ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଗତ ଅକାଳି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରଗଡ ଯାତ୍ରା ରେ ଯାଇଥିଲେ । ସେଠାରେ ତାଙ୍କୁ ଦେଖିବା ପାଇଁ ଲୋକ ମାନଙ୍କର ଭିଡ ଜମିଥିଳା । ଏହି ସମୟରେ ଏକ ଘଟଣା ସାମନାକୁ ଆସିଥିଲା । ଏହି ଭିଡିଓ ରେ ଆପଣ ମାନେ ଏହି ବୁଢୀ ମାଙ୍କୁ ଦେଖି ପାରିବେ ଯାହାଙ୍କର ନାୟସ ୯୦ ବର୍ଷ ପାର ହେଲାଣି । ବୁଢୀ ମା ଭାବିଥିଲେ ତାଙ୍କ ରାଜ୍ୟ କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସିଛନ୍ତି ତାଙ୍କୁ ଦେଖା କରି ନିଜ ଦୁଖ ଜଣାଇବେ ।

ସେଥିପାଇଁ ବୁଢୀ ମା ଜଣକ କେତେ ଦୂରରୁ ଚାଲି ଚାଲି ମୁଖ୍ୟମନ୍ତ୍ରୀ ଙ୍କୁ ଦେଖା କରିବା ପାଇଁ ଆସିଥିଲେ । ମୁଖ୍ୟମନ୍ତ୍ରୀ ଙ୍କ କାର୍ଯ୍ୟକ୍ରମ ରେ ବୁଢୀ ମା ପହଞ୍ଚି ଥିଲେ ସତ କିନ୍ତୁ ତାଙ୍କୁ ଦେଖା କରି ପାରିବାର ସୌଭାଗ୍ୟ ବୁଢୀ ମା ପାଇଲେ ନାହି । ବୁଢୀ ମା ଙ୍କୁ ମାସକୁ ଭତ୍ତା ୫୦୦ ଟଙ୍କା ମିଳୁଛି । ପୁଅ ମାନେ ତାଙ୍କୁ ଅଣହେଳା କରୁଛନ୍ତି । ବୁଢୀ ମା ର ଅଣ୍ଟା ନାଇଁ ପଡିଲାନି ସେଥିପାଇଁ ନଇଁ ନଇଁ ଚାଲୁଛନ୍ତି । ତଥାପି ବୁଢୀ ମା ଙ୍କ ମନରେ ଆଶା ଥିଲା ଯେ ମୋ ରାଜ୍ୟର ମନ୍ତ୍ରୀଙ୍କୁ ଭେଟିବି ଓ ମୋ ଦୁଖ ଜଣାଇବି । କିନ୍ତୁ ତାଙ୍କର ଇଚ୍ଛା ଅଧାରୁ ରହିଗଲା ।
ପୋଲିସ ମାନେ ବୁଢୀ ମା ଙ୍କୁ ମନ୍ତ୍ରୀଙ୍କ ସହ ଭେଟ କରିବାକୁ ଦେଇ ନ ଥିଲେ । ଶେଷରେ ନିରାଶା ହୋଇ ବୁଢୀ ମା ଫେରି ଯାଇଥିଲେ । ବୁଢୀ ମା ନିଜ ରାଈ ରେ କହିଛନ୍ତି ଯେ ତାଙ୍କର ସ୍ଥାନୀୟ ନେତା ମୁଖ୍ୟମନ୍ତ୍ରୀ ଭତ୍ତା ବଢାଇବେ ବୋଲି ମିଛ ପ୍ରତିଶ୍ରୁତି ଦେଇ କାର୍ଯ୍ୟକ୍ରମ କୁ ଡ଼ାକିଥିଲେ । କାର୍ଯ୍ୟକ୍ରମ ରେ ପହଞ୍ଚିବା ପରେ ପୋଲିସ ମାନେ ତାଙ୍କୁ ଘେରୁ କରିଥିଲେ ଓ ଭିତରକୁ ଯିବା ପାଇଁ ଅନୁମତି ଦେଇ ନ ଥିଲେ । ଯାହା ବୁଢୀ ମା ଜଣକ ଦୁଖ ରେ ସେଠାରୁ ଖାଲି ହାତରେ ଫେରିଥିଲେ ।

ତେବେ ବୃଦ୍ଧ ମହିଳା ଙ୍କୁ ଏମିତି ମିଛ କଥା କହି କଣ ପାଇଁ କାର୍ଯ୍ୟକ୍ରମ କୁ ଡକାଗଲା ତାହା ଏବେ ବଡ ପ୍ରସବ ଉଠିଛି । ବର୍ତ୍ତମାନ ଏହି ଘଟଣା କୁ ଗଣ ମାଧ୍ୟମରେ ଖୁବ ଜୋରସୋର ରେ ଚର୍ଚ୍ଚା ଚାଲିଛି । ତେବେ ବୁଢୀ ମା ଙ୍କର ଆଗକୁ କଣ ହେବ ଓ ତାଙ୍କ କଥା କିଏ ବୁଝିବ ତାହା ଏବେ ପ୍ରଶ୍ନ ଉଠୁଛି । ତାଙ୍କ ପୁଅ ମାନେ ବୁଢୀ ମା କୁ ଘରୁ ବାହାର କରି ଦେଇଛନ୍ତି । କେହି ତାଙ୍କର ସାହାରା ନାହାନ୍ତି ବୋଲି ବୁଢୀ ମା ଜଣକ ମତଦାନ କରିଛନ୍ତି ।
ବନ୍ଧୁଗଣ ଏହି ଦୁଖୀନୀ ବୁଢୀ ମା ଙ୍କର ଦୁଖ କାହାଣୀ କୁ ନେଇ ଆପଣଙ୍କର ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।
