ଡ୍ରାଇଭିଂ ଲାଇସେନ୍ସ ସହ ଆଧାରକାର୍ଡ ଲିଙ୍କ କରାଇଛନ୍ତି କି ? ଯଦି କରାଇ ନାହାନ୍ତି, ତେବେ ତୁରନ୍ତ କରାଇ ନିଅନ୍ତୁ

ବନ୍ଧୁଗଣ, ଆଜିକାଲୀ ଦୁନିଆରେ ବହୁତ ଅପରାଧ ମାନ ପରିଲକ୍ଷିତ ହେଉଛି । ଅପରାଧର ର ସୀମା ଏତେ ବଢିଗଲାଣି ଯେ, ତାହା ସରକାରଙ୍କ ପକ୍ଷେ ମୁଣ୍ଡ ବଥାର କାରଣ ପାଲଟି ଯାଇଛି । ବନ୍ଧୁଗଣ ଏହି ସବୁ ଅପରାଧ କୁ ଦେଖି ସରାକର କିଛି ଦିନ ହେବ ବିଭିନ୍ନ ନିୟମ ମାନ ଲାଗୁ କରୁଛନ୍ତି ।

ମାତ୍ର ସାଧାରଣ ଜନତା ଙ୍କ ମନରେ ସରକାରଙ୍କ ବାରମ୍ବାର କିଛି ନା କିଛି ନିୟମ ବଦଳାଇବାକୁ ନେଇ ଅସନ୍ତୁଷ୍ଠ ପ୍ରକାଶ ହୋଇଅଛି । ବନ୍ଧୁଗଣ ଆଜି ଆମ୍ଭେ ଆପଣଙ୍କ ନିକଟକୁ ଡ୍ରାଇଭିଙ୍ଗ ଲାଇସେନ୍ସ ସହିତ ଆଧାର କାର୍ଡ ନିୟମ କୁ ଲାଗୁ କାରାଯାଇଅଛି । ଏହା ପ୍ରସଙ୍ଗରେ ସଂପୂର୍ଣ୍ଣ ବିବରଣୀ ପ୍ରଦାନ କରିବାକୁ ଯାଉଅଛୁ । ଆସନ୍ତୁ ଜାଣିବା ତାହା କଣ ଅଟେ ? ବନ୍ଧୁଗଣ, ଯଦି ଆପଣ ଡ୍ରାଇଭିଙ୍ଗ ଲାଇସେନ୍ସ ସହିତ ଆଧାର କାର୍ଡ ର ଲିଙ୍କ କରାଇ ନାହାନ୍ତି ତେବେ ତୁରନ୍ତ କରାଇ ନିଅନ୍ତୁ ।

ବନ୍ଧୁଗଣ ବର୍ତ୍ତମାନ ଡାଇଭିଙ୍ଗ ଲାଇସେନ୍ସ ସହିତ ଆଧାରକାର୍ଡ ଲିଙ୍କ କରିବା ବାଧ୍ୟତା ମୂଳକ ହୋଇ ସାରିଛି । ବନ୍ଧୁଗଣ ଯଦି ଆପଣ ଲିଙ୍କ କରିନାହାନ୍ତି ତେବେ ଆପଣଙ୍କୁ ଅନେକ ଅସୁବିଧାର ସମୁଖୀନ ହେବାକୁ ପଡିବ । ନକଲି ଡ୍ରାଇଭିଙ୍ଗ ଲାଇସେନ୍ସ କୁ ରୋକିବା ନିମନ୍ତେ ଏଭଳି ପଦକ୍ଷେପ ନିଆଯାଇଛି ବୋଲି ସରକାର କହିଛନ୍ତି ।

