ଦୁର୍ଘଟଣା କାହିଁକି ହୁଏ ? କାହାର ଅଭିଶାପ ପଡିଲେ ଦୁର୍ଘଟଣା ଘଟେ- Ajira Anuchinta

ଆପଣ ମାନେ ସମସ୍ତେ ଗାଡି ବା ବାହନ ବ୍ୟବହାର କରିଥାନ୍ତି କଣ ଆପଣ ଏହା ଜାଣିଛନ୍ତି ଯେ ଜୀବନରେ କିଛି ଅସୁବିଧା କାହା ପାଇଁ ହୋଇଥାଏ । ଯେମିତିକି ଦୁର୍ଘଟଣା ହବା ଏହା ସବୁ ରାହୁଙ୍କ ଦ୍ଵାରା ହୋଇଥାଏ ତେବେ ରାହୁ କଣ ଏହା ଗୋଟେ ଗ୍ରହ ଅଟନ୍ତି । ତେବେ ସମସ୍ତେ ଏହା ଜାଣିଛନ୍ତି ଯେ ରାଶି ଚକ୍ରରେ ୧୨ଟି ପ୍ରକାର ରାଶି ହୋଇଥାଏ ।

ଏହି ରାଶି ମାନଙ୍କ ଜୀବନରେ ସେହା ସବୁ ଘାତଥାଏ ଯାହା ଅନୁଯାଇ ତାଙ୍କ ଗ୍ରହ ନଖେତ୍ର ହୋଇଥାଏ ଏହି ଗ୍ରହ ଅନୁଯାଇ ମଣିଷ ଜୀବନ ଚାଲିଥାଏ । ତେବେ ଆଜି ଆମେ ଆପଣଙ୍କୁ ଦୁର୍ଘଟଣା ବିଷୟରେ କିଛି କଥା କହିବାକୁ ଯାଉଛୁ ।

Image Courtesy: Google

ବହୁତ ଲୋକ କହିଥାନ୍ତି ବାରମ୍ବାର ଆମର ଦୁର୍ଘଟଣା ହେଉଛି ଆମର ବହୁତ ଅସୁବିଧା ହେଉଛି କେବେ ପୁଅର ହାଉଛି କେବେ ବାପପାର ହଉଛି । ଏହାର କାରଣ କଣ ଗାଡିରେ ହଉ ବା ସାଇକଲରେ ଆମର ଶରୀର କଷ୍ଟ ପାଉଛି ଏହାର କାରାନ କଣ ଆମେ ଜାଣି ପାରୁ ନାହୁଁ ତେବେ ଏହି ଭଳି ବ୍ୟକ୍ତିଙ୍କୁ ଆମେ ଆଜି କହିବାକୁ ଚାହୁଁଛୁ ଯେ ଏହା ରାହୁଙ୍କ ଦ୍ରୁଷ୍ଟି ପଡିବା ଦ୍ଵାରା ହୋଇଥାଏ ।

Image Courtesy: Google

ତେବେ ସମସ୍ତେ ଜାଣିଛନ୍ତି ଯେ ରାହୁ ଜଣେ ରାକ୍ଷାଶ ଅଟେ ଯାହା ମଣିଷ ପାଇଁ ଖରାପ ପ୍ରଭାବ ପକାଇଥାଏ । ତେବେ ମନେ ରଖନ୍ତୁ ଦୁର୍ଘଟଣା ରାହୁଙ୍କ ପାଇଁ ହୋଇଥାଏ ଓ ଏହା ଠାରୁ ବଞ୍ଚିବା ପାଇଁ ଆପପଣଙ୍କୁ ରାହୁଙ୍କୁ ପ୍ରସନ୍ନ କରିବା ବହୁତ ଆବଶ୍ୟକ ଅଟେ ଆପଣଙ୍କୁ ରାହୁଙ୍କୁ ପ୍ରସନ୍ନ କରିବା ପାଇଁ କଣ କରିବାକୁ ହବ ଜାଣିଛନ୍ତି ଆପଣଙ୍କୁ ଚନ୍ଦନ ଲଗାଇବାକୁ ହବ ।

Image Courtesy: Google

ହଁ ଆଜ୍ଞା ରାହୁଙ୍କୁ ଚନ୍ଦନ ବହୁତ ପ୍ରିୟ ଅଟେ ଯେଉଁ ବ୍ୟକ୍ତି ଘରେ ଅସଲ ଚନ୍ଦନ ହୋଇଥାଏ ସେହି ଘର ଉପରେ ରାହୁଙ୍କ କୁଦ୍ରୁଷ୍ଟି କେବେ ପଡି ନଥାଏ ତେବେ ଆପଣଙ୍କୁ ନିଜଘରେ ଚନ୍ଦନ ରଖିବା ଉଚିତ । ଏହା ଛଡା ଘରୁ ବାହାରିବା ଆଗରୁ ଛୁଆକୁ ଓ ପୁରୁଷ ମାନଙ୍କୁ ଚନ୍ଦନ ଛୋଟ ଟୀକା କରି ଘରୁ ବାହାରକୁ ଯିବାକୁ ଦିଅନ୍ତୁ ଦେଖିବେ ଆପଣଙ୍କୁ କୌଣସି ଦୁର୍ଘଟଣାରେ ହାନି ହବ ନାହିଁ କିନ୍ତୁ ନିଜ ସୁରକ୍ଷା ଧ୍ୟାନ ଆପପଣଙ୍କୁ ରଖିବାକୁ ହବ ହେଲମେଟ ନିଶ୍ଚିନ୍ତ ଲଗାନ୍ତୁ ଏହା ଆପଣଙ୍କ ସୁରକ୍ଷା କରିଥାଏ । ତେବେ ମନେ ରଖନ୍ତୁ ଘରୁ ବାହାରିବା ଆଗରୁ ଚନ୍ଦନ ଟୀକା ଲଗାନ୍ତୁ ଓ ଖୁସିରେ ରହିବା ପାଇଁ ଚେଷ୍ଟା କରନ୍ତୁ ।

ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି କେମିତି ଲାଗିଲା କମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ନିଶ୍ଚୟ କରନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *