ଦୀପାବଳି ଦିନ କରନ୍ତୁ ଏହି କାମ, ଘରକୁ ହେବ ଧନର ଆଗମନ- ନିଶ୍ଚୟ କରିକି ଦେଖନ୍ତୁ

ଦୀପାବଳି ଦିନ ଧନର କାମନା କରାଯାଏ । ପୂର୍ବ କାଳରେ ଏହି ଦିନ ସାଧୁସନ୍ଥ ମାନେ ସିଦ୍ଧ ପ୍ରାପ୍ତ ପାଇଁ କାମନା କରିଥାନ୍ତି । ଏଥି ପାଇଁ ସେ ମନ୍ତ୍ର ଜପକରି ଶ୍ରଦ୍ଧା ଦେଖାଇଥାନ୍ତି । ଏହି ଦୀପାବଳିରେ ଆମେ ଏହି ଉପାୟକୁ ଆପଣେଇ ନିଜର ଆର୍ଥିକ ସଙ୍କଟରୁ ମୁକ୍ତି ପାଇ ପାରିବା । ଆସନ୍ତୁ ଆମେ ଆଜି ଶାସ୍ତ୍ରରେ ଲେଖା ହୋଇଥିବା ଏମିତି କିଛି ଉପାୟ ବିଷୟରେ ଜାଣିବା ଯାହା ଦ୍ୱାରା ଆମେ ଆମର ଆର୍ଥିକ ସଙ୍କଟ ଦୂର କରିପାରିବା ।

ଯଦି ଆପଣ ଚାହୁଁଞ୍ଚନ୍ତି କି ଆପଣଙ୍କ ଆୟର ବୃଦ୍ଧି ହେଉ ତେବେ ଆପଣ ଦୀପାବଳି ଦିନ ମୁଗ, ହରଡ, ଦହି ଓ ସିନ୍ଦୁର ନେଇ ଓସ୍ତ ବୃକ୍ଷ ମୂଳରେ ରଖନ୍ତୁ ଏବଂ ଗୋଟେ ଦୀପ ଜଳାନ୍ତୁ ।

ଯଦି ଆପଣ ଚାହୁଁଞ୍ଚନ୍ତି କି ଆପଣଙ୍କ ଜଲ୍ଦି ଧନ ଲାଭ ହେଉ ତେବେ ଆପଣ ଦୀପାବଳି ଦିନ ସନ୍ଧ୍ଯା ସମୟରେ ବରଗଛର ଓହଳରେ ଗଣ୍ଠି ଲଗେଇ ଦିଅନ୍ତୁ ଏବଂ ଧନ ଲାଭ ପରେ ତାକୁ ଖୋଲି ଦିଅନ୍ତୁ ।

ଆଖୁ ଗଛର ଚେରରେ ନାଲି କପଡାରେ ଘୋଡାଇ ସିନ୍ଦୁର ଓ ନାଲି ଚନ୍ଦନ ଲଗାଇ ଧନ ବକ୍କ୍ଷାରେ ରଖିଲେ ଧନ ବୃଦ୍ଧି ହୋଇଥାଏ । ମା ଲକ୍ଷ୍ମୀଙ୍କର ପୂଜା ସମୟରେ ପୂଜା ଥାଳିରେ ଗୋମତୀ ଚକ୍ର ରଖି ପୂଜା କଲେ ଧନ ବୃଦ୍ଧି ହୋଇଥାଏ ।

ଓସ୍ତ ଗଛର ପତ୍ରରେ ଦୀପଜାଳି ପାଣିରେ ଭସେଇଲେ ଆର୍ଥିକ ସଙ୍କଟରୁ ମୁକ୍ତି ମିଳିଥାଏ ।

ଦୀପାବଳି ପୂଜନ ପରେ ହାତରେ କଳା ତିଳ ନେଇ ପରିବାର ସବୁ ସଦସ୍ୟଙ୍କ ଉପରେ ସାତଥର ବୁଲାଇ ଫିଙ୍ଗି ଦିଅନ୍ତୁ ଏହା କଲେ ମାନତି କି ଧନହାନି ହୁଏ ନାହିଁ ।

ତୁଳସୀ ଗଛ ରେ ନାଲି ନହେଲେ ହଳଦିଆ କପଡା ବାନ୍ଧନ୍ତୁ ଏବଂ ଘିଅ ଦୀପ ଜାଳନ୍ତୁ ।

ଦୀପାବଳି ଦିନ ପେଚା ଚିତ୍ର ନିଜ ତିଜୋରି ରେ ଲଗାନ୍ତୁ, କୁହାଯାଏ କି ପେଚା ସବୁ ପୁର୍ଣିମା ରେ ଓସ୍ତ ଗଛ ଚାରି ଆଡେ ବୁଲେ କାହିଁକିନା ଓସ୍ତ ଗଛ ରେ ମା ଲକ୍ଷ୍ମୀ ବିରାଜନ୍ତି ଏବଂ ପେଚା ମାଙ୍କ ପାଇଁ ବହୁତ ଭଲ ସଂକେତ ।

ଦେବୀ ଲକ୍ଷ୍ମୀଙ୍କ ପୂଜା ସମୟ ରେ ଥାଳି ରେ ଗୋମତି ଚକ୍ର ରଖିଲା ପରେ ହି ମାଙ୍କର ପୂଜା କରନ୍ତୁ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଖବର ଓଡିଆ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *