ୍ୟକ୍ତି ପ୍ରଥମ ଦିନରୁ ଆପଣଙ୍କ ଭାବନା ସହ ଖେଳୁଛି ଯାହା ଆପଣ ମାନେ ବୁଝି ପାରନ୍ତି ନାହି ।
ଆଜି ଆମେ ଆପଣ ମାନଙ୍କୁ ଧୋକା ଦେଉଥିବା ବ୍ୟକ୍ତିଙ୍କ ପାଖରେ ଏହିଭଳି ଗୁଣ ରହିଥାଏ । ଯେଉଁ ବ୍ୟକ୍ତି ମିଛ କହୁଥିବ ସେ ଆପଣଙ୍କୁ କିଛି କଥା ଲୁଚେଇଥିବେ ଯାହା ଆପଣ ମାନେ ଅନ୍ୟ ଠାରୁ ଶୁଣିବାକୁ ପାଇବେ । ଜଣେ ବ୍ୟକ୍ତି ସହ ଅଧିକ ଦିନ ରହି ମଧ୍ୟ ତା ବିଷୟରେ କିଛି ଜାଣିପାରନ୍ତି ନାହି । ଆପଣ ନିଜ ଲୋକଙ୍କ ପାଇଁ ଯେତେ କରିଲେ ମଧ୍ୟ ତା ଉପରେ କିଛି ଫରକ ପଡେ ନାହି । ଆପଣ ସତ ଜାଣି ମଧ୍ୟ ଦେଖି ପାରନ୍ତି ନାହି । ଏହି ଜାଗାରୁ ଦୂର ହୁଅନ୍ତୁ ଯେଉଁଠାରେ ଆପଣଙ୍କର ପରବା କରିବାକୁ କେହି ନାହାନ୍ତି ।
ଯେଉଁ ବ୍ୟକ୍ତି ଧୋକେବାଜ ହୋଇଥାଏ ସେ ସର୍ବଦା ମିଛ କହିଥାଏ । କଥା ବଦଳି କରି କହିବାର ଶୈଳୀ ଏଭଳି ବ୍ୟକ୍ତିଙ୍କୁ ବେଶ ଭଲ ଭାବେ ଜଣା ହୋଇଥାଏ । ଆପଣ ଯାହାକୁ ଭଲ ପାଉଛନ୍ତି ଆପଣ ତା ପାଇଁ ଜୀବନ ଦେଇଦେଲେ ମଧ୍ୟ ତାର କିମତ ସେ ବୁଝିପାରେ ନାହି । ଧୋକା ଦେଉଥିବା ବ୍ୟକ୍ତି ଆପଣଙ୍କ ପାଇଁ କଣ କରୁଛନ୍ତି ତାହା ଉପରେ ଧ୍ୟାନ ଦିଅନ୍ତୁ । କଥା କହିବା ଓ କରିବା ଭିତରେ ବହୁତ ଫରକ ରହିଥାଏ । ଯେଉଁ ବ୍ୟକ୍ତି ଆପଣଙ୍କୁ ଧୋକା ଦେଉଛି ସେ ଜାଣିଛି କି ଆପଣ ତାକୁ କେବେ ଛାଡିବେ ନାହି ।
ଧୋକା ଦେଉଥିବା ବ୍ୟକ୍ତି ପାଖରେ କେବେ ସମୟ ମାଗନ୍ତୁ ନାହି କି ପ୍ରେମର ଭିକ ମାଗନ୍ତୁ ନାହି । ଧୋକା ଦେଉଥିବା ବ୍ୟକ୍ତି ପାଖରେ ଆପଣଙ୍କ ସହ କଥା ହେବାର ସମୟ ନ ଥିବ । ସେହି ବ୍ୟକ୍ତି ଆପଣଙ୍କ ସହ ସେତେବେଳେ କଥା ହେବ ଯେତେବେଳେ ତାର ଇଚ୍ଛା ହେବ । ବିପଦ ସମୟରେ ଧୋକା ଦେଇଥିବା ବ୍ୟକ୍ତି ଆପଣଙ୍କ ପାଖରେ ନ ଥିବେ । ଧୋକା ଦେଉଥିବା ବ୍ୟକ୍ତି ଆପଣଙ୍କ ଭାବନା ସହ ଖେଳିବା ସହ ଆପଣଙ୍କୁ ଦୁଖ ଦେବେ ।
ଯିଏ ଆପଣଙ୍କୁ ସତ ପ୍ରେମ କରୁଥିବ ତା ପାଖରୁ ଆପଣ ଖୁସି ଅନୁଭବ କରିବେ ନାଁ କି ଦୁଖ । ଦୁନିଆରେ ଏମିତି ଲୋକ ଅଛନ୍ତି ଯିଏ ପ୍ରେମ କରିବା ସହ ତାକୁ ନିଭାଇବା ମଧ୍ୟ ଜାଣିଛନ୍ତି । ଦୁନିଆରେ ପ୍ରେମ ଅଛି ଯାହା ସତ୍ୟ ଅଟେ ।
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।