Covid-19 ରେ ଦୁନିଆକୁ ଅଲବିଦା କହିଥିବା Bollywood ସେଲିବ୍ରେଟି

ବଲିଉଡ ଜଗତରେ ଜବରଦସ୍ତ ଅଭିନୟ କରି କଳାକାର ମାନେ ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ଲଗା ଜାଗା ସୃଷ୍ଟି କରି ପାରିଛନ୍ତି । ଏମିତି କିଛି କଳାକାର ମାନେ ଅଛନ୍ତି ଯେଉଁ ମାନେ ନିଜର ଷ୍ଟାଇଲିସ ଅନ୍ଦାଜ, ଆକ୍ସନ ଓ ପର୍ଶନାଲିଟି ପାଇଁ ବେଶ ଚର୍ଚ୍ଚା ରେ ରହିଥାନ୍ତି । ଗତ ବର୍ଷ ଠାରୁ ପୁରା ଦେଶରେ କ-ରୋ-ନା ଭାଇରସ ଆରମ୍ଭ ହେବା ପରେ ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ବଲିଉଡ ସେଲିବ୍ରେଟି ମାନେ କ-ରୋ-ନାରେ ଆକ୍ରାନ୍ତ ହୋଇ ମୃ-ତ୍ୟୁ-ବ-ର-ଣ କରିଛନ୍ତି । ତେବେ ଆସନ୍ତୁ ଜାଣିବା କୋଭିଡ଼-୧୯ରେ ମୃ-ତ୍ୟୁ-ବ-ର-ଣ କରିଥିବା ବଲିଉଡ କଳାକାର ମାନେ କିଏ ଥିଲେ ।

୧- ବିକ୍ରମଜିତ କବରପାଳ : ବଲିଉଡ ଇଣ୍ଡଷ୍ଟ୍ରିରେ ଜବରଦସ୍ତ ଅଭିନୟ କରି ଲୋକପ୍ରିୟ ଅଭିନେତା ଭାବେ ବିକ୍ରମଜିତ କବରପାଳ ପରିଚିତ ଅଟନ୍ତି । ଗତ ବର୍ଷ ସେ ମାତ୍ର ୫୨ ବର୍ଷ ବୟସରେ କ-ରୋ-ନାରେ ଆକ୍ରାନ୍ତ ହୋଇ ମୃ-ତ୍ୟୁ-ବ-ର-ଣ କରିଛନ୍ତି ।

୨- ସତୀଶ କଲ : ଆମ ଲିଷ୍ଟର ଦିତୀୟ ସ୍ଥାନରେ ଅଛନ୍ତି ପଞ୍ଜାବୀ ଅଭିନେତା ସତୀଶ କଲ ଯିଏ ମହାଭାରତରେ ଜବରଦସ୍ତ ଅଭିନୟ କରି ଲୋକଲୋଚନକୁ ଆସିଥିଲେ । ସେ ମାତ୍ର ୭୪ ବର୍ଷ ବୟସରେ କ-ରୋ-ନାରେ ପୀ-ଡି-ତ ହୋଇ ଥିବାରୁ ତାଙ୍କର ନି-ଧ-ନ ହୋଇଛି ।

୩- ଶ୍ରୀପଦା : ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଭୋଜପୁରୀ ଲୋକପ୍ରିୟ ଅଭିନେତ୍ରୀ ଶ୍ରୀପଦା ଯିଏ ନିଜର ଅଭିନୟ ଜାଦୁରେ ଦର୍ଶକ ମାନଙ୍କ ହୃଦୟ ଜିଣିଛନ୍ତି । ସେ କ-ରୋ-ନାରେ ଆକ୍ରାନ୍ତ ହୋଇ ଥିବାରୁ ମେ ୬ରେ ମୃ-ତ୍ୟୁ-ବ-ର-ଣ କରିଛନ୍ତି ।

