Exclusive : ଦୀପିକାଙ୍କ ମା କହିଲେ Dinesh ଓ Dipikaଙ୍କ ପ୍ରେମର ଗୁମର କଥା, ଦେଖନ୍ତୁ Video କଣ କହୁଛନ୍ତି ଦୀପିକାଙ୍କ ମା’

ନମସ୍କାର ବନ୍ଧୁଗଣ, ଦୀପିକା ଓ ଦିନେଶଙ୍କ ସଂପର୍କକୁ ନେଇ ଏବେ ସବୁ ଆଡେ ଚର୍ଚ୍ଚା ଜୋର ଧରିଛି । ତେବେ ଦୀପିକା ଙ୍କ ମା ଦୀପିକା ଓ ଦିନେଶଙ୍କ ପ୍ରେମ ସମ୍ପର୍କ ବିଷୟରେ ବଡ ଖୁଲାସା କରିଛନ୍ତି । ଦୀପିକାଙ୍କ ମା କହିଛନ୍ତି କି ସେ ଯେତେବେଳେ ମୋବାଇଲ ଚାର୍ଜର ଦେବାକୁ ଯାଇଥିଲେ ଦୀପିକାଙ୍କ ପାଖକୁ ଦିନେଶ ଘରେ ଲୋକେ ତାଙ୍କୁ ମାରିବା ସହ ବ୍ଳାଉଜ ଚିରି ଦେଇଥିଲେ । ଏ ସବୁ ଘଟଣା ଭୂପତି ସାର ସବୁ ଦେଖି ମଧ୍ୟ କିଛି ଆକ୍ସନ ନେଲେ ନାହି । ଆଗକୁ ଦୀପିକାଙ୍କ ମା କହିଛନ୍ତି ଛୁଆର କ୍ଷୀର ଡବା ଫୋପାଡିବା ସହ ଗରମ ପାଣି ବି ଟିକେ ଦେଲେ ନାହି ଛୁଆ ଖାଇବା ପାଇଁ ।

ଏମିତି ହେବା ପରେ ଦୀପିକାଙ୍କ ମା ଘରକୁ ଆସି ଗରମ ପାଣି ନେବା ସହ କ୍ଷୀର ଡବା କିଣିକି ନେଲେ ନାତି ପାଇଁ । ଯେବେ ଦୀପିକାଙ୍କ ମା ଯାଇଥିଲେ ଦୀପିକାଙ୍କୁ ଗୋଟେ ଅନ୍ଧାର ରୁମରେ ବନ୍ଦ କରି ରଖିଛନ୍ତି ଆଉ ନାତିକୁ ଖଇବାକୁ ମଧ୍ୟ ଦେଉ ନ ଥିଲେ । ଦୀପିକା ଙ୍କ ମା ପହଞ୍ଚି ଛୁଆକୁ ଗରମ ପାଣି ଦେବାକୁ କହିବାରୁ ଦିନେଶ ଙ୍କ ଘର ଲୋକେ ତୁ କିଏ କହି ଘରୁ ଧକ୍କା ମାରି ଠେଲି ଦେଲେ ।

ଏମିତିକି ଦୀପିକାଙ୍କ ଶାଶୁ ଚାର୍ଜର ଦୀପିକାଙ୍କୁ ଦେବାକୁ କହିବାରୁ ତାଙ୍କ ମା ଙ୍କ ଚୁଟି ଝିଅଙ୍କୁ ବ୍ଳାଉଜ ଚିରି ମାରିବାକୁ ଲାଗିଲେ । ଏ ନେଇ ମହିଳା ପୋଲିସ ଥାନାରେ ରିପୋର୍ଟ ଦେଇଛନ୍ତି ଦୀପିକାଙ୍କ ମା । ଆଗକୁ ଦୀପିକା ଙ୍କ ମା କହିଛନ୍ତି ଦିନେଶ ଓ ଦୀପିକା ଉଭୟଙ୍କର ଭୁଲ ଅଛି । ଯଦି ଦୁଇ ଜନଜଣ ଶାରୀରିକ ସମ୍ପର୍କ ରଖିଲେ ତେବେ ବର୍ତ୍ତମାନ ଦିନେଶ ବାହା ହେବାକୁ କାହିଁକି ମନା କରୁଛି ।

ଦିନେଶ ବାହା ହେବାକୁ ମନା କରିବାକୁ ଦୀପିକା ଯାଇ କେସ ଦେଲା ନ ହେଲେ ସେ କଣ କେସ ଦେଇଥାନ୍ତା ନା ତାଙ୍କ ଘର ଆଗରେ ଧାରଣା ଦେଇଥାନ୍ତା ବୋଲି ଦୀପିକା ଙ୍କ ମା କହିଛନ୍ତି । ଦିନେଶ ଓ ଦୀପିକା ଉଭୟ ମିଶି ଏହାର ସମାଧାନ କରିବାର ଅଛି ଏମିତି ଲୁଚିକି ରହିଲେ କଣ ହେବ ବୋଲି ଦୀପିକା ଙ୍କ ମା କହିଛନ୍ତି ।

ଦୀପିକା ଦୀର୍ଘ ୧୪-୧୫ ଦିନ ହେଲାଣି ଖରା ବର୍ଷା ରେ ଭିଜି ସେମିତି ଘର ଆଗରେ ବସିଛି କିନ୍ତୁ ଦିନେଶ ଲୁଚି ରହିଛି । ଆଗକୁ ଦୀପିକା ଙ୍କ ମା କହିଛନ୍ତି ଯେବେ ପ୍ରେମ କରୁଥିଲା ସମ୍ପର୍କ ରଖୁଥିଲା ସେତେବେଳେ କଣ ଜାଣି ନ ଥିଲା ବାପା ମା ଅଛି କି ଆଗକୁ କଣ ହେବ ।

ଦିନେଶ ଦୋଷୀ ବୋଲି ଲୁଚିକି ରହୁଛି ସେଥିପାଇଁ ତ ଥାନାକୁ ଯାଉଛି କିନ୍ତୁ ଘର ପାଖକୁ ଆସି ସମାଧାନ କରୁ ନାହି ବୋଲି ଦୀପିକାଙ୍କ ମା କହିଛନ୍ତି । ତେବେ ଏଭଳି ଭାବେ ଦୀପିକାଙ୍କ ମା ଉଭୟଙ୍କ ସମ୍ପର୍କ ବିଷୟରେ ମୁହଁ ଖୋଲିଛନ୍ତି । ବନ୍ଧୁଗଣ ଆପଣ ମାନଙ୍କର ଦୀପିକା ଙ୍କ ମା କହିଥିବା ରାଏ ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *