ଆଜି ଆମେ ଆପଣଙ୍କୁ ଦୁନିଆର ଏମିତି କିଛି ପକ୍ଷୀଙ୍କ ବିଷୟରେ କହିବାକୁ ଯାଉଛୁ ଯାହାକୁ ଦେଖି ଆପଣଙ୍କ ମନରେ ମଧ୍ୟ ଆସିବ ଭଗବାନ ଏହି ପାଖିଙ୍କୁ ବହୁତ ଆରାମରେ ବନେଇଥିବେ, ତେବେ ପକ୍ଷୀ ଦୁନିଆର ସବୁଠାରୁ ସୁନ୍ଦର ଯିବ ମାନଙ୍କ ମଧ୍ୟରୁ ଗୋଟେ ଅଟେ, ଆଉ ଏସବୁ ପକ୍ଷୀମାନେ ତ ଏତେ ସୁନ୍ଦର ଯେ ଯାହାକୁ ଦେଖାବା ବୋଧ ହୁଏ କାହା ଭାଗ୍ୟରେ ଥିବ । କାହିଁକି ନା ଏମାନେ ସଦାରଣ ପକ୍ଷୀ ଭଳି ସବୁ ସ୍ଥାନରେ ଦେଖା ଯାଆନ୍ତି ନାହିଁ ।
ତେବେ ଆସନ୍ତୁ ଜାଣିବା ଏହି ସୁନ୍ଦର ରଙ୍ଗୀନ ପକ୍ଷୀମାନଙ୍କ ବିଷୟରେ ବିସ୍ତାର ସହ । ଏମାନେ କେଉଁଠି ଦେଖା ଯାନ୍ତି ଓ ଏମାନଙ୍କ ବିଷୟରେ କଣ ଅଛି ଖାସ କଥା ।

୧. ଗୋଲ୍ଡେନ ଫିଜାଣ୍ଟ :
ଏହି ପକ୍ଷୀ ଚାଇନାରେ ଦେଖିବାକୁ ମିଳିଥାନ୍ତି, ଏହି ପକ୍ଷୀଙ୍କ ଷଋ ଉପରେ ବହୁତ ପ୍ରକାର ରଙ୍ଗ ହୋଇଥାଏ, ଏହି ପକ୍ଷୀଙ୍କ ଲାଞ୍ଜ ବହୁତ ଲମ୍ବା ହୋଇଥାଏ, ଏହା ଛଡା ଏହି ପକ୍ଷୀଙ୍କ ଥଣ୍ଟ ମଧ୍ୟ ଲମ୍ବା ହୋଇଥାଏ, ଏହି ପକ୍ଷୀଙ୍କ ବେକ ପାଖରେ ଗାର ଗାର ପଡିଥାଏ ଯାହା ଦେଖିବା ପାଇଁ ବହୁତ ସୁନ୍ଦର ହୋଇଥାଏ ।

୨. ଲଙ୍ଗ ବଟେର୍ଡ ଅମ୍ବରେଲା ବର୍ଡ :
ଏହି ପକ୍ଷୀଙ୍କ ପ୍ରଜାତି କାଠ ଛାଲ ରଙ୍ଗର ହୋଇଥାନ୍ତି ଯାହା ଫଳ ସ୍ୱରୂପ ଗଛରେ ଭଲ ଭାବରେ ଲୁଚି ପାରନ୍ତି, ଏହି ପକ୍ଷୀ ବହୁତ ଲାଜ ସ୍ଵଭାବର ହୋଇଥାନ୍ତି ଓ ଏକା ରହିବା ପସନ୍ଦ କରନ୍ତି, ଏହି ପକ୍ଷୀଙ୍କ ନର ପକ୍ଷୀ ବେକ ପାଖରେ ଚୂଳ ହୋଇଥାଏ ଯାହା ଦେଖିବା ପାଇଁ ବହୁତ ସୁନ୍ଦର ଲାଗିଥାଏ ।