୪- ଅଭିଳାସା ପାଟେଲ : ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ବଲିଉଡର ମସୁର ଅଭିନେତ୍ରୀ ଅଭିଳାସା ପାଟେଲ ଯିଏ ଫିଲ୍ମ “ଛିଚୋରେ”ରେ ଅଭିନୟ କରି ଚର୍ଚ୍ଚାକୁ ଆସିଥିଲେ । ସେ ଗତ କିଛି ଦିନ ତଳେ କ-ରୋ-ନାରେ ଆକ୍ରାନ୍ତ ହୋଇ ମୃ-ତ୍ୟୁ-ବ–ରଣ କରିଛନ୍ତି ।

୫- ଚନ୍ଦ୍ରୋ ତୋମର : ଆମ ଲିଷ୍ଟ ପଞ୍ଚମ ସ୍ଥାନରେ ଅଛନ୍ତି ଯିଏ ସୁଟର ଦାଦି ଭାବେ ଫିଲ୍ମ “ଷାଣ୍ଢ କି ଆଙ୍ଖ” ରେ ଅଭିନୟ କରି ଲୋକପ୍ରିୟ ହୋଇଥିଲେ । ସେ କ-ରୋ-ନାରେ ଆ-କ୍ରାନ୍ତ- ହୋଇ ଏପ୍ରିଲ ୩୦ରେ ମାତ୍ର ୮୯ ବର୍ଷ ବୟସରେ ମେରଟ ହସପିଟାଲରେ ମୃ-ତ୍ୟୁ-ବ-ର-ଣ କରିଛନ୍ତି ।

୬- ରୋହିର ସରଦାନା : ଆମ ଲିଷ୍ଟ ଷଷ୍ଠ ସ୍ଥାନରେ ଅଛନ୍ତି ନାମିଦାମି ସମବାଦିକ ରୋହିର ସରଦାନା ଯିଏ ନିଜର ପ୍ରଦର୍ଶନ ପାଇଁ ଖୁବ ଲୋକପ୍ରିୟ ଥିଲେ । ସେ କ-ରୋ-ନାରେ ଆ-କ୍ରା-ନ୍ତ ହେବ ପରେ ଚିକିତ୍ସିତ ହେବା ଅବସ୍ଥାରେ ହାର୍ଟ ଆଟାକରେ ତାଙ୍କର ପ-ର-ଲୋ-କ ଘଟିଥିଲା ।

୭- ପାଣ୍ଡୁ : ଆମ ଲିଷ୍ଟର ସପ୍ତମ ସ୍ଥାନରେ ଅଛନ୍ତି ଲୋକପ୍ରିୟ ଅଭିନେତା ପାଣ୍ଡୁ ଯିଏ ନିଜର ଜବରଦସ୍ତ ଅଭିନୟ ପାଇଁ ପରିଚିତ । ସେ ଅନେକ ସମୟ ଧରି କ-ରୋ-ନାରେ ପୀଡିତ ହୋଇ ଚିକିତ୍ସିତ ହେବା ଅବସ୍ଥାରେ ମୃ-ତ୍ୟୁ-ବ-ର-ଣ କରିଛନ୍ତି ।

୮- ରାମୁ : ଆମ ଲିଷ୍ଟର ଆଶ୍ରମ ସ୍ଥାନରେ ଅଛନ୍ତି କାନାଡା ଫିଲ୍ମର ପ୍ରଡ୍ୟୁସର ରାମୁ ଯିଏ କ-ରୋ-ନାରେ ଆକ୍ରାନ୍ତ ହୋଇ ଏପ୍ରିଲ ୨୬ରେ ମୃ-ତ୍ୟୁ-ବ-ର-ଣ କରିଛନ୍ତି । ସେ ତାଙ୍କ କ୍ଯାରିୟରରେ ଅନେକ ଫିଲ୍ମରେ ପ୍ରଡ୍ୟୁସର କରିଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *