ଦ୍ରୁତ ଗତିରେ ଉଚତା ବଢାଇବାର ଜବରଦସ୍ତ ଓ ସହଜ ଉପାୟ- Swami Ramdev

ବାବା ରାମଦେବ ଯୋଗ ଗୁରୁ ଯିଏ ବିଶ୍ଵ ପ୍ରସିଦ୍ଧ ଅଟନ୍ତି ତାଙ୍କ ଯୋଗ ପାଇଁ । ଆଜି ଆମେ ଜାଣିବା ଉଚତା କିପରି ବଢିବ ସେହି ବିଷୟରେ । ଉଚତା ନବଢିବାର ବହୁତ କାରଣ ହୋଇପାରେ କିନ୍ତୁ ବାବା ରାମ ଦେବ କିଛି ଗୁରୁତ୍ଵପୂର୍ଣ କଥା କହିଛନ୍ତି ଆସନ୍ତୁ ଜାଣିବା । ଛୁଆ ମାନଙ୍କର ଉଚତା ନ ବଢିବାର ମୁଖ୍ୟ ରୂପରେ ତିନୋଟୋ କାରଣ ଅଟେ ।

ପ୍ରଥମ ଯେଉଁ ଛୁଆ ମାନଙ୍କୁ ଥାଇରଡ, ପାରାଥାଇରଡ କି ପଛରେ କିଛି ଗ୍ଲାଣ୍ଡର ଅସୁବିଧା ରହିଥାଏ ଏହି କାରଣରୁ ଉଚତା ବଢିପାରୁ ନାହିଁ । ଛୁଆଙ୍କୁ ଶିର୍ଶସନ, ସର୍ବାଙ୍ଗ ଆସନ, ହଳାସନ, ଚକ୍ର ଆସନ, ପଶ୍ଚିମ ଉତ୍ତାନ ଆସନ ଏହି ପାଞ୍ଚୋଟି ଆସନ ନିଶ୍ଚିତ ରୂପରେ କରାନ୍ତୁ ।

Image Courtesy: Google

ଏଥିରେ ଥାଇରଡ ପାରା ଥାଇରଡ, ଗ୍ଲାଣ୍ଡର ଯାହାବି ଅନିୟମିତତା ହେବ ସବୁ ଦୂର ହୋଇଯାଇଥାଏ । ଏହା ପୁରା ସତ୍ୟ ଅଟେ ଓ ଏହା ବିଜ୍ଞାନ ଦ୍ଵାରା ପ୍ରମାଣିତ ହୋଇଛି ମଧ୍ୟ । ଦିତୀୟରେ ଉଚତା କମ ହେବାର କାରଣ ଏହା ହୋଇଥାଏ  ଚିଆମାନଙ୍କୁ ନ୍ୟୁଟ୍ରିସନଓ ମାଇକ୍ରୋ ନ୍ୟୂଟ୍ରିସନ ପୁରା ମିଳିପାରିନଥାଏ ।

Image Courtesy: Google

ଦେଶ ବିଦେଶରେ ଦେଖିବାକୁ ମିଳିଥାଏ ଯେଉଁ ଛୁଆମାନଙ୍କୁ ପୁରା ପୋଷଣ  ମିଳିଥାଏ ମାନେ ତାଙ୍କୁ କ୍ୟାଲସିୟମ, ଫସଫରସ, ପ୍ରୋଟିନ, ଭିଟାମିନ, ନ୍ୟୁଟ୍ରିସନ, ମାଇକ୍ରୋ ନ୍ୟୂତ୍ରିସନ ଶରୀରର ବିକାଶ ପାଇଁ କାରଣ ତା ହାଡ ବଢିଥାଏତ ଉଚତା ବଢିଥାଏ । ହାଡକୁ ଭଢାଇବା ପାଇଁ କ୍ଷୀର ଓ କ୍ଷୀରରୁ ଅଧିକ ଦହି ଉପଯୋଗୀ ହୋଇଥାଏ ।

Image Courtesy: Google

ଛୁଆମାନଙ୍କୁମାନଙ୍କୁ ଦହି ଖୋଇବା ଦରକାର, ଦୁଇ ଥର ଦହି ଓ ରାତି ସମୟରେ କ୍ଷୀର ଦେବେ । ସେଇ କ୍ଷୀରରେ ତାଙ୍କୁ ଶତାବର କି ଅଶ୍ଵଗନ୍ଧା ଦେଇପାରିବେ ନହେଲେ ଦୁଇଟି ମିଶାଇ ୧ ଗ୍ରାମ ୧ ଗ୍ରାମ ଦେଇପାରିବେ । ଏଥିରେ ପୋଷଣ ପୁରା ମିଳିଥାଏ ।

Image Courtesy: Google

ତୃତୀୟରେ କାହାକୁ କାହାକୁ ଜେନେଟିକାଲ ଉଚତା କମ ହୋଇଥାଏ । ଏଥିରେ ମଧ୍ୟ ସୁଧାର ଆଣି ପାରିବେ, ଆପଣ ଦେଖିଥିବେ ଯେଉଁ ମାନଙ୍କର ମାତା ପିତାଙ୍କର ଉଚତା କମ ହୋଇଥିଲେ ମଧ୍ୟ ଛୁଆ ମାନଙ୍କର ଉଚତା ବହୁତ ହୋଇଥାଏ । ଜେନେଟିକାଲ ଉଚତା କମ ଥିଲେ ମଧ୍ୟ ଏହି ଉପାୟ କରିବା ଦ୍ଵାରା ୫ ଫୁଟ ଉଚତା ପର୍ଯ୍ୟନ୍ତ ବଢିବା ସମ୍ଭାବନା ରହିଛି ଓ ହାତ ପାପୁଲିରେ ବୁଢା ଆଙ୍ଗୁଠିରେ ଯେଉଁ ଥାଇରଡ ପଏଣ୍ଟ ରହିଛି ତାକୁ ଦେବେଇବେ ।

Leave a Reply

Your email address will not be published. Required fields are marked *