୨୫ ବର୍ଷରୁ ଚାଲୁଥିବା ଡାଇବେଟିସ ଔଷଧ କେବଳ ୭ ଦିନରେ ବନ୍ଦ ହୋଇଯିବ- Health Tips

ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ଘରୋଇ ଉପାୟ କହିବାକୁ ଯାଉଛୁ ଯାହାକୁ କରିଲେ ଯେତେ ପୁରୁଣା ଡାଇବେଟିସ ରୋଗ ହେଇ ଥାଉ ନାଁ କାହିଁକି ତାହା ଭଲ ହୋଇଯିବ । ଏହି ଉପାୟ ଦ୍ଵାରା ଆପଣଙ୍କର ଡାଇବେଟିସ ଭଲ ହେବା ସହ ଶରୀରର ଇମ୍ୟୁନିଟି ପାୱାର ମଧ୍ୟ ବଢିଥାଏ । ଯାହା ଦ୍ଵାରା ଆପଣଙ୍କ ଶରୀରକୁ କୌଣସି ଭୂତାଣୁ ବା ଭାଇରସ ପ୍ରବେଶ କରି ପାରିବ ନାହି ।

ଆପଣ ସର୍ବଦା ନିରୋଗୀ ରହିବେ । ତେବେ ଆସନ୍ତୁ ଜାଣିବା ସେହି ଉପାୟ କଣ ରହିଛି ଓ କିପରି ପ୍ରସ୍ତୁତ କରାଯିବ । ସୁଗାର ଆଜିକାଲି ଏକ ବଡ ସମସ୍ୟା ହୋଇ ଗଲାଣି । ଏହାର କାରଣ ହେଉଛି ଦୈନନ୍ଦିନ ଜୀବନ ଶୈଳୀର ପରିବର୍ତ୍ତନ ଓ ଖାଦ୍ୟର ଅନିୟମିତତା । ପ୍ରାୟତ ଅନେକ ଲୋକଙ୍କ ଠାରେ ସୁଗାର ଦେଖା ଯାଉଛି । ଯାହା ଦ୍ଵାରା ସେମାନଙ୍କୁ ଜୀବନ ସାରା ଔଷଧ ସେବନ କରିବାକୁ ପଡୁଛି । ଏହି ରେମେଡି ପ୍ରସ୍ତୁତ ଅକରିବା ପାଇଁ ଗୋଟେ ଗ୍ଳାସ ପାଣି ସହ କିଛି ମେଥି ଦାନା ପକାନ୍ତୁ ।

ମେଥି ଖାଇବା ଦ୍ଵାରା ଅନେକ ରୋଗରୁ ମୁକ୍ତି ମିଳିଥାଏ । ମେଥି ଏକ ଚମତ୍କାରୀ ଔଷଧ ଅଟେ ଯାହା ୧୪୮ ପ୍ରକାରର ରୋଗକୁ ଠିକ କରିବାରେ ସହାୟ ହୋଇଥାଏ । ଏଥିରେ ଅନେକ ପୌଷ୍ଟିକ ତତ୍ତ୍ଵ ମିଳିଥାଏ ଯେମିତିକି ପ୍ରୋଟିନ, କାର୍ବନ,ଆଇଆରଣ, ମ୍ୟାଗ୍ନେସିୟମ, କାଫର, ଭିଟାମିନ-ବି୬ ଓ ଫାଇଭର ଇତ୍ୟାଦି । ମେଥିର ଉପଯୋଗ କରିବା ଦ୍ଵାରା ଟକ୍ସେସ ବାହାରକୁ ବାହାରି ଥାଏ । ଏହା ଦ୍ଵାରା ଆମ କିଡନୀ ଭଲ ରହିଥାଏ । ଏହା ଛଡା ବ୍ଲଡ଼ ପ୍ରେସର ଓ ମଧୁମେହ ରୋଗ ପାଇଁ ମେଥି ଦାନ ବହୁତ ଲାଭଦାୟକ ହୋଇଥାଏ ।

ଏହା ପରେ ମେଥି ପଡିଥିବା ପାଣିରେ ଏକ ଚାମଚ ହଳଦୀ ମିଶାନ୍ତୁ । ହଳଦୀ ଆମ ଶରୀର ପାଇଁ ଲାଭଦାୟକ ଔଷଧ ଭାବେ କାମ କରିଥାଏ । ଏହାକୁ ମସଲା ଭାବେ ଖାଇବା ତିଆରି କରିବାରେ ବ୍ୟବହାର କରାଯାଏ । ହଲଦିରେ କାର୍ବୋ ହାଇଡ୍ରେଡ, ଆଇରନ, ଭିଟାମିନ-ଏ, ପ୍ରୋଟିନ ଓ ମିନେରାଲ୍ସ ପ୍ରଚୁର ପରିମନାରେ ରହିଥାଏ । ଏହା ଛଡା ହଲଦିରେ ଆଣ୍ଟି ଅକ୍ସିଡେଣ୍ଟ ଭଳି ଔଷଧୀୟ ଗୁଣ ରହିଥାଏ । ଯାହା ଦ୍ଵାରା କ୍ୟାନସର ଓ ଥଣ୍ଡା ଓ କାଶ ଆଦି ସମସ୍ୟାରୁ ରକ୍ଷା କରିଥାଏ । ବାତ,ପିତ ଓ କଫ ଭଳି ସମସ୍ୟାକୁ ଦୂର କରିବା ପାଇଁ ହଳଦୀ ସହାୟକ ହୋଇଥାଏ ।

ଏହା ପରେ ମେଥି ଓ ହଳଦୀ ପଡିଥିବା ପାଣିକୁ ସେତେ ଯାଏଁ ଫୁଟାନ୍ତୁ ଯେଉଁ ଯାଏଁ ଅଧା ଗ୍ଳାସ ନ ହେଇଛି । ଏହା ପରେ ଏହି ପାଣିକୁ ଛାଣି ଦିଅନ୍ତୁ । ଏହାକୁ ହାଲ୍କା ଗରମ ଥିବା ଅବସ୍ଥାରେ ସେବନ କରନ୍ତୁ । ଏହାକୁ ଦିନକୁ ଦୁଇ ଥର ସାତ ଦିନ ଯାଏଁ ସେବନ କରନ୍ତୁ । ସାତ ଦିନ ପରେ ଆପଣଙ୍କ ସୁଗାର ଲେବଲ ସଂପୂର୍ଣ୍ଣ ଭାବେ ନରମାଲ ହୋଇଯିବ । ଏହି କାଢାର ସେବନ ଦ୍ଵାରା ଇମ୍ୟୁନିଟି ପାୱାର ମଧ୍ୟ ବୃଦ୍ଧି ପାଇଥାଏ ।

ବନ୍ଧୁଗଣ ଆଶା କରୁଛୁ ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥିବ ଯାହା ଆପଣ ମାନଙ୍କୁ ସହାୟତା ହେବ । ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *