Bollywood ଲିଜେଣ୍ଡ Dilip Kumarଙ୍କ ଜୀବନୀ, ପରିବାର ଓ Lifestyle

ଦିଲୀପ କୁମାର ବଲୀଉଡ ଇଣ୍ଡଷ୍ଟ୍ରିର ବହୁତ ବଡ ନାଁ ଅଟନ୍ତି । ଦିଲୀପ କୁମାର ବଲୀଉଡ ଇଣ୍ଡଷ୍ଟ୍ରିକୁ ବହୁତ ସୁପର ହି-ଟ ଫିଲ୍ମ ବି ଦେଇଛନ୍ତି । ସେ ନିଜ ଜୀବନର ୫୪ ବର୍ଷ ବଲୀଉଡକୁ ଦେଇଛନ୍ତି । ୧୯୪୪ ରୁ ୧୯୯୮ ପର୍ଯ୍ୟନ୍ତ ସେ ବହୁତ ଫିଲ୍ମରେ କାମ କରିଛନ୍ତି ।

ଲୋକମାନେ ଆଜି ବି ତାଙ୍କର ଫିଲ୍ମକୁ ବହୁତ ପସନ୍ଦ କରିଥାନ୍ତି । ଦିଲୀପ କୁମାର ନିଜ ଜୀବନରେ ବହୁତ ସଂ-ଘ-ର୍ଷ ଓ ପରିଶ୍ରମ କରିଥିଲେ । କିନ୍ତୁ ୯୮ ବର୍ଷ ବୟସରେ ଆଜି ସକାଳେ ତାଙ୍କର ଦେ-ହା-ନ୍ତ-ର ଖ-ବ-ର ସମସ୍ତଙ୍କୁ ଦୁଃଖିତ କରି ଦେଇଛି । ଆଜି ଆମେ ତାଙ୍କର ଜୀବନ ସହ ଜଡିତ କିଛି ରହସ୍ୟପୂର୍ଣ କଥା କହିବୁ ଓ ତାଙ୍କର ପରିବାର ବିଷୟରେ ବି କହିବୁ ଯାହା ବିଷୟରେ ଆପଣ ପୂର୍ବରୁ କେବେ ବି ଶୁଣି ନ ଥିବେ ।

ଦିଲୀପ କୁମାରଙ୍କ ଅସଲ ନାଁ ହେଉଛି ମହମ୍ମଦ ୟୁସୁଫ ଖାନ । କିନ୍ତୁ ସେ ଯେତେବେଳେ ଫିଲ୍ମରେ ଅଭିନୟ କରିବା ଆରମ୍ଭ କରିଲେ ତେବେ ସେ ନିଜର ନାଁ ଦିଲୀପ କୁମାର କରିଦେଲେ । ଦିଲୀପ କୁମାରଙ୍କ ଟ୍ରାଜେଡି କିଙ୍ଗ ନାଁରେ ବି ଫେମସ ଅଟନ୍ତି । ଦିଲୀପ କୁମାରଙ୍କ ଜନ୍ମ ୧୧ ଡିସେମ୍ବର ୧୯୨୨ ପେଶୱାର ନର୍ଥ ୱେଷ୍ଟ ଫ୍ରନ୍ଟିଏର ପ୍ରୋଭିନ୍ସ, ବ୍ରିଟିଶ ଇଣ୍ଡିଆରେ ହୋଇଥିଲା । ଦିଲୀପ କୁମାରଙ୍କ ପିତା ଜଣେ ଫଳ ବ୍ୟବସାୟୀ ଥିଲେ । ୧୯୩୦ରେ ତାଙ୍କର ପିତା ପେଶୱାର ଛାଡି ମୁମ୍ବାଇ ଚାଲି ଆସିଥିଲେ ।

