ଦିନକୁ 3 ଥର ଖାନ୍ତୁ ଏହି ସବୁ ଜିନିଷ, Diabetes ହୋଇଯିବ ମୂଳରୁ ଶେଷ 

ଆଜି ଆମେ ଡାଇବେଟିସ ବିଷୟରେ ଆଲୋଚନା କରିବା, ଏଆହ ଏମିତି ଗୋଟିଏ ରୋଗ ଠାରେ ହୋଇଗଲେ ଜୀବନ ଯାକ ଭୋଗିବାକୁ ପଡିଥାଏ । ଏହି ରୋଗ ସ୍ୱାସ୍ଥ୍ୟ ଉପରେ ବହୁତ ସାଇଡ ଏଫେକ୍ଟ ପକାଇ ଥାଏ । ଆଧିନିକ ଚିକିତ୍ସା ବିଜ୍ଞାନ ଅନୁସାରେ ଡାଇବେଟିସ ପୂର୍ଣ ରୂପରେ ଶେଷ ହୋଇନଥାଏ । କିନ୍ତୁ ଏହା ଉପରେ ନିୟତ୍ରଣ  ରଖା ଜାଇପାରିବ । ଡାଇବେଟିସ ଆଜି ସମୟରେ ତିନିଜଣରୁ ଜଣକୁ ଅଧିକ ମାତ୍ରାରେ ହୋଇଥାଏ । ଏହି ରୋଗର ମୁଖ୍ୟ କାରଣ ଏହା ହୋଇଥାଏକି ଲୋକ ଘର ଖାଦ୍ୟରୁ ଅଧିକ ବାହାର ଖାଦ୍ଯ ଅଧିକ ପସନ୍ଦ କରିଥାନ୍ତି ।


ସୁଗାରକୁ କମ କରିବା ପାଇଁ ଶରୀତିକ ଯୋଗାସନ ନିହାତି ଭାବରେ କରିବା ଆବଶ୍ୟକ । ସକାଳ ସମୟରେ ଖାଲି ପାଦରେ ଘାସରେ ବୁଲିବା ଆବଶ୍ୟକ । ନିଦ ପାଖାପାଖି ୮ଘଣ୍ଟା ନେବା ଦରକାର ହୋଇଥାଏ । ସବୁ ପ୍ରକାର ମାନସିକ ଚିନ୍ତାରୁ ଦୂରେଇ ରୁହନ୍ତୁ । ଧୃମପାନ କରନ୍ତୁ ନହିଁ । ଲୁଣ କମ କ୍ଷାନ୍ତୁ । ଶରୀରକୁ ପାଣିର ଅଭାବ ହେବାକୁ ଦିଅନ୍ତୁ ନହିଁ । ଦିନକୁ ପାଖାପାଖି ୬ ଲିଟର ପାଣି ପିଅନ୍ତୁ ।


ସାରୁକୁ ଭାରତରେ ବିଭିନ ନାମରେ ଜାଣିଥାଉ, ଏହା ସହ ବହୁତ ଲୋକ ତାକୁ ତରକାରୀ କରି ଖାଇ ଥାନ୍ତି । ଅନେକ ଲୋକ ସାରୁର ପକୁଡି ମଧ୍ୟ ବନାଇ ଖାଇ ଥାନ୍ତି । ଏହା ବହୁତ ସ୍ଵାଦିଷ୍ଟ ହୋଇଥାଏ । ସାରୁରେ ଭିଟାମିନ ସି, କ୍ୟାଲସିୟମ, ମ୍ୟାଗ୍ନେସିୟମ, ଆଇରନ ଏବଂ ଭିଟାମିନ ବି  ଭରପୁର ମାତ୍ରାରେ ମିଳିଥାଏ । ସାରୁରେ ଆଣ୍ଟି ଆକ୍ସିଡେଣ୍ଟ ମିଳିଥାଏ । ଏହା ଆମ ଶରୀରକୁ ବିଭିନ ପ୍ରକାର ରୋଗରୁ ରକ୍ଷା କରିଥାଏ । ସାରୁରୁ ପର୍ଯ୍ୟାପ୍ତ ପରିମାଣର ଫାଇବାର ମିଳିଥାଏ । ଯାହା ଡାଇବେଟିସ ଲଢିବାରେ ବହୁତ ସାହାର୍ଯ୍ୟ କରିଥାଏ ।


ସେଥିପାଇଁ ସାରୁର ସେବନ ନିହାତି କରନ୍ତୁ । କଲରା ଡାଇବେଟିସକୁ କଣ୍ଟ୍ରୋଲ କରିବାରେ ବହୁତ ସାହାର୍ଯ୍ୟ କରିଥାଏ । ଏହା ଶରୀରର ସବୁ ଗ୍ଳୁକୋଜ ମେଟାବୋଲିଜିମକୁ ପ୍ରଭାବିତ କରିଥାଏ । ଅଧିକରୁ ଅଧିକ କଲରା ଜୁଷ ପିଅନ୍ତୁ ।  ମେଥିରେ ମଧୁମେହକୁ କଣ୍ଟ୍ରୋଲ କରିବାର କ୍ଷମତା ରହିଛି । ଏହା ବ୍ଲଡ ସୁଗାର ଲେବଲକୁ କମ କରିଥାଏ । ଜାମୁକୋଳି ମଧ୍ୟ ବ୍ଲଡ ସୁଗାର ଲେବଲକୁ କଣ୍ଟ୍ରୋଲ କରିବାରେ ବହୁତ ସହାୟକ ହୋଇଥାଏ । ତେବେ ବନ୍ଧୁଗଣ ଏହା ଥିଲା ଆଜିର ବିଷୟ ବସ୍ତୁ ।

Leave a Reply

Your email address will not be published. Required fields are marked *