ମାତ୍ର ୧୫ ଦିନ ଖାଆନ୍ତୁ ଏହି ତରକାରୀ ଏବଂ ଦେଖନ୍ତୁ ଚମତ୍କାର- ମଧୁମେହ, ବ୍ଲଡ ପ୍ରେସର ଏବଂ କ୍ୟାନ୍ସର ଭଳି ରୋଗର କାଳ ହୋଇଥାଏ ଏହି ତରକାରି, ନିଶ୍ଚୟ ଖାଇକି ଦେଖନ୍ତୁ

ନମସ୍କାର ବନ୍ଧୁଗଣ, ଆପଣମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ଆଜି ଆମେ ଆପଣଙ୍କୁ ସ୍ୱାସ୍ଥ୍ୟ ସମ୍ବନ୍ଧିତ କିଛି ଟିପ୍ସ ଦେବାକୁ ଯାଉଛୁ । ତେବେ ଯେତେ ପାରିବା ଅଛି ତା ଭିତରୁ ସାରୁକୁ ପ୍ରାୟତଃ ଲୋକେ ଏତେ ପସନ୍ଦ କରି ନଥାନ୍ତି । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏହି ପରିବାରେ ଥିବା ଔଷଧୀୟ ଗୁଣ ବିଷୟରେ । ଆଜିକାଲି ମଧୁମେହ ଓ ରକ୍ତଚାପ ଏକ ସାଧାରଣ ରୋଗ ଭଳି ଘରେ ଘରେ ସମସ୍ତଙ୍କୁ ହେଉଛି । କିନ୍ତୁ ଥରେ ଏହି ରୋଗ ବାହାରିଲେ ଏହାକୁ ମୂଳରୁ ଶେଷ କରିବା ଅସମ୍ଭବ କିନ୍ତୁ ଏହାକୁ ନିୟନ୍ତ୍ରରେ ରଖି ହେବ।

Image Courtesy: Google

ତେବେ ଏଥିପାଇଁ ଆପଣଙ୍କୁ ବହୁତ ସାରା ମେଡିସିନ ନେବାକୁ ପଡିଥାଏ । କିନ୍ତୁ ଆଜି ଆମେ ଯେଉଁ ଟିପ୍ସ ଦେବୁ ଏହା ଦ୍ଵାରା ଆପଣ ବିନା ଔଷଧରେ ବି ନିଜର ମଧୁମେହ ଓ ରକ୍ତଚାପ କୁ ନିୟନ୍ତ୍ରରେ ରଖି ପାରିବେ । ଆପଣଙ୍କୁ ଭଲ ଲାଗୁ କି ନ ଲାଗୁ ଯଦି ଆପଣ ସାରୁ ଖାଇବେ ତେବେ ଏହା ଆପଣଙ୍କର ଏହି ସବୁ ରୋଗକୁ ନିୟନ୍ତ୍ରଣ କରିବ ।

Image Courtesy: Google

ତେବେ ଯଦି ଆପଣଙ୍କୁ ସାରୁ ପସନ୍ଦ ନୁହେଁ ତେବେ ଏହାର ତରକାରୀ ବନେଇ କେବେ ଖାଇକି ଦେଖିବେ ଏହା ଖାଇବା ପାଇଁ ଯେତିକି ସ୍ଵାଦିଷ୍ଟ ସେତିକି ସ୍ୱାସ୍ଥ୍ୟ ପାଇଁ ମଧ୍ୟ ହିତକର । ସାରୁରେ ଫାଇବର, ପ୍ରୋଟିନ, ପୋଟାସିୟମ, ଭିଟାମିନ ସି, ଭିଟାମିନ ଏ, କ୍ୟାଲସିୟମ ଏବଂ ଆଇରନ ଭଳି ପୋଷକ ତତ୍ତ୍ବ ମିଳିଥାଏ । ପ୍ରତ୍ୟକ ଦିନ ସାରୁ ଖାଇଲେ ରକ୍ତଚାପ ,ହୃଦ ରୋଗ, କ୍ୟାନସରରୁ ମୁକ୍ତି ମିଳିବା ସହ ଓଜନ କମ୍ କରିଥାଏ ଏବଂ ପେଟ ରୋଗ ଓ ମଧୁମେହରୁ ମୁକ୍ତି ମିଳିଥାଏ ।

Image Courtesy: Google

ହଜମ ଶକ୍ତି ବଢାଏ

ସାରୁରେ ଥିବା ଫାଇବର ଆପଣଙ୍କ ହଜମ କ୍ରିୟା ରେ ଲାଭଦାୟକ ହୋଇଥାଏ । ଏହାକୁ ଖାଇବା ଦ୍ଵାରା ପେଟ ରୋଗ ଦୂର ହୋଇ ହଜମ ଶକ୍ତି ବଢିଥାଏ ।

Image Courtesy: Google

ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ

ସାରୁ ଖାଇବା ଦ୍ବାରା ଫୁସଫୁସ କ୍ୟାନସର ଏବଂ ମୁଖଗହ୍ବର କ୍ୟାନସରରୁ ମୁକ୍ତି ମିଳିଥାଏ । ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ, ଭିଟାମିନ ଏ, ଭିଟାମିନ ସି ଆପଣଙ୍କ ରୋଗ ପ୍ରତିରୋଧକ କ୍ଷମତା ବଢ଼ାଇଥାଏ ।

Image Courtesy: Google

ମଧୁମେହକୁ ଭଲ କରେ

ନିୟମିତ ଭାବେ ସାରୁ ଖାଇବା ଦ୍ବାରା ମଧୁମେହ ହେବାର ସମ୍ଭାବନା କମି ଯାଇଥାଏ । କାରଣ ଏହା ଶରୀରରେ ଇନସୁଲିନ ଏବଂ ଗ୍ଲୁକୋଜକୁ ନିୟନ୍ତ୍ରିତ କରିଥାଏ । ଯଦି କୈାଣସି ବ୍ୟକ୍ତିକୁ ମଧୁମେହ ହୋଇଥାଏ ତେବେ ତାଙ୍କୁ ସାରୁ ତରକାରୀ ଖାଇବା ଉଚିତ୍ ।

Image Courtesy: Google

ସାଙ୍ଗମାନେ ଆଶାକରୁଛୁ ଆମର ଏହି ସ୍ୱାସ୍ଥ୍ୟ ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଭଲ ଲାଗିଲେ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଆଗକୁ ଏମିତି ନୂଆ ନୂଆ ଟିପ୍ସ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *