ଡାକ୍ତର ମାନଙ୍କର ଉଡିଗଲା ହୋସ ଯେତବେଳେ ଦେଖିଲେ ରୋଗୀର MRI ରିପୋର୍ଟ, ମସ୍ତିସ୍କରେ ଘେରି ରହିଛନ୍ତି କୀଟ ହିଁ କୀଟ

ଜେନ ବ୍ୟକ୍ତି ଲାଗାତାର ମୁଣ୍ଡ ବିନ୍ଧା ହେଉଥିଲା ତ କେବେ ତାଙ୍କ ଆଖିର ଆଗରେ ଅନ୍ଧାର ଛାଇଯାଉ ଥିଲା । ୪୬ ବର୍ଷୀୟ ସେହି ବ୍ୟକ୍ତି ବୁଝିପାରୁ ନଥିଲା କି ,ତା ସହିତ କଣ ହେଉଛି ବୋଲି । ସେଥିପାଇଁ ସେ ଡାକ୍ତର ଙ୍କ ପାଖକୁ ଗଲେ ଏବଂ ନିଜର ପରୀକ୍ଷା କରାଇଲେ । ଡାକ୍ତର ପରୀକ୍ଷା କରିବା ପରେ ତାଙ୍କର ହୋସ ଉଡିଗଲା । ବ୍ୟକ୍ତିର ମତିସ୍କରେ କୀଟ ମାନେ ଘର ତିଆରି କରିସାରିଛନ୍ତି ଏବଂ ଏମିତି ତାଙ୍କର ସୁଅର ମାଂସ ଖାଇବା କାରଣରୁ ହୋଇଥିଲା ।

ପୀଡିତ ବ୍ୟକ୍ତିର ନାମ ଝୁ ଜାଁଗ୍ନଫା ଅଟେ । ସେ ଚୀନର ବାସିନ୍ଦା ଅଟନ୍ତି । ଝୁ ଙ୍କ ଶରୀର ଭିତରୁ ୭୦୦ ରୁ ଅଧିକ ପରଜୀବୀ ଫିଟାକୃମି ମିଳିଛି ,ଯାହା ତାଙ୍କ ମତିଷ୍କ ପର୍ଯ୍ୟନ୍ତ ପହଞ୍ଚି ଯାଇଛି ।

Image Courtesy: Google

ଫିତାକୃମିର ଅଣ୍ଡା ପ୍ରଥମେ ପେଟରେ ପହଞ୍ଚିଛି ଏବଂ ତାପରେ ରକ୍ତ ସାହାଯ୍ୟରେ ପୁରା ଶରୀରରେ ଖେଳାଇ ହୋଇଯାଇଛି । ଡାକ୍ତର କହିଛନ୍ତି କି ଏହି ଫିତାକୃମି ସୁଆର ମାଂସ ଜରିଆରେ ଝୁ ଙ୍କୁ ଶରୀରରେ ପହଞ୍ଚିଥିଲା ଏବଂ ତାର ସଂଖ୍ୟା ଲଗାତାର ବଢି ଚାଲି ଥିଲା ।

ଝୁ ଟିନିଏସିସ ନାମର ରୋଗରେ ପିଡିତ ଥିଲେ ,ଯାହା ଫିତାକୃମି ଟିନିଆ ସୋଲିୟମ ସଂକ୍ରମଣ ଦ୍ଵାରା ହୋଇଥାଏ । ଝୁ କହିଛନ୍ତି କି ସେ ଏକ ମାସ ପୂର୍ବରୁ ସୁଅର ର ମାଂସ ଖାଇଥିଲେ ,କିନ୍ତୁ ତାହା ସମ୍ପୂର୍ଣ ଭାବେ ପକା ଥିଲା କି ନାହିଁ ,ଏହା ବିଷୟରେ ତାଙ୍କୁ ଜଣା ନଥିଲା ।

Image Courtesy: Google

ଏହି ରୋଗରେ ପୀଡିତ ବ୍ୟକ୍ତି ଙ୍କୁ ଜୋର ମୁଣ୍ଡବିନ୍ଧା ,ଆଖି ସାମ୍ନାରେ ଅନ୍ଧାର ହୋଇଯିବା ଏବଂ ଭୁଲି ଯିବାର ଅଭ୍ଯାସ ହୋଇପାରେ । ଝୋଝିୟାଙ୍ଗ ୟୁନିଭର୍ସିଟି ସ୍କୁଲ ମେଡ଼ିସିନ ସହିତ ସମ୍ବନ୍ଧ ଥିବା ହସ୍ପିଟାଲ ର ଡାକ୍ତର କୀଟ ଗୁଡିକର ବଢିବାରୁ ରୋକିବା ପାଇଁ ଝୁ ଙ୍କୁ ଏନ୍ଟି ପେରାସିଟିକ ଔଷଧ ଦେଇଛନ୍ତି ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *