ଦୂର୍ଗା ସିରିଏଲ ହିରୋ ଓ ହିରୋଇନ ମାନଙ୍କ ପ୍ରକୃତ ଜୀବନସାଥି

ତେବେ ଆପଣ ମାନେ ଦୂର୍ଗା ସିରିଏଲ ତ ନିଶ୍ଚିନ୍ତ ଦେଖିବା ପସନ୍ଦ କରୁଥିବେ, ତେବେ ଓଲିଉଡ ଜଗତ ବିଷୟରେ ଜାଣିବା ପାଇଁ ଦର୍ଶକ ମାନଙ୍କୁ ବହୁତ ଇଛା ହୋଇଥାଏ ଓ ନିଜ ଫେବରେଟ ଅଭିନେତା ଓ ଅଭିନେତ୍ରୀଙ୍କ ବିଷୟରେ ଜାଣିବା ପାଇଁ ସମସ୍ତଙ୍କୁ ପସନ୍ଦ ହୋଇଥାଏ । ତେବେ ଆଜି ଆମେ ଆପଣଙ୍କୁ ଆପଣଙ୍କ ପସନ୍ଦିଦା ଦୂର୍ଗା ସିରିଏଲ ବିଷୟରେ କହିବାକୁ ଯାଉଛୁ ଏବଂ ଆଶା କରୁଛୁ ଆପଣଙ୍କୁ ଏହା ଭଲ ଲାଗିବ, ତେବେ ଆସନ୍ତୁ ଜାଣିବା ତାଙ୍କ ପ୍ରକୃତ ସାଥି କିଏ ।

Image Courtesy: Google

୧. ଦୂର୍ଗା :

ଦୂର୍ଗାଙ୍କ ଅସଲ ନାମ ଅର୍ପିତା ଅଟେ, ତାଙ୍କ ସ୍ଵାମୀ ଗୋଟେ ଜିମ ଚଲଉଛନ୍ତି, ତେବେ ଦୁହେଁ ବହୁତ ଖୁସିରେ ଅଛନ୍ତି ଓ ତାଙ୍କ ଛୋଟ ପରିବାର ବହୁତ ଖୁସିରେ ଅଛନ୍ତି ।

୨. ଆଦିତ୍ୟ :

ତେବେ ଦୂର୍ଗା ସିରିଏଲରେ ଆପଣ ମାନେ ଆଦିତ୍ୟ ବା ମାଣ୍ଟୁ କୁ ଅଭିନୟ କରିଥିବାର ଦେଖିଥିବେ, ତେବେ ଦର୍ଶକ ମାନେ ତାଙ୍କ ଅଭିନୟ ବହୁତ ପସନ୍ଦ କରିଥାନ୍ତି, ତେବେ ତାଙ୍କ ଜୀବନସାଥୀ ଅମିଶା ବହୁତ ସୁନ୍ଦର ଅଟନ୍ତି ଓ ଦୁହିଙ୍କ ଜୀବନ ବହୁତ ଭଲ ଯାଉଛି ।

Image Courtesy: Google

୩. ରୁଦ୍ର :

ତେବେ ରୁଦ୍ରଙ୍କୁ ମଧ୍ୟ ଆପଣ ବହୁତ ଭଲ ଅଭିନୟ କରିଥିବାର ଦେଖିଥିବେ ତେବେ ଖବର ଅନୁଯାଇ ରୁଦ୍ର ବିବାହ କରି ନାହାନ୍ତି ଓ ତାଙ୍କର କୌଣସି ଗାର୍ଲଫ୍ରେଣ୍ଡ ମଧ୍ୟ ନାହାନ୍ତି ।

୪. ଶିବ :

ତେବେ ଆପଣ ମାନେ ଶିବ ଅଭିନୟ ପସନ୍ଦ କରନ୍ତି ଯଦି ତେବେ ଯାନୀ ରଖନ୍ତୁ ତାଙ୍କ ଜୀବନସାଥୀ ଫ୍ଲୋରେନ୍ସ ଅଟନ୍ତି, ଦୁହେଁ ବହୁତ ମଜାଳିଆ ଏବଂ ଦୁହେଁ ବହୁତ ଖୁସିରେ ଅଛନ୍ତି ।

Image Courtesy: Google

୫. ଦୁର୍ଜୟ :

ଦୁର୍ଜୟ ଏହି ସିରିଏଲରେ ମୁଖ୍ୟ ଅଭିନେତା ଭଳି କାମ କରୁଛନ୍ତି ଓ ତାଙ୍କ ଅଭିନୟ ଦର୍ଶକ ମାନଙ୍କୁ ବହୁତ ପସନ୍ଦ ଆସିଛି ଏହା ଛଡା ଦୁର୍ଜୟ ଇନଜିୟରିଙ୍ଗ ସାରି ସିରିଏଲ ନିଜ ଇଛା ରେ କରୁଛନ୍ତି ଓ ବର୍ତମାନ ପର୍ଯ୍ୟନ୍ତ କୌଣସି ଜୀବନସାଥୀ ପାଇ ନାହାନ୍ତି ।

୬. ରୂପା :

ଆପଣ ମାନେ ଏହି ସିରିଏଲରେ ରୂପାଙ୍କୁ ଜବରଦସ୍ତ ଅଭିନୟ କରିଥିବାର ଦେଖିଥିବେ ଓ ତାଙ୍କ ଅଭିନୟ ସମସ୍ତଙ୍କୁ ବହୁତ ଭଲ ମଧ୍ୟ ଲାଗିଥାଏ ତେବେ ବର୍ତମାନ ଖବର ଅନୁଯାଇ ରୂପା ଏକା ଅଛନ୍ତି ଓ ଜୀବନସାଥୀ ପାଇ ନାହାନ୍ତି ।

Image Courtesy: Google

୭. ସ୍ତୁତି :

ସ୍ତୁତି ଏହି ସିରିଏଲ ମୁଖ୍ୟ ଅଭିନେତ୍ରୀ ଅଟନ୍ତି ଓ ସ୍ତୁତି ମଧ୍ୟ ବହୁତ ଭଲ କଳାକାର ହବା ସହ ବହୁତ ଭଲ ଅଭିନେୟ କରନ୍ତି, ଲୋକ ତାଙ୍କ ଅଭିନୟ ବହୁତ ପସନ୍ଦ କରନ୍ତି ଏହା ଛଡା ବର୍ତମାନ ପର୍ଯ୍ୟନ୍ତ ସେ ଶିଂଗଲ ଅଛନ୍ତି ।

Image Courtesy: Google

୮. ଜୁହୀ :

ଯୁହିଙ୍କୁ ମଧ୍ୟ ଆପଣ ବହୁତ ଭଲ ଅଭିନୟ କରୁଥିବାର ଦେଖିଥିବେ ଓ ଆପଣଙ୍କୁ ମଧ୍ୟ ଯୁହିଙ୍କ ଅଭିନୟ ବହୁତ ପସନ୍ଦ ଆସିଥିବ, ଜୁହୀ ନିଜ ଅଭିନୟ ଦ୍ଵାରା ଦର୍ଶକ ମାନଙ୍କୁ ବହୁତ ପସନ୍ଦ କରିଥାନ୍ତି ତେବେ ବର୍ତମାନ ଖବର ଅନୁଯାଇ ଜୁହୀ ଏକୁଟିଆ ଅଛନ୍ତି ଓ ଜୀବନସାଥୀ ପାଇ ନାହାନ୍ତି । ଏହିଭଳି ଭିନ୍ନ ଭିନ୍ନ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *