ନମସ୍କାର ବନ୍ଧୁଗଣ । ଦିନ ଥିଲା ଆ-ତ୍ମ-ହ-ତ୍ୟା କରିବାକୁ ବାହରି ଥିଲେ । କିନ୍ତୁ ଆଜି ପ୍ରଶଂସାର ସୁ-ଅ ଛୁଟୁଛି ତାଙ୍କ ପାଖରେ । ହାତରେ ତାଙ୍କର ବେଷ୍ଟ ଆକ୍ଟର ଆୱାର୍ଡ ରହିଛି । ସେ ଆଉ କେହି ନୁହନ୍ତି ସେ ହେଉଛନ୍ତି ଅଭିନେତା ମନୋଜ ବାଜପେୟୀ । ନିକଟରେ ଆୟୋଜିତ ହୋଇଥିବା ୬୭ତମ ଚଳଚ୍ଚିତ୍ର ପୁରସ୍କାର ଉଶ୍ଚବରେ ଚାରଚାନ୍ଦ ଲଗାଇ ମ-ଞ୍ଚ ଉପରକୁ ଆସିଥିଲେ ମନୋଜ ବାଜପେୟୀ । ସେ ଫିଲ୍ମ “ମୋଶଲେ” ପାଇଁ ସାଉନ୍ଟି ନେଇଥିଲେ ଶ୍ରେଷ୍ଠ ଅଭିନେତା ପୁରସ୍କାର । ଏହି ସଫଳତା ପଛରେ ଦୁଖଦ କାହାଣୀ ରହିଛି ।
ନିକଟରେ ହ୍ୟୁମାନ ଅଫ ବମ୍ବେ ନାମକ ଏକ ଇଂଷ୍ଟାଗ୍ରାମ ପେଜରେ ନିଜ ଜୀବନର ସଂ-ଘ-ର୍ଷ-ର କାହାଣୀ ଦର୍ଶାଅଇଛନ୍ତି ମନୋଜ ବାଜପେୟୀ । ସେ ଜଣେ କୃଷକଙ୍କ ପୁଅ ହୋଇଥିବା ବେଳେ ୫ଜଣ ଭାଇ ଭଉଣୀଙ୍କ ସହ ଚାଳ ଘରେ ରହୁଥିଲେ । ମନୋଜଙ୍କ ବାପା ଗରିବ ହୋଇଥିଲେ ମଧ୍ୟ ପିଲାଙ୍କୁ ପାଠ ପଢାଇ ମଣିଷ କରିବାକୁ ଚେଷ୍ଟା କରୁଥିଲେ । ପିଲାଦିନୁ ମନୋଜ ଅଭିନେତା ଅମିତାଭ ବଚନଙ୍କ ଫ୍ୟାନ୍ ହୋଇ ଥିବାରୁ ଅଭିନୟ ପ୍ରତି ଆକ୍ରୁଷ୍ଟ ହୋଇଥିଲେ ।
ମାତ୍ର ୯ବରଷ ବୟସରେ ସେ ଅଭିନୟ ପ୍ରତି ଆଗ୍ରହ ହୋଇଥିଲେ ମଧ୍ୟ ଆର୍ଥିକ ସ୍ଥିତି ଯୋଗୁ ସେ କରିପାରି ନ ଥିଲେ । ୧୭ବର୍ଷ ବୟସରେ ସେ ମୁମ୍ବାଇ ଆସିଥିଲେ ଅଭିନୟ କରିବା ପାଇଁ । ସେ ଜାଣିବାକୁ ପାଇଲେ ଯେ ନସିରୁଦିନ ସାହା ଅନୁପମ ଖେରଙ୍କ ଭଳି ଆକ୍ଟର ହେବା ପାଇଁ ମୁମ୍ବାଇ ସ୍ଥିତ ନ୍ୟାସନାଲ ସ୍କୁଲ ଅଫ ଆକଟିଂ ରେ ପ୍ରଶିକ୍ଷଣ ପାଇଛନ୍ତି । ଏଥିପାଇଁ ମନୋଜ ପାଠ ପଢିବାକୁ ଆଗ୍ରହ ହେବା ପରେ ତାଙ୍କର ୩ଥର ଆବେଦନକୁ ଋଜେକ୍ଟ କରା ଯାଇଥିଲା । ତାଙ୍କର ଫେସ ହିରୋଜନିକ ନୁହେଁ ବୋଲି ଅନେକ କଟାକ୍ଷ କରୁଥିଲେ ମନୋଜଙ୍କୁ ।
ଏଥିରେ ଅତିଷ୍ଠ ହୋଇ ମନୋଜ ଆ-ତ୍ମ-ହ-ତ୍ୟା କରିବାକୁ ଚେଷ୍ଟା କରିଥିଲେ । ଏଥିପାଇଁ ତାଙ୍କ ବନ୍ଧୁ ମାନେ ତାଙ୍କ ସହ ସବୁବେଳେ ରହୁଥିଲେ । ଦିନେ ଏକ ଚାହା ଦୋକାନରେ ଥିବାବେଳେ ପ୍ରଯୋଜକ ଦିଗମୋନସୁ ତାଙ୍କୁ ସ୍କୁଟରରେ ତାଙ୍କୁ ଖୋଜିବାକୁ ବସିଥିଲେ । ନିର୍ଦେଶକ ଶେଖର କପୁର ନିଜ ଫିଲ୍ମ “ବ୍ଯାଣ୍ଡେଡ କୁଇନ”ରେ ମନୋଜକୁ ଅଭିନୟ କରିବା ପାଇଁ ମୌ-କା ଦେବାକୁ ଚାହୁଁଥିଲେ । ଏଥିପାଇଁ ମନୋଜ ନିଜକୁ ପ୍ରସ୍ତୁତ କରିଥିଲେ । ଦୀର୍ଘ ୪ବର୍ଷ ମନୋଜ ବନ୍ଧୁ ମାନଙ୍କ ସହ ଅଣ ଓସାରିଆ ଘରେ ରହି ମା-ନ-ସି-କ ସ୍ତ-ର ଦେଇ ଗତି କରିଥିଲେ ।
ଏହା ପରେ ତାଙ୍କୁ ମହେଶ ଭଟ୍ଟଙ୍କ ସିରିଏଲରେ କାମ କରିବାର ମୌ-କା ମିଳିଲା । ଏହି ସିରିଏଲରୁ ପ୍ରଯୋଜକ ଓ ନିର୍ଦେଶକ ତାଙ୍କର କଳାକୁ ପରଖୀ ଥିଲେ । ଏହା ପରେ ୧୯୯୮ରେ ଫିଲ୍ମ “ସ-ତ୍ୟା” ରେ ଅଭିନୟ କରିବାର ଅଫର ମିଳିଥିଲା । ଏହି ଫିଲ୍ମ ତାଙ୍କ ଜୀବନର ଗତିପଥକୁ ବଦଳାଇ ଦେଇଥିଲା । ସେ ସହ କଳାକାରଙ୍କ ତହରୁ ଆରମ୍ଭ କରି ବେଷ୍ଟ ଆକ୍ଟର ଆୱାର୍ଡ ହାସଲ କରି ସାରିଛନ୍ତି । ମନୋଜଙ୍କ ମତରେ ସଫଳତା ପାଇବା ଆଗରେ ଅଭାବ କେବେ ଆସି ଅପରିବ ନାହି । ସେ ୬୦ରୁ ଅଧିକ ଫିଲ୍ମରେ ଅଭିନୟ କରି ସାରିଛନ୍ତି ।
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।