ସେ ପୁନେରେ କ୍ୟାଣ୍ଟିନର ବିଜନେସ କରିବା ଆରମ୍ଭ କରିଦେଲେ । ସେହି ସମୟରେ ପ୍ରସିଦ୍ଧ ଅଭିନେତ୍ରୀ ଦେବିକା ରାନୀ ଯିଏକି ସେହି ସମୟରେ ବମ୍ବେ ଟକୀଜର ମାଲିକାଣୀ ଥିଲେ ସେ ଦିଲୀପ କୁମାରଙ୍କୁ ଦେଖିଲେ ଓ ତାଙ୍କୁ କହିଲେ କି ଆପଣଙ୍କୁ ଫିଲ୍ମରେ କାମ କରିବା ଉଚିତ । ୧୯୪୪ର ଫିଲ୍ମ ଜୱାର ଭଟ୍ଟାରୁ ଦିଲୀପ କୁମାର ଡେବ୍ୟୁ କରିଲେ । କିନ୍ତୁ ଏହି ଫିଲ୍ମ ବକ୍ସ ଅଫିସରେ ବିଶେଷ କିଛି କମାଲ ଦେଖାଇ ପାରିଲା ନାହିଁ ।

୧୯୪୭ରେ ଆସିଥିବା ଫିଲ୍ମ ଯୁଗନୁ ଦିଲୀପ କୁମାରଙ୍କୁ ବହୁତ ଲୋକପ୍ରିୟ କରିଥିଲା । ଲୋକମାନେ ଧୀରେ ଧୀରେ ତାଙ୍କର ଷ୍ଟାଇଲ, ଡାଇଲଗକୁ ପସନ୍ଦ କରିବାକୁ ଲାଗିଲେ । ଦିଲୀପ କୁମାର ୬୫ ରୁ ବି ଅଧିକ ଫିଲ୍ମରେ କାମ କରିଛନ୍ତି । ଦିଲୀପ କୁମାରଙ୍କ ପ୍ରାୟତଃ ଫିଲ୍ମ ହି-ଟ ମଧ୍ୟ ହୋଇଛି । ଦିଲୀପ କୁମାର ୮ ଟି ଫିଲ୍ମଫେୟାର ପୁରଷ୍କାର ନିଜ ନାଁରେ କରିଛନ୍ତି । କହିଦେଉଛୁ କି ଦିଲୀପ କୁମାରଙ୍କ ଶେଷ ଫିଲ୍ମ ୧୯୮୮ରେ ଆସିଥିଲା ।

ଯଦି ତାଙ୍କର ପରିବାର ବିଷୟରେ କହିବା ତେବେ ତାଙ୍କର ବାପାଙ୍କ ନାମ ଲାଲ ଗୁଲାମ ସରବର ଓ ମା ଙ୍କ ନାଁ ଆଏଶ ବେଗମ । ଦିଲୀପ କୁମାର ପ୍ରଥମେ ସାୟେରା ବାନୁଙ୍କୁ ୧୯୬୬ ବିବାହ କରିଥିଲେ । ଯିଏକି ବର୍ତ୍ତମାନ ବି ଅଛନ୍ତି । ସେ ଦ୍ଵିତୀୟ ବିବାହ ୧୯୮୦ରେ ଆସମା ରେହମାନଙ୍କ ସହ କରିଥିଲେ । କିନ୍ତୁ ଦୁଇ ବର୍ଷ ପରେ ୧୯୮୨ରେ ତାଙ୍କର ଛାଡପତ୍ର ବି ହୋଇଗଲା । ଯଦି ତାଙ୍କର ଘର ବିଷୟରେ କହିବା ତେବେ ସେ ମୁମ୍ବାଇରେ ନିଜ ପରିବାର ସହ ରୁହନ୍ତି ।

ତାଙ୍କର କାର କଲେକ୍ସନ ବିଷୟରେ କହିବା ତେବେ ତାଙ୍କ ପାଖରେ ଗୋଟିଏ ଟୋୟୋଟା କାର ଅଛି, ଯାହାର ମୂଲ୍ୟ ୬୦ ଲକ୍ଷ ଟଙ୍କା ଓ ଗୋଟିଏ ମରସଡିଜ ବେଞ୍ଜ କାର ବି ଅଛି ଯାହାର ମୂଲ୍ୟ ୧.୫ କୋଟି ଟଙ୍କା । ଏହା ଛଡା ତାଙ୍କ ପାଖରେ ଆହୁରି ବି କାର ଅଛି । ତାଙ୍କର ଆୟ ବିଷୟରେ କହିବା ତେବେ ୬୦୦ କୋଟି ରୁ ବି ଉର୍ଦ୍ଧ ଟଙ୍କାର ମାଲିକ ଥିଲେ ।

Leave a Reply

Your email address will not be published. Required fields are marked *