ବନ୍ଧୁଗଣ, ମନୁଷ୍ୟ ଶରୀରରେ ନାନା ପ୍ରକାରର ଅଙ୍ଗ ପ୍ରତ୍ୟାଙ୍ଗ ରହିଅଛି । ଶରୀରର ଶିରା ପ୍ରଶିରା ସେଥି ମଧ୍ୟରୁ ସବୁଠାରୁ ମହତ୍ଵପୂର୍ଣ୍ଣ ଭୂମିକା ନିଭାଇ ଥାଏ । ଯଦି କୌଣସି କାରଣରୁ ଆମ ଶରୀରର ଶିରା କାମ କରିବା ବନ୍ଧ କରିଦିଏ ଅଥବା ବ୍ଲୋକେଜ ହୋଇଯାଏ ତେବେ ଆମେ ବହୁତ ବଡ ବିପତ୍ତି ର ସମୁଖୀନ ହୋଇଥାଉ । ବନ୍ଧୁଗଣ ଏମିତି ଏକ ସମୟ ଆସିଥାଏ ଯେତେବେଳେ ଆମ ହୃଦୟ କାମ କରିବା ବନ୍ଧ କରିଦେଇଥାଏ ।
ଏହା ଫଳରେ ହାର୍ଟ ଆଟାକ ଆସିଯାଇଥାଏ । ବନ୍ଧୁଗଣ ଆମ ଶରୀରର ଶିରା ବନ୍ଧ ହେବା କାରଣରୁ ଆମ ଶରୀରରେ ନାନା ପ୍ରକାରର ରୋଗ ମାନ ଦେଖାଯାଇଥାଏ । ଯଦି ଆମ ଶରୀରରେ ରକ୍ତ ର ପ୍ରବାହ ବନ୍ଧ ହୋଇଯିବ ତେବେ, ଶରୀରର ଅଙ୍ଗ ଗୁଡିକ ଚଳ ପ୍ରଚଳ ହେବା ପାଇଁ ରକ୍ତ ମିଳିପାରିବ ନାହିଁ । ଏହା ସହିତ ଅକ୍ସିଜେନ୍ସ ମଧ୍ୟ କମ ମିଳିବ ଯାହା ଫଳରେ ଶରୀରର ଅର୍ଗାନ ଗୁଡିକ ସଠିକ ଭାବେ କାମ କରିବ ନାହିଁ ।
ବନ୍ଧୁଗଣ ଯଦି ଆପଣଙ୍କ କିଡ୍ନି କୁ ଅମ୍ଳଜାନ ସଠିକ ଭାବେ ନ ମିଳିବ ତେବେ ଆପଣଙ୍କ କିଡ୍ନି ସଠିକ ଭାବେ ରକ୍ତକୁ ପ୍ୟୁରିଫାଏ କରିପାରିବ ନାହିଁ । ବନ୍ଧୁଗଣ ଆମ ଶରୀରରେ ଯଦି ରକ୍ତ ର ପ୍ରଭାବ କମ ହେଉଅଛି ତେବେ ଆମ୍ଭକୁ ଆଳସ ଲାଗିବା ସାହିତ କୌଣସି କାର୍ଯ୍ୟରେ ମନ ଲାଗିବ ନାହିଁ । ବନ୍ଧୁଗଣ ଆଜି ଆମେ ଆପଣଙ୍କ ପାଇଁ ଏହି ଉପାୟଟି ନେଇ ଆସିଛୁ ଯାହାକୁ ବ୍ୟବହାର କରିବା ଦ୍ଵାରା ଆପଣ ନିଜକୁ ଉଚ୍ଚିତ ମନେ କରିବେ ।
ବନ୍ଧୁଗଣ ଏହି ଉପାୟଟି କରିବା ପାଇଁ ଆପଣଙ୍କୁ ୪ ଟି ଜିନିଷର ଆବଶ୍ୟକ ହେବ । ସେହି ଜିନିଷ ଗୁଡିକ ହେଉଛି, ଲାଉ, ଧନିଆ, ପୋଦିନା, ଏବଂ ତୁଳସୀ ପତ୍ର । ବନ୍ଧୁଗଣ ଲାଉ ରସ ୧ ଗ୍ଳାସ, ୧୦ ଟି କରି ପତ୍ର ଧନିଆ, ପୋଦିନା ଏବଂ ତୁଳସୀ ର ନିଅନ୍ତୁ । ଲାଉ ରସ କାଢି ଆପଣଙ୍କୁ ଧନିଆ, ପୋଦିନା, ତୁଲସୀ ଆଦି ପତ୍ର କୁ ବାଟି ସେହି ରସ ରେ ମିଶାଇ ଦିଅନ୍ତୁ ।
ବନ୍ଧୁଗଣ ଏହି ସବୁ ପତ୍ର ମାନଙ୍କର ଅନେକ ଗୁଡିଏ ଔଷଧୀୟ ଗୁଣ ରହିଅଛି । ଆପଣଙ୍କୁ ଏହି ମିଶ୍ରଣଟିକୁ ଲଗାତାର ୬ ରୁ ୭ ମାସ ପିଇବାକୁ ହେବ । ଏହା ଫଳରେ ଆପଣଙ୍କର ସମସ୍ତ ବନ୍ଧ ହୋଇଯାଇଥିବା ଶିରା ଗୁଡିକର ବ୍ଲୋକେଜ ମଧ୍ୟ ଖୋଲିଯିବ । ବନ୍ଧୁଗଣ ଯଦି ଆମ ଶରୀରରେ ୮୦ ରୁ ୯୦ ଭାଗ ବ୍ଲୋକେଜ ହୋଇଯାଏ ତେବେ, ଡାକ୍ତର କୁହନ୍ତି ଯେ ଆପଣଙ୍କୁ ହାର୍ଟ ଆଟାକ ହୋଇପାରେ । ଏହା ସହିତ ଖାଦ୍ଯ ଖାଇବାର ମଧ୍ୟ ଧ୍ୟାନ ଦେବାକୁ ହେବ । କାରଣ ଶରୀରର ସନ୍ତୁଳନ ସଠିକ ନ ରହିଲେ ନାନା ପ୍ରକାର ରୋଗ ମାଡିବସିବା ସହିତ ଶରୀରର ଓଜନ ମଧ୍ୟ ବୃଦ୍ଧି ହୋଇଥାଏ ।
ବନ୍ଧୁଗଣ ଆମକୁ ସାଧାରଣତ ସବୁଜ ପନିପରିବା ସହିତ ତାଜା ଫଳ ମଧ୍ୟ ଖାଇବା ଦରକାର । ବନ୍ଧୁଗଣ ଏହି ଉପାୟ ଟି କରିବା ଦ୍ଵାରା ଆପଣ ସଂପୂର୍ଣ୍ଣ ଭାବେ ସଠିକ ରହିପାରିବେ,କାରଣ ଶରୀର ଠାରୁ ମୂଲ୍ଯବାନ ସମ୍ପଦ ଦୁନିଆରେ ଅନ୍ୟ କିଛି ନାହିଁ । ଦରସାକବନ୍ଧୁ ଆପଣଙ୍କୁ ଏହି ବିବରଣୀଟି ଭଲ ଲାଗିଲେ ଗୋଟିଏ ଲାଇକ କରନ୍ତୁ ।