ବନ୍ଧୁଗଣ, କ-ରୋ-ନା ଭା-ଇ-ର-ସ ଭ୍ୟାକ୍ସିନ କୁ ନେଇ ସ୍ପେନ ରୁ ଏକ ରିପୋର୍ଟ ଆସିଅଛି । ବନ୍ଧୁଗଣ ରିପୋର୍ଟ ଅନୁଯାଇ ଭ୍ୟାକ୍ସିନ ନେବା ପରେ ଏହାର ଦ୍ଵିତୀୟ ଡୋଜ ନେବା ଅତ୍ୟଧିକ ସୁରକ୍ଷିତ ତଥା ପ୍ରଭାବିତ ଅଟେ ।
ବନ୍ଧୁଗଣ ରିପୋର୍ଟ ଅନୁସାରେ ୬୦୦ ରୁ ଅଧିକ କରାଯାଇଥିବା ପରୀକ୍ଷଣ ପଶ୍ଚାତ ଏହି ନିଷ୍ପତ୍ତି ଉପରେ ନିର୍ଦ୍ଧାରିତ ହୋଇଅଛି ଯେ, ଦୁଇଟି ଅଲଗା ଅଲଗା ଭ୍ୟାକ୍ସିନ ଅଧିକ କାର୍ଯ୍ୟକାରୀ ଅଟନ୍ତି । ବନ୍ଧୁଗଣ ଆସନ୍ତୁ ଏହି ଷ୍ଟଡି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା । ବନ୍ଧୁଗଣ ଏହା ଏକ ପ୍ରଥମ ପରିଣାମ ଅଟେ ଯେ, ଦୁଇଟି ଭ୍ୟାକ୍ସିନ ର ସଂଯୋଜନ ର ଲାଭ କୁ ପ୍ରଦର୍ଶନ କରୁଛନ୍ତି । “ଦିକାଲୁସ୍ଥୋର ହେଲଥ ଇଂଷ୍ଟିଟ୍ୟୁଟ” ର କହିବା ଅନୁସାରେ, ଏହି ଦୁଇଟି ଅଲଗା ଅଲଗା ଭ୍ୟାକ୍ସିନ ଅତ୍ୟଧିକ ପ୍ରଭାବିତ ଅଟନ୍ତି । ଏହି ଇଂଷ୍ଟିଟ୍ୟୁଟ ନିଜର ଷ୍ଟଡି କୁ କୋମ୍ବିଭ୍ୟାକ୍ସ ନାମ ଦେଇଅଛି ।
ଏହି ଷ୍ଟଡିରେ ୭ ବର୍ଷ ରୁ କମ ୧୭୩ ଲୋକଙ୍କ ଉପରେ ପରୀକ୍ଷଣ କରାଗଲା । ଏଥିରେ ସେହି ଲୋକ ମାନଙ୍କୁ ବଛାଗଲା ଯେଉଁମାନେ ASTRAZENECA ଭ୍ୟାକ୍ସିନ ର ପ୍ରଥମ ଡୋଜ ନେଇ ସାରିଛନ୍ତି । ଏହି ଡୋଜ ନେବାର ୮ ମ ସପ୍ତହ ବିତିଯାଇଥିବା ଲୋକଙ୍କ ଉପରେ ପରୀକ୍ଷଣ କରାଗଲା । ଏଥିରୁ ୪୪୧ ବ୍ୟକ୍ତିଙ୍କୁ ଭ୍ୟାକ୍ସିନ ର ଦ୍ଵିତୀୟ ଡୋଜ PFIZER ର ଦିଆଗଲା । ଏବଂ ୨୩୨ ଲୋକଙ୍କୁ ଏହି ଡୋଜ ଦିଆଗଲା ନାହିଁ ।
ବନ୍ଧୁଗଣ ଯେଉଁ ଲୋକମାନେ ଦ୍ଵିତୀୟ ଡୋଜ PFIZER ର ନେଲେ, ସେମାନଙ୍କ ରକ୍ତ ପ୍ରଭାବରେ IGG ଏଣ୍ଟିବଡି ର ଅବସ୍ଥିତ ସେହି ବ୍ୟକ୍ତିଙ୍କ ତୁଳନାରେ ୩୦ ରୁ ୪୦ ମାତ୍ରାରେ ଅଧିକ ରହିଥିଲା । ବନ୍ଧୁଗଣ ନ୍ୟୁଜଏଜେନ୍ସି ରୟଟର ଏକ ରିପୋର୍ଟ ଅନୁଯାୟୀ ଦ୍ଵିତୀୟ ଡୋଜ PFIZER ନେବା ପରେ ନ୍ୟୁଟଲାଇଜିନ ଏଣ୍ଟିବଡି ର ଉପସ୍ଥିତି ୭ ଗୁଣା ବଢିଗଲା । ବନ୍ଧୁଗଣ ଯେଉଁମାନେ ପ୍ରଥମ ଡୋଜ ନେଇଛନ୍ତି ସେମାନଙ୍କ ନ୍ୟୁଟିଲାଇଜିନ ଡୋଜ ର ଉପସ୍ଥିତି ୨ ଗୁଣ ଦେଖିବାକୁ ମିଳିଅଛି ।
ମାତ୍ର ଦ୍ଵିତୀୟ ଡୋଜ PFIZER ର ନେବା ପରେ ତାହା ୭ ଗୁଣା ବଢିଯାଇଅଛି । ବନ୍ଧୁଗଣ ଯେଉଁ ଲୋକମାନେ ଭ୍ୟାକ୍ସିନ ର ଦୁଇଟି ଡୋଜ ନେଇଛନ୍ତି ସେମାନଙ୍କର ଅଳ୍ପ ସାଇଡ ଇଫେକ୍ଟ ମଧ୍ୟ ରହିଥିଲା ଯଥା ମୁଣ୍ଡ ବିନ୍ଧିବା, ଥଣ୍ଡା ଲାଗିବା, ବିଚଳିତ ଲାଗିବା ଇତ୍ୟାଦି । ବନ୍ଧୁଗଣ ଝାଉଜିଂ କାନ୍ନଡା ର ମେକମାଉଷ୍ଟିର ୟୁନିଭର୍ସିଟି ରେ ଇମ୍ୟୁରୋଲଜିଷ୍ଟ ଅଟନ୍ତି । ଏହି ନୂତନ ଷ୍ଟଡି କୁ ନେଇ ସେ କହିଲେ ଏହା ବହୁତ ଉତ୍ତମ ଖବର ଅଟେ ।
ସେ କହିଲେ ଯେ ଭ୍ୟାକ୍ସିନ ର ପ୍ରଥମ ଡୋଜ ନେଇଥିବା ବ୍ୟକ୍ତିମାନେ ଦ୍ଵିତୀୟ ଡୋଜ ନେବା ପରେ ତାଙ୍କର ଶରୀରରେ ଇମ୍ୟୁନିଟି ପାୱାର ବହୁତ ବୃଦ୍ଧି ହେବାକୁ ଲାଗୁଛି । ବନ୍ଧୁଗଣ ଭାରତରେ ମୁଖ୍ୟତ ଦୁଇଟି ଭ୍ୟାକ୍ସିନ ଦିଆଯାଉଅଛି ତାହା ହେଉଛି,- COVAXIN ଏବଂ COVISHIELD । ବନ୍ଧୁଗଣ ଆପଣଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ବିବରଣୀ ଟି ଜାଣି କିଭଳି ଲାଗିଲା ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।