ଦିଦି କଲେ ଏଭଳି ନାଚ କି Video ହେଉଛି ଭାଇରାଲ୍

ଆପଣମାନେ ବହୁତ ଡାନ୍ସ ଭି-ଡି-ଓ ଦେଖିଥିବେ । କିନ୍ତୁ ଆଜି ଆମେ ଆପଣଙ୍କୁ ଯେଉଁ ଡାନ୍ସ ଭି-ଡି-ଓ ବିଷୟରେ କହିବାକୁ ଯାଉଛୁ ତାହା ଅତି ନିଆରା ଅଟେ । ଏହିଭଳି ଡାନ୍ସ ଆପଣ ଆଗରୁ କେବେ ବି ଦେଖି ନ ଥିବେ । ଏହି ଭି-ଡି-ଓରେ କିଛି ସ୍କୁଲ ଶିକ୍ଷକ ଓ ଶିକ୍ଷୟତ୍ରି ଡାନ୍ସ କରୁଥିବାର ନଜର ଆସୁଛନ୍ତି । ଏମାନେ ସମସ୍ତେ ଓଡିଆ ଲୋକପ୍ରିୟ ଗୀତ ରଙ୍ଗବତୀ ଗୀତରେ ନାଚୁଛନ୍ତି ଓ ଏମାନଙ୍କର ନାଚ ଦେଖିଲେ ଆପଣ ହସିବା ସହିତ ଆଶ୍ଚର୍ଯ୍ୟ ବି ହୋଇଯିବେ ।

କାରଣ ଏହିଭଳି ଶିକ୍ଷକ ଓ ଶିକ୍ଷୟତ୍ରିଙ୍କ ନାଚ ଆପଣ ଏହା ପୂର୍ବରୁ କେବେ ବି ଦେଖି ନ ଥିବେ । ଯେମିତି କି ଆପଣ ଦେଖି ପାରୁଥିବେ କି ଜଣେ ଶିକ୍ଷକ ଦୁଇ ଶିକ୍ଷୟତ୍ରି ଏହି ଭି-ଡି-ଓରେ ନାଚୁଛନ୍ତି ।

ଏହା ପରେ ଧୀରେ ଧୀରେ କରି ସ୍ଟେଜ ଉପରେ ଅନ୍ୟ କିଛି ଶିକ୍ଷକ ଓ ଶିକ୍ଷୟତ୍ରି ବି ଆସି ସମସ୍ତଙ୍କ ମିଶି ରଙ୍ଗବତୀ ଗୀତରେ ନାଚୁଛନ୍ତି । ଆପଣମାନେ କଲେଜ ଓ ସ୍କୁଲରେ ପ୍ରାୟତଃ ଛାତ୍ର ଛାତ୍ରୀମାନଙ୍କର ଡାନ୍ସ ଦେଖିଥିବେ । କିନ୍ତୁ ଏହି ଭି-ଡି-ଓରେ ସ୍କୁଲର ଦିଦିମାନେ ନାଚୁଛନ୍ତି । ଏହି ଭି-ଡି-ଓ କେଉଁ ସ୍ଥାନର ଓ ଏହା କେଉଁ ଦିନର ଭି-ଡି-ଓ ଏହା ବିଷୟରେ ସଠିକ ସୂଚନା ନାହିଁ ।

ସୂଚନା ଅନୁସରେ ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘଙ୍କ ତରଫରୁ ଏକ ଫଙ୍କସନ ଆୟୋଜିତ କରାଯାଇଥିଲା । ଯେଉଁଥିରେ କିଛି ଶିକ୍ଷକ ଓ ଶିକ୍ଷୟତ୍ରି ଖୁସିରେ ଏହିଭଳି ଡାନ୍ସ କରୁଥିବାର ନଜର ଆସିଛନ୍ତି । ଏହି ଦିଦିମାନେ ସମସ୍ତେ ଶାଢୀ ପିନ୍ଧି ଥିଲେ ଓ ସମସ୍ତଙ୍କ ବୟସ ବି ଅଧିକ ହେବ । ଏହା ସତ୍ବେ ବି ସମସ୍ତେ ଗୀତର ତାଳେ ତାଳେ ଝୁମୀ ଯାଉଥିଲେ । ଯଦି ଆପଣ ବି ଏହି ଭି-ଡି-ଓ ଦେଖିବେ ତେବେ ଆପଣଙ୍କର ମନୋରଞ୍ଜନ ହୋଇଯିବ ।

କାରଣ ଏହିଭଳି ମଜାଦାର ଭି-ଡି-ଓ ଆପଣ ଆଗରୁ ଦେଖି ନ ଥିବେ । ସବୁ ସାର ଓ ଦିଦିମାନେ ଅସଲ ଗୀତରେ ଯେମିତି ସବୁ ନାଚୁଥିଲେ ସେମାନେ ବି ସେହିଭଳି ଡାନ୍ସ କରୁଛନ୍ତି । ଶିକ୍ଷକ ଓ ଶିକ୍ଷୟତ୍ରିମାନଙ୍କ ଏହିଭଳି ଡାନ୍ସ ସତରେ ବହୁତ ମଜାଦାର ଅଟେ । ଏହି ଡାନ୍ସ ଭି-ଡି-ଓକୁ କେହି ଜଣେ ନିଜ ମୋବାଇଲରେ ଶୁଟିଙ୍ଗ କରି ସୋ-ସି-ଆ-ଲ ମି-ଡି-ଆ-ରେ ଛାଡି ଥିଲେ । ଯାହାକି ବହୁତ ଭା-ଇ-ରା-ଲ ବି ହୋଇଥିଲା ।

Leave a Reply

Your email address will not be published. Required fields are marked *