୩. କିଙ୍ଗ ଭଲଚର :
ଭଲଚର ନା ଶୁଣିଲେ ଆମ ଧ୍ୟାନରେ ଏମିତି ପକ୍ଷୀଙ୍କ ଦୃଶ୍ୟ ଆସିଥାଏ ଯିଏ ଅନ୍ୟ ଜୀବଙ୍କ ମାଂସ ଖାଇଥାନ୍ତି, ତେବେ ଆଜି ଆମେ ଆପଣଙ୍କୁ ଯେଉଁ ଭଲଚର ବିଷୟରେ କହିବାକୁ ଯାଉଛୁ ତାହା ନିଜ ପ୍ରଜାତି ଠାରୁ ବହୁତ ଭିନ୍ନ ଅଟେ, ଏହି ଭଲଚର ଦେଖିବା ପାଇଁ ବହୁତ ସୁନ୍ଦର ହୋଇଥାନ୍ତି ଓ ଏହାକୁ ଆପଣ ବହୁତ ଫିଲ୍ମରେ ମଧ୍ୟ ଦେଖିବାକୁ ପାଇଥିବେ, ଏହି ଭଲଚର ପ୍ରଜାତି ଆମେରିକା ଜଙ୍ଗଲରେ ଦେଖିବାକୁ ମିଳିଥାନ୍ତି, ଏହି ଭଲଚର ଦେଖିବା ପାଇଁ ଧଳା ଓ ତାଙ୍କ ଲାଞ୍ଜ ଗ୍ରେ ହୋଇଥାଏ ଏହା ଛଡା ସବୁଠାରୁ ସୁନ୍ଦର ଏହି ଭଲଚର ମୁଣ୍ଡ ହୋଇଥାଏ, କାହିଁକିନା ଏହି ପକ୍ଷୀ ମୁଣ୍ଡରେ ବହୁତ ପ୍ରକାର ରଙ୍ଗ ହୋଇଥାଏ ଯାହା ବହୁତ ଆକର୍ଷଣୀୟ ହୋଇଥାଏ ।

୪. ଟେମିନିକ ଟ୍ରାଗୋପୋନ :
ଏହି ପ୍ରକାର ପକ୍ଷୀ ଆପଣଙ୍କୁ ହିମାଳୟ ପାହାଡରେ ଦେଖିବାକୁ ମିଳିଥାନ୍ତି, ଏହି ପକ୍ଷୀଙ୍କ ସ୍ଵଭାବ ବହୁତ ଲାଜୁଆ ହୋଇଥାଏ, ଏହି ପକ୍ଷୀ ଗଛରେ ରହିଥାନ୍ତି, ତେବେ ପୋକ ଓ ଫଳ ଖାଇ ନିଜ ଜୀବନ ନିର୍ବାହନ କରିଥାନ୍ତି ।

୫. ଶୋବିଲ ଷ୍ଟ୍ରୋକ :
ଏହି ପକ୍ଷୀ ଦେଖିବା ପାଇଁ ବହୁତ ଅଲଗା ପ୍ରକାରର ଅଟେ କାହିଁକିନା ଏହି ପକ୍ଷୀ ଥଣ୍ଟ ଗୋଟେ ଜୋତା ଭଳି ହୋଇଥାଏ, ତେବେ ଶୋବିଲ ନାଜେରିଆରେ ଦେଖିବାକୁ ମିଳିଥାନ୍ତି, ତେବେ ଶୋବିଲ ଆକାର ଦେଖି ଲୋକ ଏହି ପକ୍ଷୀକୁ ଡାଇନାଶର ସମୟ ପକ୍ଷୀ ଅନୁମାନ କରିଥାନ୍ତି, ଏହି ପକ୍ଷୀ ପ୍ରାତଃ ପାଣି ଜାଗାରେ ବାସ କରନ୍ତି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।