ଦୁର୍ଗାପୂଜାରେ ଘରକୁ ନେଇ ଆସନ୍ତୁ ଏହି ସବୁ ଜିନିଷ, ଘରେ ହେବ ଧନର ବର୍ଷା

ଆସନ୍ତା ଅକ୍ଟୋବର ୧୫ ତାରିଖରେ ଦୁର୍ଗାପୂଜା ପଡୁଛି । ବର୍ତ୍ତମାନ ମା ଦୂର୍ଗାଙ୍କର ନବରାତ୍ରି ପୂଜା ଚାଲିଛି । ମା ଦୂର୍ଗାଙ୍କୁ ପ୍ରସନ୍ନ କରିବା ସହ କିଛି ଖାସ ଉପାୟ କରିବାକୁ ପଡିଥାଏ । ଏହି ଉପାୟ ଦଶହରା ଶେଷ ହେବ ପୂର୍ବରୁ କରିଲେ ବହୁତ ଭଲ ଫଳ ମିଳିଥାଏ । ଏହି ପବିତ୍ର ଦଶହରାରେ ମା ଦୂର୍ଗାଙ୍କର ଖୁବ ଧୂମଧାମରେ ପୂଜା ପାଠ କରାଯାଏ । ଏଥିପାଇଁ ଆପଣଙ୍କୁ କିଛି ଜିନିଷ ନିଜ ଘରକୁ ଆଣିବାକୁ ପଡିବ । ଆଜି ଆମେ ଆପଣ ମାନଙ୍କୁ ସେହି ଜିନିଷ ଓ ଉପାୟ ଗୁଡିକ କଣ ସେହି ବିଷୟରେ କହିବାକୁ ଯାଉଛୁ ।

୧- ରୂପା ପଇସା : ଯଦି ଆପଣଙ୍କ ଘରେ ଦାରିଦ୍ରତା ଲାଗିଛି ତେବେ ଏହି ନବରାତ୍ରିରେ ଆପଣ ନିଜ ଘରକୁ ରୂପା ପଇସା କିଣି ଆଣନ୍ତୁ । ଏହି ରୂପା ପଇସା ଆଣି କୌଣସି ଦିନ ପୂଜା କରି ଘରର ଟଙ୍କା ଥିବା ଜାଗାରେ ରଖି ଦିଅନ୍ତୁ । ଏପରି କରିବା ଦ୍ଵାରା ଧନର ଅଭାବ ରହିବ ନାହି ।

୨- କଉଡି : ଯଦି ଆପଣଙ୍କ ଜୀବନରେ ଧନ ସହ ଜଡିତ କୌଣସି ସମସ୍ଯା ରହିଛି ତେବେ ନବରାତ୍ରିରେ ଧଳା ବା ହଳଦିଆ କଉଡି ନିଜ ଘରକୁ ଆଣନ୍ତୁ । ମା ଲକ୍ଷ୍ମୀଙ୍କ ପୂଜା କରିବା ସମୟରେ ଏହି କଉଡିକୁ ପୂଜା ସ୍ଥାନରେ ଲେଖୁଛନ୍ତି । ପୂଜା କରିବା ପରେ ଲାଲ ରଙ୍ଗର କପଡାରେ ବାନ୍ଧି ଦିଅନ୍ତୁ । ଏହାକୁ ଟଙ୍କା ଥିବା ଜାଗାରେ ରଖି ଦିଅନ୍ତୁ । ଏହା କରବା ଦ୍ଵାରା ଧାନ ବର୍ଷା ହେବ ।

୩- ମ ଲକ୍ଷ୍ମୀଙ୍କ ଫୋଟୋ : ଏହି ନବରାତ୍ରିରେ ଆପଣ ପଦ୍ମ ଫୁଲରେ ବସିଥିବା ମା ଲକ୍ଷ୍ମୀଙ୍କ ଫୋଟୋ ଘରକୁ ଆଣନ୍ତୁ । ଏପରି କରିବା ଦ୍ଵାରା ଆପଣଙ୍କ ଘରେ ସୁଖ ସମୃଦ୍ଧିର ଆଗମନ ହୋଇଥାଏ । ଏହା ସହ ଆପଣଙ୍କ ଜୀବନରେ ଚାଲିଥିବା ସମସ୍ୟାର ମଧ୍ୟ ନିବାରଣ ହୋଇଥାଏ ।

୪- ଦକ୍ଷିଣାବର୍ତ୍ତୀ ଶଙ୍ଖ : ଏହି ନବରାତ୍ରିରେ ଘରକୁ ଦକ୍ଷିଣାବର୍ତ୍ତୀ ଶଙ୍ଖ ଆଣନ୍ତୁ । ଏହାକୁ କେବେ ଖାଲି ରଖନ୍ତୁ ନାହି । ଏଥିରେ କିଛି ହଳଦିଆ ଚାଉଳ ରଖନ୍ତୁ । ଏହି ଶଙ୍ଖକୁ ଆପଣ ନିଜ ଆଲମାରିରେ ରଖି ପାରିବେ । ଏହା ଦ୍ଵାରା ଧନର କୌଣସି ଅଭାବ ରହିବ ନାହି ।

୫- ଶ୍ରୀଜନ୍ତ୍ର : ଦୁର୍ଗାପୂଜା ଶେଷ ହେବା ପୂର୍ବରୁ ଘରକୁ ଶ୍ରୀଯନ୍ତ୍ର ଆଣନ୍ତୁ । ଏହାକୁ ଆପଣ ପୂଜା ଘରେ ନାଲି କପଡାରେ ରଖି ସ୍ଥାପନ କରନ୍ତୁ । ଏହା ଦ୍ଵାରା ମା ଲକ୍ଷ୍ମୀଙ୍କର କୃପା ଲାଭ ହେବା ସହ ଅପାର ଧନର ପ୍ରାପ୍ତ ହୋଇଥାଏ । ତେବେ ଆପଣ ମାନେ ଏହି ୫ଟି ଜିନିଷ ମଧ୍ୟ ରୁ ଯେ କୌଣସି ଗୋଟିଏ ଜିନିଷ ଦୁର୍ଗାପୂଜା ଶେଷ ହେବା ପୂର୍ବରୁ ଘରକୁ ଆଣନ୍ତୁ । ଏପରି କରିବା ଦ୍ଵାରା ଆପଣଙ୍କ ଜୀବନରେ ସମସ୍ୟାର ସମାଧାନ ହେବା ସହ ଧନର ବର୍ଷା ହେବାକୁ ଲାଗିବ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ଲେଖା ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *