“Dibya Drusti” ସିରିୟଲ ର ମୁଖ୍ୟ ଅଭିନେତା “ଋଷିକ ମିଶ୍ର” ଙ୍କ ରିୟଲ ଲାଇଫ Family ଓ Biography

ବନ୍ଧୁଗଣ, ଓଡିଶା ବାସୀ ମାନେ ନୀତିଦିନ କାର୍ଯ୍ୟ କୁ ସମାପ୍ତ କରି ଅବସର ସମୟରେ ନିଜର ମନଲାଖି ଧାରାବାହିକ ତଥା ଚଳଚିତ୍ର ଦେଖିବାକୁ ଭଲ ପାଇଥାନ୍ତି । ପସନ୍ଦ ଅନୁସାରେ ଦର୍ଶକବନ୍ଧୁ ନିଜ ମନଲାଖି କଳାକାର ଙ୍କୁ ଟିଭି ପରଦାରେ ଦେଖିବାକୁ ବହୁତ ଭଲ ପାଇଥାନ୍ତି । ବନ୍ଧୁଗଣ ଓଡିଆ ଧାରାବାହିକ ମାନ ଡ୍ରାମା ତଥା ମନୋଗଢଣା କାହାଣୀ ନିମନ୍ତେ ସବୁବେଳେ ଚର୍ଚ୍ଚା ରେ ରହିଆସୁଛି ।

ଗତ କିଛି ଦିନ ହେବ ଓଡିଆ ଧାରାବାହୀକ “ଦିବ୍ୟ ଦ୍ରୁଷ୍ଟି” ବହୁତ ଚର୍ଚ୍ଚାର ବିଷୟ ପାଲଟି ଯାଇଅଛି । ବନ୍ଧୁଗଣ ଆଜି ଆମ୍ଭେ ଏହି ସିରିୟଲ ର ମୁଖ୍ୟ ଅଭିନେତା “ଋଷିକ ମିଶ୍ର” ଙ୍କ ସମ୍ବନ୍ଧରେ କିଛି ବିଶେଷ ତଥ୍ୟ ପ୍ରଦାନ କରିବାକୁ ଯାଉଅଛୁ । ଆସନ୍ତୁ ଜାଣିବା ତାଙ୍କ ସମ୍ବନ୍ଧରେ ସଂପୂର୍ଣ୍ଣ ବିବରଣୀ ।

ବନ୍ଧୁଗଣ, “ଦିବ୍ୟ ଦ୍ରୁଷ୍ଟି” ସିରିୟଲର ଲିଡ ଅଭିନେତା ଦିବ୍ୟ ଙ୍କ ରିୟଲ ନାମ ହେଉଛି “ଋଷିକ ମିଶ୍ର” । ବନ୍ଧୁଗଣ “ଋଷିକ ମିଶ୍ର” ୧୯୮୬ ମସିହାରେ କଟକ ରେ ଜନ୍ମ ଗ୍ରହଣ କରିଛନ୍ତି । ବନ୍ଧୁଗଣ ସ୍କୁଲ ରେ ପାଠ ପଢା ସହିତ ପିଲା ଦିନରୁ ତାଙ୍କର ଅଭିନୟ ପ୍ରତି ବହୁତ ଆଗ୍ରହ ରହିଥିଲା । ବନ୍ଧୁଗଣ ୨୦୧୮ ମସିହାରେ ସେ ପ୍ରଥମଥର ପାଇଁ “ଦୂର୍ଗା” ସିରିୟଲ ରେ ଅଭିନୟ କରିଥିଲେ ।

ବନ୍ଧୁଗଣ ଏହାପରେ ଆପଣ ମାନେ ତାଙ୍କୁ “କୁଆଁରୀ ବୋହୂ” ସିରିୟଲ ରେ ଅଭିନୟ କରିଥିବାର ଦେଖିଥିବେ । ବନ୍ଧୁଗଣ ବର୍ତ୍ତମାନ ସେ “ଦିବ୍ୟ ଦ୍ରୁଷ୍ଟି” ସିରିୟଲ ରେ ମୁଖ୍ୟ ଅଭିନେତା ଭାବେ ଅଭିନୟ କରୁଛନ୍ତି । ଆପଣ ମାନେ ତାଙ୍କୁ ନୀତି ଟିଭି ପରଦାରେ ଦେଖୁଥିବେ । ବନ୍ଧୁଗଣ ବର୍ତ୍ତମାନ ଆସନ୍ତୁ “ଋଷିକ ମିଶ୍ର” ଙ୍କ ଫ୍ୟାମିଲି ସମ୍ବନ୍ଧରେ କିଛି ଜାଣିନେବା ।

ବନ୍ଧୁଗଣ ଦିବ୍ୟ ନିଜ ବାପା-ମା, ବଡ ଭାଇ “ରୌନକ ମିଶ୍ର” ଭାଉଜ “ଆଦିଲ୍ସା ତ୍ରିପାଠୀ” ଙ୍କ ସହିତ ରୁହନ୍ତି । ବନ୍ଧୁଗଣ ମାତ୍ର ଗୋଟିଏ ବିଷୟ ଜାଣିଲେ ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହେବେ । ତାହା ହେଉଛି ବର୍ତ୍ତମାନ ସମୟରେ ଦିବ୍ୟ ଙ୍କର କୌଣସି ରିୟଲ ଲାଇଫ ଗାର୍ଲଫ୍ରେଣ୍ଡ ନାହାନ୍ତି । ବର୍ତମାନ ସେ ଶିଂଗଲ ଅଛନ୍ତି । ବନ୍ଧୁଗଣ “ଦିବ୍ୟ ଦ୍ରୁଷ୍ଟି” ସିରିୟଲ ରେ ତାଙ୍କ ଅଭିନୟ ବର୍ତ୍ତମାନ ବହୁତ ଲୋକପ୍ରିୟ ହେବାରେ ଲାଗିଛି ।

ବନ୍ଧୁଗଣ ତାଙ୍କୁ ଜି’ ସାର୍ଥକ ତରଫରୁ ବେଷ୍ଟ ଆକ୍ଟର ର ଆୱାର୍ଡ ମଧ୍ୟ ମିଳି ସାରିଛି । ବର୍ତ୍ତମାନ ଦିନରେ ତାଙ୍କର ବହୁତ ଫ୍ୟାନ୍ସ ଫଲୋଇଙ୍ଗ ମଧ୍ୟ ହୋଇଗଲେଣି । ବନ୍ଧୁଗଣ ତାଙ୍କ ଅଭିନୟ କୁ ଦର୍ଶକେ ପସନ୍ଦ କରିବା ସହିତ ବହୁତ ବଡ ବଡ ହସ୍ତୀ ଙ୍କ ପାଖରେ ଦିବ୍ୟ ପ୍ରଶଂସା ର ମୁଖପାତ୍ର ହୋଇଛନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ “ଦିବ୍ୟ ଦ୍ରୁଷ୍ଟି” ସିରିୟଲ ରେ ଦିବ୍ୟ ଙ୍କ ଅଭିନୟ କିଭଳି ଲାଗେ ଆପଣଙ୍କ ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *