ଦୁନିଆର ଏମିତି ୪ଟି ଗାଁ ଯାହା ନିଜ ଅଜବ ଗଜବ କାରଣ ପାଇଁ ପ୍ରସିଦ୍ଧ ଅଟନ୍ତି, ଜାଣନ୍ତୁ ଏମାନଙ୍କ ଖାସିୟତ

ଦୁନିଆରେ ଏମିତି ବହୁତ ଗାଁ ଅଛନ୍ତି ଯାହା ନିଜ ଅଜବ ଗଜବ କାରଣ ପାଇଁ ପୁରା ଦୁନିଆରେ ପ୍ରସିଦ୍ଧ ଅଟନ୍ତି, କେହି ନିଜ ସୁନ୍ଦରତା ପାଇଁ ତେବେ କେହି ସଫା ସୁତୁରା ପାଇଁ କିନ୍ତୁ ଆଜି ଆମେ ଆପଣଙ୍କୁ ଯେଉଁ ଗାଁ ବିଷୟରେ କହିବାକୁ ଯାଉଛୁ, ସେ ସୁନ୍ଦର ହବା ସହ ଅଜବ ଗଜବ କାରଣ ପାଇଁ ପୁରା ଦୁନିଆରେ ପ୍ରସିଦ୍ଧ ଅଟନ୍ତି, ଏହି ଗାଁମାନଙ୍କ ବିଷୟରେ ଜାଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ କରିବେ ଓ କହିବେ ଏମିତି ବି ହୋଇପାରେ । ଚୀନ ର ତିଆଞ୍ଚୁ ନାମକ ଗୋଟେ ଗାଁ ଅଛି ଯାହାକୁ କୁଗ ଫୁ ଭିଲେଜ କୁହା ଯାଏ, ଏଠାର ଲୋକ ନିଜ ହୁନର ପାଇଁ ପୁରା ଦୁନିଆରେ ପ୍ରସିଦ୍ଧ ଅଟନ୍ତି, ଏହି ଗାଁରେ ଏମିତି କେହି ନଥିବ ଯାହାକୁ କୁଙ୍ଗ ଫୁ ଆସୁନଥିବ । ଦୁନିଆ ସାରାରୁ ଲୋକ ଏଠି କୁଙ୍ଗୁ ଫୁ ଶିଖିବା ପାଇଁ ଆସନ୍ତି ।

Image Courtesy: Google

ନେପାଲ ର ହୋକସେ ଗାଁ ‘ଗୋଟେ କିଡନି ଗାଁ’ ଏଠାରେ ପ୍ରାୟତଃ ଲୋକ ଗୋଟେ କିଡନି ଦ୍ଵାରା ବଞ୍ଚିଛନ୍ତି, ଲୋକ ନିଜ ଗୋଟେ ଗୋଟେ କିଡନି ବାହାର କରି ବିକ ଦେଇଛନ୍ତି, କୁହା ଯାଏ ତାଙ୍କୁ ମାନବ ଅଙ୍ଗ ବିକିବା ଲୋକ ଲୋଭ ଦେଇଥିଲେ ଓ କହିଥିଲେ କିଡନି ଆଉଥରେ ହୋଇଯିବ, ଏହି କାରଣ ପାଇଁ ଏହି ଗାଁ ନା କିଡନି ଗାଁ ଅଟେ ।

Image Courtesy: Google

ଇଟାଲୀ ନିଜ ସୁନ୍ଦରତା ପାଇଁ ପୁରା ଦୁନିଆରେ ପ୍ରସିଦ୍ଧ ଅଛି, ଏଠାରେ ଗୋଟେ ଗାଁ ଅଛି ବିଗାନେଲା, ଯାହା ମିଲାନ ଶହର ଗଭୀର ଘାଟି ତଳେ ସ୍ଥିତ ଅଟେ । ଏହି ଗାଁ ଏତେ ତଳେ ଅଛି ଯାହା ଦ୍ଵାରା ଥଣ୍ଡା ଦିନରେ ସୂର୍ଯ୍ୟ କିରଣ ମଧ୍ୟ ୩ମାସ ପାଇଁ ଶେଠୀ ପହଞ୍ଚି ପାରେ ନାହିଁ ସେଥିପାଇଁ ଗାଁର କିଛି ଇଞ୍ଜିନିୟର ଓ ବାସ୍ତୁ କାମ କରୁଥିବା ଲୋକ ମିଶି ଗୋଟେ ବଡ ଅଇନା ନିର୍ମାଣ କରିଥିଲେ ଯାହା ଦ୍ଵାରା ସୂର୍ଯ୍ୟ କିରଣ ପ୍ରତିଫଳିତ ହୋଇଥାଏ ଓ ଗାଁରେ ଖରା ଆସିଥାଏ ଓ ପୁରା ଗାଁକୁ ସୂର୍ଯ୍ୟ କିରଣ ପ୍ରାପ୍ତ ହୋଇଥାଏ ।

Image Courtesy: Google

ସ୍ପେନରେ ଯୁଜକାର ନାମକ ଗାଁ, ଏହି ଗାଁ ପୂର୍ଣ ଭାବରେ ନୀଳ ଅଟେ, ଏଠାରେ ସ୍ଥିତ ସବୁ ଘର ନୀଳ ଅଟେ, କୁହା ଯାଏ ଯେ ୨୦୧୧ରେ କୌଣସି ଫିଲ୍ମ ଶୁଟିଙ୍ଗ ପାଇଁ ଦୁଇ ଚାରୋଟି ଘର ନୀଳ ରଙ୍ଗ ଦିଆ ଯାଇଥିଲା କିନ୍ତୁ କିଛି ସମୟ ପରେ ସମସ୍ତେ ନିଜ ଘର ନୀଳ ରଙ୍ଗ ଦେଇଦେଲେ ।

Leave a Reply

Your email address will not be published. Required fields are marked *