ବନ୍ଧୁଗଣ ବର୍ତ୍ତମାନ ରାଜ୍ୟ ରେ ନକଲି ଡ୍ରାଇଭିଙ୍ଗ ଲାଇସେନ୍ସ ଦେଖାଇ ଅନେକ ଗାଡି ଚାଳକ ଗାଡି ଚଳାଉଛନ୍ତି । ଏହା ଫଳରେ ନିୟମ ଅନୁଯାୟୀ ସେମାନେ ସରକାର ଙ୍କ କୌଣସି କଥାର ମାନ୍ୟତା ରଖୁ ନାହାନ୍ତି । ତେଣୁ ସରକାର ଏପରି ପଦକ୍ଷେପ ନେଇଛନ୍ତି ବୋଲି କହିଛନ୍ତି । ବନ୍ଧୁଗଣ ଡ୍ରାଇଭିଙ୍ଗ ଲାଇସେନ୍ସ ସହିତ ଆଧାରକାର୍ଡ ର ଲିଙ୍କ କିଭଳି କରିବେ ଜାଣନ୍ତୁ ସଂପୂର୍ଣ୍ଣ ବିବରଣୀ ।

ବନ୍ଧୁଗଣ ପ୍ରଥମେ ଆପଣ ଆପଣଙ୍କର ରାଜ୍ୟ ପରିବହନ ଆପ କୁ ଜାଆନ୍ତୁ । ସେଠାରେ ଲିଙ୍କ ଆଧାରେ ଉପରେ କ୍ଲିକ କରନ୍ତୁ । ଏହାପରେ ଡ୍ରପ ଡାଉନ ଅପସନ କୁ ଯାଇ ସେଠାରେ ଡ୍ରାଇଭିଙ୍ଗ ଲାଇସେନ୍ସ ଅପସନ ରେ କ୍ଲିକ କରନ୍ତୁ । ସେଠାରେ ଆପଣ ଆପଣଙ୍କ ଡ୍ରାଇଭିଙ୍ଗ ଲାଇସେନ୍ସ ନମ୍ବର ଦେବେ । ବନ୍ଧୁଗଣ ନମ୍ବର ଦେବା ପରେ ଗେଟ ଡିଟେଲ୍ସ ରେ କ୍ଲିକ କରନ୍ତୁ । ଏହାପରେ ଆପଣଙ୍କ ନାମବାରକୁ ଏକ ଓଟିପି ଯିବ । ଏହି ଓଟିପି ଦେଲାପରେ, ଆପଣଙ୍କ ଆଧାରକାର୍ଡ ଡ୍ରାଇଭିଙ୍ଗ ଲାଇସେନ୍ସ ରେ ଲିଙ୍କ ହୋଇଯିବ ।

ବନ୍ଧୁଗଣ ଆଧାରକାର୍ଡ ବର୍ତ୍ତମାନ ସବୁ କାର୍ଯ୍ୟରେ ଏକ ଆବଶ୍ୟକୀୟ ଜିନିଷ ପାଲଟି ଯାଇଅଛି । ବନ୍ଧୁଗଣ ଘରୋଇ ତଥା ସରକାରୀ ସବୁ କାର୍ଯ୍ୟ ରେ ଆଧାର କାର୍ଡ ର ଆବଶ୍ୟକତା ଅନିବାର୍ଯ୍ୟ ହେଉଅଛି । ବନ୍ଧୁଗଣ ଡିଏଲ ରିନୁଆଲ ପାଇଁ ମଧ୍ୟ ଆଧାରକାର୍ଡ ର ଆବଶ୍ୟକତା ରହିଅଛି । ବନ୍ଧୁଗଣ ଏଥିପାଇଁ ଆପଣଙ୍କୁ ଆର୍ଟିଓ ଅଫିସ ଯିବାକୁ ପଡିବ । ବନ୍ଧୁଗଣ ଦେଶରେ ନକଲି ଡ୍ରାଇଭିଙ୍ଗ ର କାରବାର ଧୃତ ଗତିରେ ବଢି ଚାଲିଛି । ଏହାକୁ ରୋକିବା ନିମନ୍ତେ ଏଭଳି ପଦକ୍ଷେପ ନେଇଛନ୍ତି ସରକାର । ବନ୍ଧୁଗଣ ଏହି ପ୍ରସଙ୍ଗ କୁ ନେଇ ଆପଣଙ୍କ ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *