ଦିଲବର ଗୀତ ଉପରେ ଏହି ଝିଅ ଜଣକ ଭାଙ୍ଗିଲା ସମସ୍ତ ରେକର୍ଡ- ଏହି ଭିଡିଓ କରି ଦେବ ଆପଣଙ୍କୁ ଦିବାନା

ଏହି ଦୁନିଆରେ କଳାକାରମାନଙ୍କର ଅଭାବ ନାହିଁ । ଏଠି ଗୋଟିଏ କଳାକାର ଖୋଜିବାକୁ ଯାଆନ୍ତୁ ତ ଆପଣଙ୍କୁ ହଜାର ହଜାର କଳାକାର ମିଳିଯିବେ । କହିବାକୁ ଗଲେ ବର୍ତ୍ତମାନ ସମୟରେ ଡାନ୍ସ ବହୁତ ବଢି ଗଲାଣି ଓ ଆଜିକାଲି ଲୋକମାନେ ବି ଡାନ୍ସକୁ ଏକ ପ୍ରୋଫେଶନ ରୂପରେ ନିଜ ଜୀବନର ଅଂଶ କରି ଦେଇଛନ୍ତି । ତେବେ କିଛି ଦିନ ତଳେ ଏକ ଡାନ୍ସ ଭିଡିଓ ବହୁତ ଭାଇରାଲ ହୋଇଥିଲା ।

ଏହି ଭାଇରାଲ ଭିଡିଓରେ ବଲୀଉଡର ଅଭିନେତା ଜନ ଅବ୍ରାହମ ଓ ମନୋଜ ବାଜପେୟୀଙ୍କର ଫିଲ୍ମ ‘ସତ୍ୟମେବ ଜୟତେ’ର ଏକ ଗୀତ ‘ଦିଲବର’ରେ ମସ୍ତ ଡ୍ୟାନ୍ସ ଦେଖିବାକୁ ମିଳିଛି, ତେବେ ଏହି ଗୀତ ରିଲୀଜ ହେବା ଦିନ ଠାରୁ ହିଁ ଲୋକମାନଙ୍କ ମଧ୍ୟରେ ବହୁତ ଫେମସ ହୋଇ ଯାଇଥିଲା ।

ଗାୟିକା ନେହା କକ୍କଡଙ୍କର ଆବାଜରେ ଏହି ରୀମିକ୍‍ସ ଗୀତଟି ବର୍ତ୍ତମାନ ସମୟରେ ବି ବହୁତ ପସନ୍ଦ କରାଯାଉଛି । ଏମିତିରେ ଏହି ଗୀତ ଉପରେ ହେଉଥିବା ଡାନ୍ସ ଭିଡିଓ ବି କମ ହେଉ ନାହିଁ ।

ଏହି ଗୀତରେ ବଲୀଉଡର ଅଭିନେତ୍ରୀ ଓ ମଡେଲ ନୋରା ଫତେହୀ ଜବରଦସ୍ତ ଡାନ୍ସ ବି କରିଛନ୍ତି ।

ଏତିକି ନୁହେଁ ଏହି ଗୀତ ଏତେ ଫେମସ ହୋଇ ଯାଇଛି କି କେହି ନା କେହି ଏହି ଗୀତର ଡାନ୍ସ ସ୍ଟେପକୁ ଫଲୋ କରି ନିଜର ଏକ ଡାନ୍ସ କରି ଭିଡିଓ ସୋସିଆଲ ମିଡିଆରେ ଅପଲୋଡ କରି ଦେଉଛି ।

୫ କୋଟି ରୁ ବି ଅଧିକ ଥର ଦେଖା ଯାଇସାରିଛି ଏହି ଭିଡିଓକୁ

କହିବାକୁ ଗଲେ ଇଣ୍ଟର୍ନେଟରେ ଏହି ଗୀତର ଏକ ଭିଡିଓ ବର୍ତ୍ତମାନ ସମୟରେ ବହୁତ ଦେଖା ଯାଉଛି । ଏହି ଭିଡିଓରେ ଏକ ଡାନ୍ସର ଐଶ୍ୱର୍ଯ୍ୟା ଦ୍ଵାରା କରାଯାଇଥିବା ଡାନ୍ସକୁ ଲୋକମାନେ ବହୁତ ପସନ୍ଦ କରୁଛନ୍ତି । ୯ ଜୁଲାଇ ୨୦୧୮ରେ ୟୁ ଟ୍ୟୁବ ଉପରେ Rishabh Pokhriyal ଦ୍ୱାରା ଅପଲୋଡ କରାଯାଇଥିବା ଏହି ଭିଡିଓକୁ ବର୍ତ୍ତମାନ ପର୍ଯ୍ୟନ୍ତ ୫୮,୨୬୪,୮୨୫ ଲୋକମାନେ ଦେଖି ସାରିଛନ୍ତି ।

ତେବେ ଐଶ୍ୱର୍ଯ୍ୟା ଏକ ଡାନ୍ସର ଅଟନ୍ତି ଓ ସୋସିଆଲ ମିଡିଆରେ ପ୍ରାୟତଃ ସେ ନିଜର ଡାନ୍ସ ଭିଡିଓ ଶେୟାର କରିଥାନ୍ତି । ଏମିତିରେ ଐଶ୍ୱର୍ଯ୍ୟାର ଏହି ଡାନ୍ସ ଭିଡିଓକୁ ୟୁ ଟ୍ୟୁବ ଉପରେ ଲୋକମାନେ ବହୁତ ପ୍ରଶଂସା ବି କରୁଛନ୍ତି ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଖବର ଓଡିଆ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *