ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତ୍ତି, DNA ଟେଷ୍ଟ କରିବା ଜରୁରୀ ନୁହେଁ…. ଦେଖନ୍ତୁ କଣ ସମ୍ପୁର୍ଣ୍ଣ ଖବର

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ଡିଏନଏ ଟେଷ୍ଟ କରିବା ବାଧ୍ୟତା ମୂଳକ ନୁହେଁ ବୋଲି ଜଣା ପଡିଛି । କୌଣସି ବ୍ୟକ୍ତିଙ୍କୁ ଡିଏନଏ ଟେଷ୍ଟ କରିବା ପାଇଁ ବାଧ୍ୟ କରିବା ତାଙ୍କ ବ୍ୟକ୍ତିଗତ ସ୍ଵାଧୀନତା ଓ ଗୋପନୀୟତା ଅଧିକାର ଉ-ଲଂ-ଘ-ନ ଅଟେ ବୋଲି ସୁପ୍ରିମ କୋ-ର୍ଟ ରାଏ ଦେଇଛନ୍ତି । ଏହା ସେହି ବ୍ୟକ୍ତି ଉପରେ ସାମାଜିକ ପ୍ରଭାବ ପଡିପାରେ । ପଞ୍ଜାବର ଜଣେ ବ୍ୟକ୍ତିଙ୍କ ଆବେଦନ ଉପରେ ସୁପ୍ରିମ କୋ-ର୍ଟ ଏପରି ନିଷ୍ପତି ସୁନାଇଛନ୍ତି । ସମ୍ପୃକ୍ତ ବ୍ୟକ୍ତି ହରିୟାନା ସୁପ୍ରିମ କୋ-ର୍ଟଙ୍କ ନିର୍ଦେଶକୁ ଚ୍ୟାଲେଞ୍ଜ କରି ସରବୋଚ ନ୍ୟାୟାଳୟର ଦ୍ଵାରସ୍ଥ ହୋଇଥିଲେ ।

ପୂର୍ବରୁ ସମ୍ପତିରେ ଅଂଶ ଦାନ ପାଇବା ପାଇଁ ଡିଏନଏ ଟେଷ୍ଟ କରିବା ପାଇଁ ହାଇ କୋ-ର୍ଟ ତାଙ୍କୁ ନିର୍ଦେଶ ଦେଇଥିଲେ । ପଞ୍ଜାବର ତିନି ଭଉଣୀ ଅଶୋକ କୁମାର ନାମକ ବ୍ୟକ୍ତିଙ୍କୁ ଭାଇ ବୋଲି ଅସ୍ଵୀକାର କରିବା ସହ ସମ୍ପତିର ଭାଗ ଦେବାକୁ ମନା କରି ଦେଇଥିଲେ । ଏହା ସହ ଅଶୋକ ତାଙ୍କ ବାପା ମା ଙ୍କର ପୁଅ ନୁହନ୍ତି ବୋଲି ଯୁ-କ୍ତି-ତ-ର୍କ ହୋଇଥିଲା । ଏହି ମାମଲା କାଲକା କୋ-ର୍ଟରେ ପହଞ୍ଚିଥିଲା । ସେହି ତିନି ଭଉଣୀ ଅଶୋକ କୁମାରଙ୍କ ଡିଏନଏ ଟେଷ୍ଟ କରିବା ପାଇଁ କୋ-ର୍ଟକୁ ପ୍ରସ୍ତାବ ଦେଇଥିଲେ । କିନ୍ତୁ ଜଜ ତାଙ୍କର ଏହିଭଳି ପ୍ରସ୍ତାବ କୁ ଖାରଚା କରିଥିଲେ ।

ତେବେ ଏହି ସମସ୍ୟାର କୌଣସି ସମାଧାନ ନ ହୋଇ ପାରିବାରୁ ପରେ ଏହି ମାମଲା ପଞ୍ଜାବୋ ହରିୟାନା ହାଇ କୋ-ର୍ଟରେ ପହଞ୍ଚି ଥିଲା । ୨୦୧୯ ମାର୍ଚ୍ଚ ମାସରେ ସମ୍ପତିରେ ଭାଗ ପାଇବା ପାଇଁ ହାଇକୋଟ ତାଙ୍କୁ ଡିଏନଏ ଟେଷ୍ଟ କରିବା ପାଇଁ ନିର୍ଦସେ ଦେଇଥିଲେ । ଏହା ପରେ ଶୋକ କୁମାର ହାଇକୋ-ର୍ଟର ଆଦେଶକୁ ଚ୍ୟାଲେଞ୍ଜ କରି ସୁପ୍ରିମ କୋ-ର୍ଟରେ ଆବେଦନ କରିଥିଲେ । ଜଷ୍ଟିସ ଆର ସୁବାସ ରେଡି ଓ ଋଷିକେଶ ରାଏ ଙ୍କୁ ନେଇ ଗଠିତ ହୋଇଥିବା ଏହି ମାମଲାରେ ରାଏ ଶୁଣାଇ ଛନ୍ତି । କୌଣସି ବି ପରିସ୍ଥିତି ରେ ସମ୍ପର୍କ ପ୍ରମାଣ କରିବା ପାଇଁ ଡିଏନଏ ଟେଷ୍ଟ ପାଇଁ ନିର୍ଦେଶ ଦେବା ଉଚିତ ନୁହେଁ ବୋଲି ସୁପ୍ରିମକୋ-ର୍ଟ ଦେଇଛନ୍ତି ।

ଅନ୍ୟ ପ୍ରମାଣ ଆଧାରରେ ଶୁଣାଣୀ ହେବା ସହ ନ୍ୟାୟା ମିଳି ପାରିବ ବୋଲି ଜଜ କହିଛନ୍ତି । ଡିଏନଏ ପରୀକ୍ଷାରେ ଜଣେ ବ୍ୟକ୍ତିଙ୍କୁ ଗୋପନୀୟତା ଅଧିକାର ଭ୍ରମିତ କରେ ଓ ଏହାର ସାମାଜୟକ ପ୍ରଭାବ ରହିପାରେ ବୋଲି ସୁପ୍ରିମକୋ-ର୍ଟ କହିଛନ୍ତି । ୨୦୧୯ରେ ଅଶୋକ କୁମାରଙ୍କ ଡିଏନଏ ଟେଷ୍ଟ କରିବା ପାଇଁ ନିର୍ଦେଶ ଦେଇଥିଲେ ପଞ୍ଜାବ ଓ ହରିୟାନା ହାଇକୋ-ର୍ଟ । ଅଶୋକ କୁମାର ତାଙ୍କ ବାପାଙ୍କର ପୁଅ ବୋଲି ପ୍ରମାଣ କରିବା ପାଇଁ ତାଙ୍କର ଡିଏନଏ ଟେଷ୍ଟ କରିବା ଜରୁରୀ ବୋଲି ହାଇକୋ-ର୍ଟ ନିର୍ଦେଶ ଦେଇଥିଲା । କିନ୍ତୁ ଅଶୋକ କୁମାର ଏହା କରିବା ପାଇଁ ମନା କରି ଦେଇଥିଲେ ।

ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *