ଦୁନିଆର ସବୁଠାରୁ ବିଚିତ୍ର ଛୁଆ ଅଟେ ଜେକ୍ସନ, ବିନା ଖପୁରିରେ ହୋଇଛି ଏହି ନିରୀହର ଜନ୍ମ

ଆମେ ବହୁତ ଏମିତି ଛୁଆଙ୍କ ବିଷୟରେ ଜାଣିବାକୁ ପାଇଥିବୁ ଯାହା ଅନ୍ୟ ଛୁଆଙ୍କ ଠାରୁ ବହୁତ ଅଲଗା ଅଟନ୍ତି, ତେବେ ଏହି ଅଲଗା ଛୁଆଙ୍କ ଜନ୍ମ ବହୁତ ବିଚିତ୍ର ଭାବରେ ହୋଇଥାଏ । ବର୍ତମାନ ରେ ଦୁଇଟି ଛୁଆ ଜନ୍ମ ହୋଇଥିଲେ ତେବେ ଏହି ଛୁଆ ଯାଁଳା ଥିଲେ ଯାହାକୁ ଅପରେସନ କରି ବାହାର କରା ଯାଇଥିଲା ଓ ତାଙ୍କ ମୁଣ୍ଡ ଯୋଡା ହୋଇଥିଲେ । ଦୁହିଙ୍କ ମୁଣ୍ଡ ରେ ଗୋଟେ ସିର ଥିଲା ଯାହା ଦୁହିଙ୍କ ପାଇଁ ଆବଶ୍ୟକ ଥିଲା । ବହୁତ ପରିଶ୍ରମ ଦ୍ଵାରା ଡକ୍ଟର ଅପରେସନ କଲେ କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଗୋଟେ ଛୁଆ ବିଷୟରେ କିଛି କହିବାକୁ ଯାଉଛୁ ଯାହା ବିଷୟରେ ଜାଣି ଆପଣଙ୍କୁ ବହୁତ ଆଶ୍ଚର୍ଯ୍ୟ ଲାଗିବ ।

ତେବେ ଏହି ଛୁଆ ବିଚିତ୍ର ଏଥିପାଇଁ ଅଟେ କାହିଁକିନା ଏହି ଛୁଆର ଖପୁରି ନାହିଁ ତେବେ ଆପଣ ଏହା ଫଟୋ ରେ ଦେଖିବାକୁ ପାଇ ପାରନ୍ତି । ଏହି ବିଚିତ୍ର ଛୁଆ ବର୍ତମାନ ରେ ଦୁଇ ବର୍ଷ ର ହୋଇଯାଇଛି, ଏହି ଛୁଆ ନା ଜେକ୍ସନ ଏମେଟ ବୁଏଲ ଅଟେ । ଯେତେବେଳେ ଏହି ଛୁଆ ଜନ୍ମ ହୋଇଥିଲା ତେବେ ଡକ୍ଟର ସ୍ପଷ୍ଟ ଭାବରେ କହିଥିଲେ ଯେ ଏହି ଛୁଆର ଜୀବିତ ରହିବାର ସମ୍ଭାବନା ବହୁତ କମ ଅଟେ ।

ଧୀରେ ଧୀରେ ହଉଛି ବିକାଶ :

ଜେକ୍ସନ ମା ନାମ ବ୍ରିଟନି ଏବଂ ବାପା ନାମ ବ୍ରେଡନ ଅଟେ, ଛୁଆ ମା ବାପା କହିବା ଅନୁଯାଇ ଜେକ୍ସନ ମୁଣ୍ଡ ଧୀରେ ଧୀରେ ବିକାଶ କରୁଅଛି, ଛୁଆ ନିଜ ଜନ୍ମ ହୋଇଥିବା ସ୍ଥିତି ଠାରୁ ଅଧିକ ସ୍ଵସ୍ଥ ଅଟେ, ଏହା ବହୁତ ଭଲ ଖବର ଅଟେ ଯେ ଦୁନିଆର ଏହି ବିଚିତ୍ର ଛୁଆ ଏବେ ସ୍ଵସ୍ଥ ହେଉଛି । ଯେତେବେଳେ ଛୁଆ ଜନ୍ମ ହୋଇଥିଲା ସେତେବେଳେ ଡକ୍ଟର କହିଥିଲେ ଯେ ଛୁଆ ଅଧିକ ଦିନ ବଞ୍ଚିବ ନାହିଁ କିନ୍ତୁ ଛୁଆ ବାପା ମା ହାର ମାନିଲେ ନାହିଁ ଓ ଛୁଆକୁ ବଞ୍ଚିବା ପାଇଁ ମଉକା ଦେଲେ ।

ଭଗବାନଙ୍କ ପାଖରେ ଆମର ଏତିକି ପାର୍ଥନା ସେ ଜ୍ୟାକସନକୁ ଶକ୍ତି ଦିଅନ୍ତୁ ଓ ତାର ଭଲ ଭାବେ ଶାରୀରିକ ବିକାଶ ହେଉ । ଆପଣଙ୍କୁ ଆମର ଲେଖା ପସନଦ ଆସୁଥିଲେ ଲାଇକ କରନତୁ ଶେୟାର କରନ୍ତୁ ଏବଂ ଆଗକୁ ଏହିଭଳି ଭଲ ଖବର ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *