ଦୀର୍ଘ 90 ବର୍ଷ ପରେ October 9 ରେ ଦେଖାଯିବ “ଶରଦ ପୂର୍ଣ୍ଣିମା”ର ଚାନ୍ଦ, ଏହି 4ଟି ରାଶିରେ ଲାଗିବ ଲଟେରୀ

ବନ୍ଧୁଗଣ ହିନ୍ଦୁ ଧର୍ମରେ ପୂର୍ଣ୍ଣିମାର ବିଶେଷ ମହତ୍ଵ ରହିଛି । ଆଶ୍ଵିନ ମାସର ପୂର୍ଣ୍ଣିମାକୁ ଶରଦ ପୂର୍ଣ୍ଣିମା ମାସରେ ଜଣାଯାଏ । ତେବେ ଦୀର୍ଘ ୯୦ ବର୍ଷ ପରେ ଅକ୍ଟୋବର ୯ ରବିବାର ଦିନ ରେ ଦେଖାଇବା ଶରଦ ପୂର୍ଣ୍ଣିମାର ଚାନ୍ଦ । ଯାହା ପାଇଁ ୪ଟି ରାଶିରେ ଲାଗିବ ଲଟେରୀ । ମା ଲକ୍ଷ୍ମୀଙ୍କ କୃପାରୁ ଏହି ରାଶିଙ୍କର ଦୁର୍ଲଭ ସଂଯୋଗ ଘଟିବାକୁ ଯାଉଛି । ତେବେ ଏହି ରାଶି ମାନଙ୍କର ଜୀବନରେ ମହା ପରିବର୍ତ୍ତନ ହେବାକୁ ଯାଉଛି ଯାହାର କଳ୍ପନା ସେମାନେ କେବେ ବି କରି ନ ଥିବେ । ଏମାନଙ୍କ କିସ୍ମତ ବଦଳିବାକୁ ଯାଉଛି । ଆସନ୍ତୁ ଜାଣିବା ସଂପୂର୍ଣ୍ଣ ବିବରଣୀ ।

କନ୍ୟା ରାଶି : ମା ଲକ୍ଷ୍ମୀଙ୍କ କୃପାରୁ ଜୀବନରେ ବଡ ପରିବର୍ତ୍ତନ ହେବାକୁ ଯାଉଛି । ସମୟ ଅତ୍ୟନ୍ତ ଶୁଭ ରହିବ । ଅତ୍ୟଧିକ ଧନ ଲାଭ କରିବେ । ଧନ ପ୍ରାପ୍ତିର ଅନେକ ଅବସର ମିଳିବ ମା ଲକ୍ଷ୍ମୀଙ୍କ କୃପାରୁ । ମା ଲକ୍ଷ୍ମୀ ସ୍ଵୟ ଆପଣଙ୍କ ଘରକୁ ଆଗମନ କରୁଛନ୍ତି । ଜୀବନରେ ସଫଳତା ପ୍ରାପ୍ତ କରିବେ । ଜୀବନ ସୁଖମୟ ରହିବ । ବ୍ୟାପାରରେ ଅଧିକ ଫାଇଦା ମିଳିବ । ଚାକିରି କ୍ଷେତ୍ରରେ ବଡ ଖୁସି ଖବର ପାଇବେ । ଜୀବନରେ ଖୁସିର ଭଣ୍ଡାର ଆସିବାକୁ ଯାଉଛି ।

ମେଷ ରାଶି : ଆପଣଙ୍କୁ କହି ରଖୁଛୁ ଆପଣଙ୍କ କୁଣ୍ଡଳୀରେ ମହାଲକ୍ଷ୍ମୀ ଯୋଗ ରହିଛି ଯାହା ଦୁର୍ଲଭା ଅଟେ । ଆପଣଙ୍କ ଜୀବନର ଦିଶା ବଦଳି ଯିବ । ସୁଖ ସୁବିଧାର କମି ରହିବ ନାହି । ମା ଲକ୍ଷ୍ମୀଙ୍କ କୃପାରୁ ଏମିତି ଅବସର ମିଳିବ ଯାହାର ଆଶା ଆପଣ କେବେ ଜାରି ନାହାନ୍ତି । ବ୍ୟାପାରରେ ଦୁଇ ଗୁଣା ଲାଭ ପାଇବେ । ଚାକିରି ସନ୍ଧାନ କରୁଥିଲେ ମନ ପସନ୍ଦର ଚାକିରି ମିଳିବ । ଯେଉଁ ମାନେ ଚାକିରି କରୁଛନ୍ତି ସେମାନଙ୍କର ବେତନରେ ବୃଦ୍ଧି ହେବ । ସନ୍ତାନ ପ୍ରାପ୍ତ ହେବ ।

କୁମ୍ଭ ରାଶି : ଏହି ରାଶିର ଲୋକଙ୍କ ଉପରେ ମା ଲକ୍ଷ୍ମୀ ଙ୍କ ଜବରଦାସ୍ତ କୃପା ବରଷିବାକୁ ଯାଉଛି । ସୁଖ ସମୃଦ୍ଧିରେ ବୃଦ୍ଧି ହେବ । ଆକସ୍ମିକ ଧନ ଲାଭ ହେବ । ନୂତନ କାମ ଆରମ୍ଭ କରିଲେ ସଫଳ ହେବେ । ଘର ପରିବାରରେ ଶାନ୍ତି ବଜୟର ରହିବ । ଯେଉଁ ମାନେ ବ୍ୟାପାର କରୁଛନ୍ତି ସେମାନଙ୍କର ଦିନ ରାତି ଉନ୍ନତି ହେବ । ବିଦେଶରେ ଯାଇ ପାଠ ପଢା ବା ଚାକିରି ଖୋଜୁଥିଲେ ନିଶ୍ଚୟ ସଫଳ ହେବେ ।

ତୁଳା ରାଶି : ଶେଷ ରାଶିଟି ହେଉଛି ତୁଳା ରାଶି । ଆପଣଙ୍କୁ ଆର୍ଥିକ ଲାଭ ମିଳିବ । ପୂର୍ବରୁ କରୁଥିବା ନିବେଶରେ ଲାଭ ପାଇବେ । ଦାଂପତ୍ଯ ଜୀବନରେ ସୁଖର ସମୟ ଆସୁଛି । ଜୀବନରେ ବଡ ପରିବର୍ତ୍ତନ ହେବାକୁ ଯାଉଛି ଯାହା ଆପଣ କେବେ ଭାବି ନାହାନ୍ତି । ଆପଣଙ୍କ ଜୀବନରେ ଖୁସି ହିଁ ଖୁସି ଆସିବ । ବନ୍ଧୁଙ୍କ ସହଯୋଗ ମିଳିବ । ଲକ୍ଷ୍ମୀ ଯୋଗ କାରଣରୁ ଜବରଦସ୍ତ ଲାଭ ମିଳିବ । ନୂଆ ବାହନ ବା ଘର କ୍ରୟ କରିପାରିବେ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *