ପ୍ରତିଦିନ ପୂଜା କରିବା ସମୟରେ ଦୀପ ଲଗେଇ କୁହନ୍ତୁ ଏହି 3ଟି ଶବ୍ଦ, ତା ପରେ ଦେଖନ୍ତୁ ଚମତ୍କାର

ଆମେ ଆପଣଙ୍କୁ କହିବୁ ଏମିତି ମନ୍ତ୍ର ବିଷୟରେ ଦୀପ ଜଳେଇବା ସମୟରେ ମନ୍ତ୍ର କହିଲେ ବହୁତ ଅଧିକ ଲାଭ ମିଳିଥାଏ ଓ ଆପଣଙ୍କ ପୂଜା ନିଶ୍ଚିତ ରୂପରେ ସଫଳ ହୋଇଥାଏ । ସବୁ ପ୍ରକାର ମନୋକାମନା ପୁରା ହୋଇଥାଏ । ପ୍ରତିଦିନ ପୂଜା କରିବା ସମୟରେ ଯେତେବେଳେ ଆପଣ ଦୀପ ଜଳେଇବେ ଯାହାବି ମନରେ ଭାବିକି କହିବେ ସବୁ ପୂରଣ ହେବ ।

ପ୍ରତିଦିନ ଦୀପ ଜଳେଇବା ଘରେ ଗୋଟେ ମହତ୍ଵପୂର୍ଣ କାମ ବୋଲି କୁହାଯାଇଛି । ଯେଉଁ ଘରେ ଦୀପ ପ୍ରତିଦିନ ଜଳି ନଥାଏ ସେହି ଘରେ ଦୁଃଖ, ଚିନ୍ତା, ଓ ବିଭିନ ପ୍ରକାର ବାଧା ଆସିଥାଏ । ଘରେ ପ୍ରତିଦିନ ଦୀପ ଜଳେଇବା ଦ୍ଵାରା ସକରାତ୍ମକତାର ପ୍ରଭାବ ପଡିଥାଏ  ।

ଏହି ଦୀପର ଯେଉଁ ଅଗ୍ନି ହୋଇଥାଏ ସେ ନକରାତ୍ମକ ଊର୍ଜାକୁ ଜଳେଇ ଦେଇଥାଏ । ବହୁତ ନକରାତ୍ମକ ଊର୍ଜା ଥାଏ ଯାହାକୁ ଆମେ ଦେଖିପାରି ନଥାଉ କିନ୍ତୁ ସେ ଆମ ଜୀବନ ଉପରେ ବହୁତ ପ୍ରଭାବ ପକାଇଥାଏ । ଏହି କାରଣରୁ ଆପଣ ଦୁଃଖ ଓ କଷ୍ଟ ଭୋଗିଥାନ୍ତି କିନ୍ତୁ ଦୀପ ଏହି ସବୁ ନେଗେଟିଭ ଏନର୍ଜିକୁ ଜଳେଇବାର କାର୍ଯ୍ୟ କରିଥାଏ । ଏହି କଥାର ଧ୍ୟାନ ରଖିବେ କମସେ କମ ଅଧ ଘଣ୍ଟା ଆପଣଙ୍କ ଦୀପ ପୂଜା କଲା ପରେ ମଧ୍ୟ ଜଳିବ ଦରକାର କାରଣ ଆପଣଙ୍କ ଘରର ସବୁ ନକରାତ୍ମକ ଊର୍ଜାକୁ ଖତମ କରିଥାଏ ।

 

ଘରେ ଖୁସି ଭରିଥାଏ । ରାସୀ ତେଲର ଦୀପ ସେବେ ଜଳେଇବେ ଯେବେ ଆପଣ ଶତ୍ରୁଙ୍କ ଦ୍ଵାରା ଚିନ୍ତିତ ରହୁଥିବେ । ଯଦି ସମସ୍ୟା ଧନ ସହିତ ଜଡିତ ରହିଛି ଏମିତିରେ ଆପଣଙ୍କୁ ଘିଅ ଦୀପର ବ୍ୟବହାର କରିବା ଦରକାର ଓ ଏହି କଥାର ଧ୍ୟାନ ରଖିବେ  ତୁଳା ସଳିତା ଜାଗାରେ ସୂତା ବାଲା ସଳିତାର ବ୍ୟବହାର କରିବା ଦରକାର । ଯେଉଁ ମନ୍ତ୍ର ଆମେ ଆପଣଙ୍କୁ କହିବୁ ଏହାକୁ ନିଶ୍ଚିତ ରୂପରେ କହିବା ଉଚିତ । ଏଥିରେ ଧନ ପ୍ରାପ୍ତି  ଅଧିକ ବଢିଯିବ । ଯେଉଁ ଲୋକ ଦୀପ ତେଲର କି ଦୀପ କୌଣସି କାରଣରୁ ଲଗେଇ ପାରି ନାହାନ୍ତି ।

ତ ଗୋଟେ କଥା ଧ୍ୟାନ ରଖିଥିବେ ଧୂପବତୀ ନିଶ୍ଚିତ ରୂପରେ ଲଗେଇବେ । ଯଦି କିଛି କାରଣରୁ ଭୁଲି ଯାଇଛନ୍ତି କି ଲଗେଇ ନାହାନ୍ତି ଧୂପ ଲଗେଇବେ କିନ୍ତୁ ଅଗର ବତୀର ବ୍ୟବହାର ଜମାବି କରିବେ ନହିଁ । ଏହି ମନ୍ତ୍ର ହେଉଛି ଭଗବାନ ଶିବଙ୍କର ପଶୁ ପତି ରୂପର ମାନେ ସମସ୍ତ ପ୍ରକାର ମନୋକାମନାକୁ ଓ ଦୁଖକୁ ଦୂର କରିବା ଯେଉଁ ଭଗବାନ ଶିବଙ୍କର ରୂପ ଅଟେ  । ଏହି ମନ୍ତ୍ର ଏହି ପ୍ରକାର ଅଟେ, ‘ ଓଙ୍ଗ ଶ୍ଲୀଙ୍ଗ ପଶୁ ହୁଂ ଫଟ ‘ । ଦୀପ ଜଳେବା ସମୟରେ ଏହି ମନ୍ତ୍ରର ଜପ କରିବା ଉଚିତ ଓ ଆପଣଙ୍କ ମନୋକାମନାକୁ କହିବେ ।

ଏହିଭଳି ପ୍ରତିଦିନ ଦୀପ ଜଳେଇବେ ଓ ଯାହାବି ମନୋକାମନା କରିବେ ତାହା ନିଶ୍ଚିତ ପୁରା ହେବ । କାରଣ ଏହି ମନ୍ତ୍ର ବହୁତ ଚମତ୍କାରୀ ଅଟେ । ଏହା କେଉଁ ସାଧାରଣ ମନ୍ତ୍ର ନୁହେଁ, ଏହା ପଶୁ ପତିଙ୍କର ବୀଜ ମନ୍ତ୍ର ଅଟେ । ଯଦି ପ୍ରତିଦିନ ଦୀପ ଜଳେଇବା ସମୟରେ ଏହି ମନ୍ତ୍ରର ଜପ କରିବେ ଆପଣଙ୍କ ଘର ସୁରକ୍ଷା ଘେରରେ ଆସିଯିବ । ଆପଣଙ୍କର କୌଣସି ପ୍ରକାରର ଅସୁବିଧା ହେବନି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *