ବନ୍ଧୁଗଣ ଓଡିଆ ଫିଲ୍ମ ପ୍ରଯୋଜକ ତଥା ଓଟିଟି ପ୍ଲାଟଫର୍ମ କଞ୍ଚାଲଙ୍କାର ମୁଖ୍ୟ ଅକ୍ଷୟ ପରିଜା ଙ୍କୁ ନେଇ ଯେଉଁ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ତାହାକୁ ନେଇ ଏବେ ଚାରି ଆଡେ ଚର୍ଚ୍ଚା ଜୋର ଧରିଛି । ଯୁବତୀ ଜଣକ ତାଙ୍କୁ ବାରମ୍ବାର ଯୌନ ଶୋଷଣ କରିଥିବା ଅଭିଯୋଗ କରିବା ପରେ ଏବେ ନିଜର ସଫେଇ ରଖିଛନ୍ତି ଅକ୍ଷୟ ପରିଜା । ତେବେ ଏହି ଘଟଣାକୁ ନେଇ ଅନେକ ସମୟ ପରେ ଅକ୍ଷୟ ନିଜ ମୁହଁ ଖୋଲି ଛନ୍ତି ।
ଅକ୍ଷୟ ଏହି ମାମଲାକୁ ନେଇ କହିଛନ୍ତି ମୋତେ ସେ ଯୁବତୀ ତା ଘରକୁ ଡାକିଲା ଡିନର କରିବା ପାଇଁ । ଆଉ ଏହା ପରେ ଯୁବତୀ ମୋ ସହ ସମ୍ପର୍କ ବି ରଖିଲା । ଆଉ ସେହି ସମୟରେ ସେ ସମ୍ପର୍କର ମୂହୁର୍ତ୍ତ ସବୁକୁ ମୋବାଇଲରେ କ୍ୟାପଚାର କରିଥିଲା । ଆଉ ଏହା ପରେ ସେ ଯୁବତୀ ମୋତେ ଧମକାଉଛି ଯେ ତାକୁ ପାଞ୍ଚ କୋଟି ଟଙ୍କା ନ ଦେଲେ ସେ ମୋ ଭିଡିଓ ଭାଇରାଲ କରିଦେବ । ତେବେ ଦର୍ଶକ ବନ୍ଧୁ ଏଭଳି କିଛି ପାଲଟା ଅଭିଯୋଗ ଆଣିଛନ୍ତି ଅକ୍ଷୟ ପରିଜା ।
ଫିଲ୍ମ ପ୍ରଡ୍ୟୁସର ତଥା ଅଟିଟି ପ୍ଲାଟଫର୍ମ କଞ୍ଚାଲଙ୍କା ର ମୁଖ୍ୟ ଅକ୍ଷୟ ପରିଜା ଙ୍କ ଭିଡିଓ ଭାଇରାଲ ହେବା ପରେ ଏବେ ଓଲଟା ଅଭିଯୋଗ ଆଣୁଛନ୍ତି ଅକ୍ଷୟ ପରିଜା । ତେବେ ପ୍ରଶ୍ନ ଉଠୁଛି ଯଦି ଯୁବତୀ ଟଙ୍କା ପାଇଁ ବ୍ଲାକମେଲିଂ କରୁଥିଲେ ତେବେ ସେ କାହିଁକି ମୁହଁ ଖୋଲି ନ ଥିଲେ ? ଅନ୍ୟ ପଟେ ପୀଡ଼ିତା ଯୁବତୀ ଜଣଙ୍କ କହିଛନ୍ତି ଯେ ତାଙ୍କୁ ଫିଲ୍ମରେ ଅଭିନେତ୍ରୀ ହେବାର ସୁଯୋଗ ଦେବାକୁ କହି ଓ ବ୍ୟବସାୟରେ ସାମିଲ କହିବାକୁ କହି ତାଙ୍କ ଠାରୁ ନିୟମିତ ଭାବେ ଯୌନ ଶୋଷଣ କରୁଥିଲେ ଅକ୍ଷୟ ପରିଜା ।
ଯଦି ଗୋଟେ ସ୍ତ୍ରୀ ଓ ପୁରୁଷ ମଧ୍ୟରେ ସମ୍ପର୍କ ହୁଏ ତେବେ ଏହା ଆଇନ ଦୃଷ୍ଟିରେ ନା ସାମାଜିକ ଦୃଷ୍ଟିରେ ଏକ ଅପରାଧ କିନ୍ତୁ ଯଦି ସେହି ମୂହୁର୍ତ୍ତକୁ ରେକର୍ଡିଙ୍ଗ କରି ଯଦି କେହି ପରସ୍ପର ଠାରୁ ଟଙ୍କା ଆଦାୟ କରତି ବା ଶୋଷଣ କରନ୍ତି ତେବେ ନିଶ୍ଚିନ୍ତ ଏକା ଏକ ଅପରାଧ । ତେବେ ଏହି ଘଟଣାରେ ଅନେକ ସାରା ପ୍ରଶ୍ନ ଉଠିବାରେ ଲାଗିଛି । ଯେଉଁ ନିର୍ମଳ ଭାବ ମୂର୍ତ୍ତି ଓ ସିନେମା ପ୍ରତି ପ୍ରେମ କଥା ସେ ଟେଲିଭିଜନରେ କହି ଆସୁଛନ୍ତି ତାଙ୍କର ଗୋଟିଏ ଭିଡିଓ ଆଜି ମିଛ କରି ଦେଇଛି ।
ଅଭିନୟରେ ଫିଲ୍ମ ଜଗତରେ ସୁଯୋଗ ଦେବାକୁ କହି ଯୁବତୀଙ୍କୁ ଶୋଷଣ କରିବା ମୁମ୍ବାଇ ଜଗତ ତା ସହ ଓଲିଉଡରେ ନୂଆଁ ନୁହେଁ । ତେବେ ଦେଖିବାକୁ ବାକି ରହିଲା ସତ କିଏ କହୁଛି ଯୁବତୀ ଜଣକ ନା ଅକ୍ଷୟ ପରିଜା ? କିନ୍ତୁ ଗୋଟେ କଥା ସ୍ପଷ୍ଟ ଅକ୍ଷୟ ସେହି ଭାଇରାଲ ଭିଡିଓରେ ନିଜେ ଅଛନ୍ତି ଆଉ ଯୁବତୀଙ୍କ ସହ ସମ୍ପର୍କ ରଖିଛନ୍ତି । ତା ହେଲେ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।