ଦୁନିଆର ସବୁଠାରୁ ମହଙ୍ଗା ଫଳ ଯାହା ଆପଣ କେବେ ଦେଖି ନଥିବେ, ଦାମ ଜାଣି ହୋସ ଉଡିଯିବ

ଦୁନିଆରେ ବହୁତ ପ୍ରକାର ଗଛ ଓ ଫଳ ପ୍ରଜାତି ଅଛି, ତେବେ ଗୋଟେ ମଣିଷ ସବୁ ଜାଣିବା ଭାରି କଷ୍ଟ କିନ୍ତୁ ଯାହା ଲୋକଲ ମାର୍କେଟରେ ମିଳିଥାଏ ସେହି ଫଳକୁ ଲୋକେ ଭଲ ଭାବରେ ଜାଣିଥାନ୍ତି । ତେବେ ଆଜି ଆମେ ଆପଣଙ୍କୁ ସାମାନ୍ଯ ଫଳରେ ଏମିତି କିଛି ପ୍ରଜାତି ବିଷୟରେ କହିବାକୁ ଯାଉଛୁ ଯାହା ଆପଣ କେବେ ଦେଖିନଥିବେ ଓ ଏହାର ଦାମ ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ, ତେବେ ଆସନ୍ତୁ ଆରମ୍ଭ କରିବା ।

୧. ବ୍ଲାକ ଡାଇମୋଣ୍ଡ :

ଆପଣ ମାନେ ସମସ୍ତେ ଶେଉ ଖାଇଛନ୍ତି ଓ ସାମାନ୍ଯ ବା ଲୋକଲ ମାର୍କେଟରେ ତା ରେଟ ମଧ୍ୟ ଜାଣିଛନ୍ତି କିନ୍ତୁ କଣ ଆପାନ ଜାଣିଛନ୍ତି ଯେ ଗୋଟେ ଶେଉ କଳା ରଙ୍ଗ ବା ବାଇଗଣି ରଙ୍ଗ ର ମଧ୍ୟ ହୋଇଥାଏ । ଏହି ଶେଉ ଚାଷ ତିବତରେ ହୋଇଥାଏ ଓ ଏହାର ମାର୍କେଟଇଙ୍ଗ ମଧ୍ୟ ବହୁତ ଭଲ ହୋଇଥାଏ ।

Image Courtesy: Google

ଏହି ଶେଉ ଗୋଟେ ପ୍ଯାକେଟରେ ୬ଟି ହୋଇଥାନ୍ତି ଓ ଏହି ଗୋଟେ ପ୍ଯାକେଟ ରେଟ ହେଉଛି ୩୦୦୦ଟଙ୍କା ଭାରତୀୟ ଟଙ୍କା ଅନୁଯାଇ । ତେବେ ତିବତରେ ବାତାବରଣ ଦିନରେ ପ୍ରବଳ ଗରମ ଓ ରାତିରେ ବହୁତ ଥଣ୍ଡା ହୋଇଥାଏ ଯେଉଁ କାରଣରୁ ଶେଉ ରଙ୍ଗ କଳା ପଡିଯାଏ କିନ୍ତୁ ଟେଷ୍ଟ ମଧ୍ୟ ବହୁତ ଭଲ ଆସିଥାଏ ।

Image Courtesy: Google

୨. କମଳା :

ଆପଣ ମାନେ କମଳା ଖାଇଥିବେ ଯାହା ଲୋକଲ ମାର୍କେଟରେ ବହୁତ ସହଜରେ ମିଳିଥାଏ କିନ୍ତୁ ଜାପାନରେ ଗୋଟେ ଅଲଗା ପ୍ରକାର କମଳା ବିକ୍ରି ହୋଇଥାଏ ଯାହା ବାହାର ଦେଶରେ ବିକା ହୁଏ ନାହିଁ, ଏହାକୁ ଖାଇବା ପାଇଁ ଆପଣଙ୍କୁ ଜାପାନ ଯିବାକୁ ହବ, ଏହି କମଳା ଦେଖିବା ପାଇଁ ଅନ୍ୟ କମଳା ଠାରୁ ଅଲଗା ହୋଇଥାଏ ଓ ଏହାର ସୁଆଦ ବହୁତ ଭିନ୍ନ ହୋଇଥାଏ ତେବେ ଏହାର ଦାମ ୮୦ଡଲର ହୋଇଥାଏ ଯାହା ଭାରତୀୟ ଟଙ୍କା ଅନୁଯାଇ ୫୮୮୫ଟଙ୍କା ହୋଇଥାଏ ।

୩. ନାସପାତି :

ଆପଣ ମାନେ ନାସପାତି ସେବନ କରିଥିବେ କିନ୍ତୁ ଚୀନରେ ଗୋଟେ ଚାଷୀ ଲାଫିଙ୍ଗ ବୁଧା ଆକାର ନାସପାତି ବିକ୍ରି କରିବା ଆରମ୍ଭ କରିଥିଲେ ଯାହା ଦେଖିବା ପାଇଁ ବହୁତ ଅଲଗା ଥିଲା କିନ୍ତୁ ଲୋକଙ୍କୁ ଏହି ଆକାର ଫଳ ଦେଖି ମାର୍କେଟରେ ତା ରେଟ ବଢିବାକୁ ଲାଗିଲା ଓ ବର୍ତମାନ ଗୋଟେ ନାସପାତି ୯ଡଲର ତେବେ ଭାରତୀୟ ଟଙ୍କା ଅନୁଯାଇ ୬୬୨ଟଙ୍କା ଅଟେ ।

Image Courtesy: Google

୪. ରୁବି ରୋମନ ଅଙ୍ଗୁର :

ଆପଣ ମାନେ ଅଙ୍ଗୁର ସେବନ ବହୁତ ଥର କରିଥିବେ କିନତି କଣ ଆପଣ କେବେ ୮ ଲକ୍ଷ ଟଙ୍କା ଦେଇ କୌଣସି ଅଙ୍ଗୁର ସେବନ କରିବେ । ଜାପାନରେ ଗୋଟେ ଅଙ୍ଗୁର ଚାଷ କରା ଯାଏ ଯାହା ନା ରୁବି ରୋମନ ରଖା ଯାଇଛି ଓ ବର୍ତମାନ ପର୍ଯ୍ୟନ୍ତ ଏହାର ସବୁଠାରୁ ଅଧିକ ଟଙ୍କା ୮ଲକ୍ଷରେ ଗୋଟେ ଗୁଛା ବିକା ହୋଇଛି ।

Leave a Reply

Your email address will not be published. Required fields are marked *