ବନ୍ଧୁଗଣ ଜୟ ଜଗନ୍ନାଥ, ଆପଣ ଅମାନଙ୍କୁ ପବିତ୍ର ଦୁର୍ଗାପୂଜାର ହାର୍ଦ୍ଦିକ ଶୁଭକାମନା । ଯେତେବେଳେ ଭଗବାନ ମହେଶ୍ଵରଙ୍କ ଉପରେ ପ୍ରସନ୍ନ ହୋଇଥାନ୍ତି ସେହି ସମୟରେ ମଣିଷ ଜୀବନରେ ଅନେକ କିଛି ପରିବର୍ତ୍ତନ ହୋଇଥାଏ । ତେବେ ପାର୍ବଣର ପର୍ବ ଦୁର୍ଗାପୂଜା ସମୟରେ ଗ୍ରହ ନକ୍ଷତ୍ର ମାନଙ୍କର ଗତି ବିଧିରେ ବହୁତ ବଡ ପରିବର୍ତ୍ତନ ହେବାକୁ ଯାଉଛି । ଯାହା ଫଳରେ ୮ଟି ରାଶି ଗୁଡିକର ଶୁଭ ଦିନର ଆରମ୍ଭ ହେବାକୁଉ ଯାଉଛି । ଯାହା ଫଳରେ ମାତା ଦୂର୍ଗାଙ୍କ ଅଶେଷ କୃପା ଏମାନଙ୍କ ଉପରେ ପଡିବାକୁ ଯାଉଛି । ଆସନ୍ତୁ ଜାଣିବା ବିସ୍ତାର ଭାବେ ।
କୁମ୍ଭ ରାଶି : ଏହି ରାଶିର ଲୋକଙ୍କ ଉପରେ ମା ଦୂର୍ଗାଙ୍କ ବିଶେଷ କୃପା ପ୍ରାପ୍ତ ହେବ ଯାହା ଫଳରେ ଏହି ସମୟରେ ହେବାକୁ ଥିବା ପରିବର୍ତ୍ତନ ଆପଣଙ୍କ ପାଇଁ ଖୁବ ଖାସ ହେବାକୁ ଯାଉଛି । ଆର୍ଥିକ ଯୋଜନା ସଫଳ ହେବ । ଅଧିକ ମାତ୍ରାରେ ଧନ ଉପାର୍ଜନ କରିବେ ।
ସିଂହ ରାଶି : ଆପଣଙ୍କ ପାଇଁ ଆସୁଥିବା ସମୟ ବହୁତ ଖାସ ରହିବ । ଭାଗ୍ୟ ସଂପୂର୍ଣ୍ଣ ବଦଳିଯିବ । ବିଦ୍ୟାର୍ଥୀ ମାନେ ସଫଳତା ହାସଲ କରିବେ । ଯେଉଁ ମାନଙ୍କୁ ଚାକିରି ମିଳୁ ନ ଥିଲା ସେମାନଙ୍କୁ ନୂଆ ନୂଆ ଅବସର ପ୍ରାପ୍ତ ହେବ ।
କନ୍ୟା ରାଶି : ଆପଣଙ୍କ ଉପରେ ମାତା ଦୂର୍ଗାଙ୍କ ଅଶେଷ କୃପା ପଡିବାକୁ ଯାଉଛି ଯାହା ଫଳରେ ଜୀବନରେ ଥିବା ଖରାପ ସମୟ ଶେଷ ହେବାକୁ ଯାଉଛି । ଚାକିରି ଓ ବ୍ୟାପାର କ୍ଷେତ୍ରରେ ଅର୍ଥ ନିବେଶ କରିବେ । ଆପଣଙ୍କ ଦ୍ଵାରା ପରିଶ୍ରମର ଭଲ ପରିଣାମ ମିଳିବ ।
ତୁଳା ରାଶି : ଆପଣଙ୍କ ଉପରେ ମାତା ଦୂର୍ଗା ପ୍ରସନ୍ନ ହେବାକୁ ଯାଉଛନ୍ତି । ଆସନ୍ତା ସମୟରେ ବଡ ଖୁସି ଖବର ମିଳିବାକୁ ଯାଉଛି । ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ଚାଲିଥିବା ବିବାଦ ଦୂର ହେବ । ମାତା ଦୂର୍ଗାଙ୍କ କୃପାରୁ କୌଣସି ଦିଗରୁ ଅର୍ଥ ପ୍ରାପ୍ତ କରିବେ ।
ବୃଷ ରାଶି : ମାତା ଦୂର୍ଗାଙ୍କ କୃପାରୁ ଆପଣଙ୍କ ଭାଗ୍ୟ ଆସନ୍ତା ସମୟରେ ଚମକିବାକୁ ଯାଉଛି । ଜୀବନରେ ଖୁଶିର ଆଗମନ ହେବ ସହ ଆଗାମୀ ସମୟରେ ସୁଖର ସମୟ ବ୍ଯତୀତ କରିବେ । ମାତା ଦୂର୍ଗାଙ୍କ ବିଶେଷ କୃପା ପ୍ରାପ୍ତ ହେବ ।
ମେଷ ରାଶି : ମା ଦୂର୍ଗାଙ୍କ ଅଶେଷ କୃପା କାରଣରୁ ଆସନ୍ତା ସମୟ ଭଲ ରହିବାର ଅଛି । ମହିଳା ହସଖୁସିରେ ସମୟ ବ୍ଯତୀତ କରିବେ । କର୍ମ କ୍ଷେତରେ ପଦୋନ୍ନତି ପାଇବେ । ସାମାଜିକ କ୍ଷେତ୍ରରେ ମାନ ସମ୍ମାନରେ ବୃଦ୍ଧି ପାଇବ । ଯେଉଁ ସବୁ ସମସ୍ଯା ରହିଥିଲା ତାହା ଦୁରିଭିତ ହେବ ।
ମିଥୁନ ରାଶି : ଆପଣଙ୍କ ଉପରେ ମା ଦୂର୍ଗାଙ୍କ କୃପାରୁ ଆଗାମୀ ସମୟ ଶୁଭ ସାବ୍ଯସ୍ତ ହେବ । କାରୋବାରରେ ଦିନକୁ ଦିନ ବୃଦ୍ଧି ହେବାରେ ଲାଗିବ । କୌଣସି ଜିନିଷର ଅଭାବ ହେବ ନାହି । ଆୟରେ ବୃଦ୍ଧି ହେବ ।
ମକର ରାଶି : ଆପଣଙ୍କୁ ସନ୍ତାନ ପ୍ରାପ୍ତିର ଖୁସି ଖବର ମିଳିବ । ପାରିବାରିକ ଜୀବନ ସୁଖମୟ ହେବ । ଜୀବନ ସାଥିଙ୍କ ସହ ସମୟ ଅତିବାହିତ କରିବେ । ଦାଂପତ୍ଯ ଜୀବନ ବହୁତ ଖୁସିରେ ବ୍ଯତୀତ କରିବେ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ପେଜକୁ ଲାଇକ କରନ୍ତୁ, ଧନ୍ୟବାଦ ।