ଦିନରେ ଶୁଏ ରାତିରେ କାନ୍ଦେ, ଯେତେ କାନ୍ଦିବ ସେତେ ଖାଇବ ? ଏହା ସହ ଆହୁରି 10+ ପ୍ରଶ୍ନ ଉତ୍ତର

ନମସ୍କାର ବନ୍ଧୁଗଣ, ଅନେକ କିଛି ପ୍ରଶ୍ନ ରହିଛି ମଣିଷ ମନରେ । କିଛି ପ୍ରଶ୍ନର ଉତ୍ତର ମିଳିପାରେ ତ ଆଉ କିଛି ପ୍ରଶ୍ନର ଉତ୍ତର ଅଛପା ଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ କିଛି ମନରଞ୍ଜନ ଭରା ପ୍ରଶ୍ନର ଉତ୍ତର ଜଣାଇବାକୁ ଯାଉଛୁ । ଯାହା ଆପଣଙ୍କ ମନରେ ଉଙ୍କି ମାରୁଥିବା ପ୍ରଶ୍ନର ଉତ୍ତର ଅଟେ ଏବଂ ଆପଣଙ୍କ ଜ୍ଞାନ ଘର ବୁଦ୍ଧି କରିବାରେ ମଧ୍ୟ ସହାୟ ହେବ । ଆପଣ ଚାରି ଲୋକଙ୍କ ମଧ୍ୟରେ ପ୍ରଶ୍ନର ଉତ୍ତର ଦେଇ ନିଜ ଜ୍ଞାନର ପରିଚୟ ପ୍ରଦାନ କରିପାରିବେ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ।

1: ଜଣା ନଥାଇ ଆକାଶେ ଉଡେ ମଣିଷକୁ ଝାମ୍ପି ନିଏ ? ଉତ୍ତର: ଆକାଶ ଛତା । 2: ଦୁଇ ବାଳକର ରଙ୍ଗ ସମାନ ଜଣେ ହଜିଗଲେ ଆଉ ଜଣେ କୋଉ କାମକୁ ନୁହେଁ ସେ କିଏ ? ଉତ୍ତର: ଚପଲ । 3: ଗୋଟିଏ ଥାଳିରେ ଦୁଇଟି ଅଣ୍ଡା ଗୋଟିଏ ଗରମ ଅନ୍ୟଟି ଥଣ୍ଡା ? ଉତ୍ତର: ସୂର୍ଯ୍ୟ ଓ ଚନ୍ଦ୍ର । 4: ସୂର୍ଯ୍ୟ ପୃଥିବୀରେ କେବେ ହେଲେ କଣ ଦେଖିନାହିଁ ?ଉତ୍ତର: ଅନ୍ଧାର ।

5: ଦୁଇଭାଇ ଜଣଙ୍କୁ ଖାଇଲେ ପେଟ ଥଣ୍ଡା ଆଉ ଜଣକୁ ଖାଇଲେ ପେଟ ଗରମ ଏହାର ଉତ୍ତର କଣ ? ଉତ୍ତର: ଚିନି ଓ ମିଶ୍ରି । 6: ଜନ୍ମ ନିଏ ରାତିରେ ସଖାଳ ହେଲେ ଆ ଦୁଆର ତା ଦୁଆର ହୋଇସାରିଲେ ମରଣ ତାର ଏହାର ଉତ୍ତର କଣ ? ଉତ୍ତର: ଖବରକାଗଜ । 7: ନା କେବେ କରେ ଝଗଡା ନା କେବେ ସେ ରୁଷେ ସବୁବେଳେ ମାଡ ଖାଏ ? ଉତ୍ତର: ଢୋଲ ।

8: ଏମିତି କେଉଁ କାମ ଅଛି ଜଣେ ପୁଅ ଜୀବନରେ ଥରେ କରେ ଝେଲେ ଜଣେ ଝିଅ ସବୁବେଳେ କରିଥାଏ ତାହା କଣ ? ଉତ୍ତର: ସିନ୍ଦୁର । 9: ଜଣେ ଭାଇ ତା ଭଉଣୀକୁ ଗୋଟିଏ ଫଳ ଦେଲା କହିଲା ଭୋକ ହେଲେ ଖାଇବୁ ଶୋଷ ହେଲେ ପିଇବୁ ଓ ଶିତ ହେଲେ ଜାଳିବୁ ତାହା କଣ ? ଉତ୍ତର: ନଡିଆ । 10: କେଉଁ ବୁକ ଛପା ହୋଇ ନାହି ? ଉତ୍ତର: facaebook ।

11: ସେଇଟା କେଉଁ ଜିନିଷ ତାକୁ ବ୍ୟବହାର କରିବା ପାଇଁ ଭାଙ୍ଗିବାକୁ ପଡିଥାଏ ? ଉତ୍ତର: ଅଣ୍ଡା । 12: କେଉଁ ଗଛର ପତ୍ର ପୂଜାରେ ଲାଗେ ଓ ଆମେ ଖାଇଥାଉ ? ଉତ୍ତର: ପାନ ପତ୍ର । 13: ଦିନରେ ଶୁଏ ରାତିରେ କାନ୍ଦେ ଯେତେ କନ୍ଦିବ ସେତେ ଖାଇବ ? ଉତ୍ତର: ମହମ ବତୀ ।

14: ଘରେ ଦୁଇଟି ଦ୍ଵାର ରହିଛି ଗୋଟିଏ ମୁଖ୍ୟଦ୍ଵାର କବାଟ ଅନ୍ୟଟିର ନାମ କଣ ? ଉତ୍ତର: ଝରକା । ଏହା ଥିଲା କିଛି ପ୍ରଶ୍ନର ଉତ୍ତର ଯାହା ଆପଣଙ୍କ ଜ୍ଞାନ ଘରକୁ ଉଦୟ କରିବାରେ ସହାୟ ହେବ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *