ଯଦି ଆପଣ GK ପଢିବାକୁ ପସନ୍ଦ କରନ୍ତି ବା କୌଣସି କମ୍ପିଟେଟିଭ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି, ତେବେ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ କିଛି ପ୍ରଶ୍ନ ଓ ତାର ଉତ୍ତର ମଧ୍ୟ । ଯାହା ଆପଣଙ୍କ ସାଧାରଣ ଜ୍ଞାନକୁ ଆହୁରି ବଢେଇ ଦେବ । ଅନେକ ସମୟରେ ପିଲାମାନେ ଏକ ସାମାନ୍ଯ ପ୍ରଶ୍ନ ପାଇଁ ଇଣ୍ଟରଭ୍ୟୁରେ ଫେଲ ହୋଇଯାଆନ୍ତି । ତେଣୁ ଆପଣଙ୍କ ସୁବିଧା ନିମନ୍ତେ ଆମେ ଅତି ସାଧାରଣରୁ ଜଟିଳ ପର୍ଯ୍ୟନ୍ତ ପ୍ରଶ୍ନ ଓ ଉତ୍ତର ଗୁଡିକ ଆପଣଙ୍କୁ ପାଇଁ ନେଇ ଆସିଛୁ ।
୧- ଡେଣା ନ ଥାଇ ଆକାଶେ ଉଡେ ମଣିଷକୁ ଝାମ୍ପି ନିଏ ?
ଉତ୍ତର- ଆକାଶ ଛତା
୨- ଦୁଇ ବାଳକର ରଙ୍ଗ ସମାନ ଜଣେ ହଜିଗଲେ ଆଉ ଜଣେ କୋଉ କାମକୁ ନୁହେଁ ସେ କିଏ ?
ଉତ୍ତର- ଚପଲ
୩- ଗୋଟିଏ ଥାଳିରେ ଦୁଇଟି ଅଣ୍ଡା ଗୋଟିଏ ଗରମ ଅନ୍ୟଟି ଥଣ୍ଡା ଥା କଣ ?
ଉତ୍ତର- ସୂର୍ଯ୍ୟ ଓ ଚନ୍ଦ୍ର
୪- ସୂର୍ଯ୍ୟ ପୃଥିବୀରେ କେବେ ହେଲେ କଣ ଦେଖି ନାହି ?
ଉତ୍ତର- ଅନ୍ଧାର
୫- ଦୁଇ ଭାଇ ଜଣକୁ ଖାଇଲେ ପେଟ ଥଣ୍ଡା ଆଇ ଜଣଙ୍କୁ ଖାଇଲେ ପେଟ ଗରମ ଏହାର ଉତ୍ତର କଣ ?
ଉତ୍ତର- ଚିନୀ ଓ ମିଶ୍ରି
୬- ଜନ୍ମ ନିଏ ରାତିରେ ସକାଳ ହେଲେ ଆ ଦୁଆର ତା ଦୁଆର ହୋଇ ସାରିଇଲେ ମରଣ ତାର ଏହାର ଉତ୍ତର କଣ ?
ଉତ୍ତର- ଖବରକାଗଜ
୭- ନା କେବେ କରେ ଝଗଡା ନା କେବେ ସେ ରୁଷେ ସବୁବେଳେ ମାଡ ଖାଏ ସେ କିଏ ?
ଉତ୍ତର- ଢୋଲ
୮- ଏମିତି କେଉଁ କାମ ଅଛି ଜଣେ ପୁଅ ଜୀବନରେ ଥରେ କରେ ହେଲେ ଜେଣ ଝିଅ ସବିଉବେଳେ କରିଥାଏ ତାହା କଣ ?
ଉତ୍ତର- ସିନ୍ଦୁର
୯- ଜଣେ ଭାଇ ତା ଭଉଣୀ କୁ ଗୋଟାଏ ଫଳ ଦେଲା କହିଲା ଭୋଳ ହେଲେ ଖାଇବୁ ଶୋଷ ହେଲେ ପିଇବୁ ଓ ଶୀତ ହେଲେ ଜାଲିବୁ ତାହା କଣ ?
ଉତ୍ତର- ନଡିଆ
୧୦- କେଉଁ ବୁକ ଛପା ହୋଇଏହୁଏ ନାହି ?
ଉତ୍ତର- ଫେସବୁକ
୧୧- ସେଇଟା କେଉଁ ଜିନିଷ ତାକୁ ବ୍ୟବହାର କରିବା ପାଇଁ ଭାଙ୍ଗିବାକୁ ପଡିଥାଏ ?
ଉତ୍ତର- ଅଣ୍ଡା
୧୨- କେଉଁ ଗଛର ପତ୍ର ପୂଜାରେ ଲାଗେ ଓ ଆମେ ଖାଇଥାଉ ?
ଉତ୍ତର- ପାନ ପତ୍ର
୧୩- ଘରେ ଦୁଇ ଟି ଦ୍ଵାରା ରହିଛି ଗୋଟିଏ ମୁଖ୍ୟ ଦ୍ଵାରା କବାଟ ଅନ୍ୟଟି ର ନାମ କଣ ?
ଉତ୍ତର- ଝରକା
୧୪- ଦିନରେ ଶୁଏ ରାତିରେ କାନ୍ଦେ ଯେତେ କାନ୍ଦିବ ସେତେ ଖାଇବ ? ତାହା କଣ ?
ଉତ୍ତର- ମହମବତୀ
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ନିଜର ସାଙ୍ଗ ସାଥି ମାନଙ୍କ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।