Chanakya Niti : କଣ ଆପଣ ଜାଣିଛନ୍ତି ଦୁନିଆର ସବୁଠୁ ବଡ ପାପ କଣ ?

ହିନ୍ଦୁ ଶାସ୍ତ୍ରରେ ବହୁତ ଏମିତି କଥା କୁହାଯାଇଛି, ଯାହାକୁ କରିବା ଦ୍ଵାରା ବ୍ୟକ୍ତି ପାପର ଭାଗୀଦାର ହୋଇଥାଏ । ଏମିତି କିଛି କାମ ଅଛି ଯାହାକୁ କରିବା ଅଶୁଭ ବୋଲି କୁହାଯାଏ । ଯଦି କୌଣସି ବ୍ୟକ୍ତି ଏହି ସମସ୍ତ କାମକୁ କରୁଛି ତେବେ ତାକୁ ବହୁତ ବଡ ପାପ ଲାଗିଥାଏ । ଏହିଭଳି ଲୋକମାନଙ୍କ ସମାଜରେ ମାନ ସମ୍ମାନ ବି ମିଳେ ନାହିଁ । ଶାସ୍ତ୍ର ଅନୁସାରେ କୌଣସି ବି ମହିଳାକୁ ଏହି ଖାସ କାମ କରୁଥିବାର ଯଦି ଆପଣ ଦେଖି ଦିଅନ୍ତି ତେବେ ଏହା ସବୁଠୁ ବଡ ପାପ ହୋଇଥାଏ ।

ହିନ୍ଦୁ ଧର୍ମରେ ମହିଳାମାନଙ୍କୁ ବହୁତ ଉଚ୍ଚ ସ୍ଥାନ ଦିଆଯାଇଛି । ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି ଦୁନିଆର ସବୁ ବ୍ୟକ୍ତି କିଛି ନା କିଛି ଭୁଲ ଅବଶ୍ୟ କରିଥାନ୍ତି । କିନ୍ତୁ ଯେଉଁ ଭୁଲ କାମ ଅଜଣତାର ସହ କରାଯାଏ ତାକୁ ଭୁଲି ହେବ କିନ୍ତୁ ଯେଉଁ ଭୁଲ ଜାଣି ଶୁଣି କରାଯାଏ ତାହା କ୍ଷମାର ଯୋଗ୍ୟ ହୋଇ ନ ଥାଏ ।

ସେହି ଭୁଲର ଦଣ୍ଡ ଅବଶ୍ୟ ମିଳିଥାଏ । ଆଜି ଆମେ ଆପଣଙ୍କୁ ଏମିତି ଏକ ପାପ ବିଷୟରେ କହିବୁ, ଯାହାକୁ ପ୍ରାୟତଃ ଲୋକମାନେ କରି ବସନ୍ତି ଓ ଏହି ପାପ ଏତେ ବଡ ହୋଇଥାଏ କି ମୃତ୍ୟୁ ପରେ ବି ଏହା ବ୍ୟକ୍ତିର ପିଛା ଛାଡି ନ ଥାଏ । ପ୍ରାୟତଃ ଦେଖାଯାଏ କି କିଛି ଲୋକମାନେ ସ୍ନାନ କରୁଥିବା ସମୟରେ ମହିଳାଙ୍କୁ ଦେଖନ୍ତି । ଯାହା ଜଣେ ବ୍ୟକ୍ତିକୁ କେବେ ବି କରିବା ଉଚିତ ନୁହେଁ । ଏହିଭଳି କରୁଥିବା ବ୍ୟକ୍ତି ସବୁବେଳେ ଚରିତ୍ରହୀନ ହୋଇଥାଏ ।

ଶାସ୍ତ୍ର ଅନୁସାରେ କୌଣସି ବି ସ୍ତ୍ରୀକୁ ସ୍ନାନ କରିବା ସମୟରେ ଦେଖିବା ବହୁତ ଅଶୁଭ ବୋଲି କୁହାଯାଇଛି । ଏହିଭଳି କରୁଥିବା ବ୍ୟକ୍ତି ମହା ପାପର ଭାଗୀଦାର ହୋଇଥାଏ । ସ୍ତ୍ରୀକୁ ସ୍ନାନ କରୁଥିବାର ଦେଖୁଥିବା ବ୍ୟକ୍ତି ବହୁତ ବଡ ପାପୀ ହୋଇଥାଏ । କାରଣ ଶାସ୍ତ୍ରରେ କୁହାଯାଇଛି କି ଏହିଭଳି କରୁଥିବା ବ୍ୟକ୍ତିକୁ କଠୋର ଦଣ୍ଡ ମିଳିଥାଏ । ଯଦି ଏହି ଭୁଲ ଆପଣ ଜାଣି ଶୁଣି କରି ନାହାନ୍ତି ତେବେ ଭଗବାନ ଆପଣଙ୍କୁ କ୍ଷମା କରି ଦେବେ ।

କିନ୍ତୁ ଏହି ଭୁଲ ଯଦି ଆପଣ ଜାଣି ଶୁଣି କରିଛନ୍ତି ତେବେ ଆପଣ କ୍ଷମାର ହକଦାର ନୁହନ୍ତି । ଏହି ସମସ୍ତ କାରଣ ଯୋଗୁ ଆପଣଙ୍କୁ ଏହି ଭୁଲ କରିବା ଉଚିତ ନୁହେଁ । ଯେଉଁଥିରେ କି ଭଗବାନ ବି ଆପଣଙ୍କୁ କ୍ଷମା କରିବେ ନାହିଁ । ଯଦି ଭୁଲରେ ଏହିଭଳି ଭୁଲ ହୋଇ ଯାଇଛି ତେବେ ତାହା ଭିନ୍ନ କଥା ଅଟେ । କିନ୍ତୁ ଆପଣ କେବେ ବି ଜାଣି ଶୁଣି ଏହି ଭୁଲ କରନ୍ତୁ ନାହିଁ । କାରଣ ଏହା ସବୁଠୁ ବଡ ପାପ ହୋଇଥାଏ । ଯାହାକୁ କେହି ବି କ୍ଷମା ଦେବେ ନାହିଁ ।

Leave a Reply

Your email address will not be published. Required fields are marked *