Duty ସମୟରେ ଡାକ୍ତର ଜଣକ ଟାଙ୍କେ ପିଇ ଟୁଲ ହେବାର ଦୃଶ୍ୟ ହେଉଛି ଭାଇରାଲ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଆମ ଦେଶରେ ବ୍ୟବସ୍ଥା ଏତେ କମଜୋର ହୋଇ ଗଲାଣି ଯେ ଯାହା ଦ୍ଵାରା ଅନେକ ସମସ୍ଯା ସୃଷ୍ଟି ହେଉଛି । ଏଥିପାଇଁ ସାଧାରଣ ଜନତା ମାନେ ଏହାର ସମୁଖିନ୍ନ ହେଉଛନ୍ତି । ବିଶେଷ କରି ବଡ ବଡ ବିଭାଗରେ ଥିବା ବ୍ୟକ୍ତି ମାନେ ନିଜର ଅ-ବ-ହେ-ଳା ଯୋଗୁ ଲୋକ ମାନେ ଅନେକ ସମସ୍ୟାର ସମୁଖିନ୍ନ ହେଉଛନ୍ତି । କଥା ରେ ଅଛି ଡାକ୍ତର ହେଉଛନ୍ତି ଭଗବାନଙ୍କର ଦିତୀୟ ସ୍ୱରୂପ । କିନ୍ତୁ ଆଜିକାଲି ଡାକ୍ତର ମାନେ ଏହାର ଓଲଟା କାମ କରୁଛନ୍ତି । ଯାହା ପାଇଁ ହୁଏ ତ ଲୋକ ଅମଣଙ୍କର ଜୀବନ ମଧ୍ୟ ଚାଲି ଯାଉଛି । ଆଜିର ଆମର ଏହି ବିଷୟ ବସ୍ତୁ ଏହାରି ଉପରେ ଆଧାରିତ ରହିଛି । ତେବେ ଆସନ୍ତୁ ଜାଣିବା କଣ ଘଟଣା ରହିଛି ।

ସୂଚନା ଅନୁସାରେ ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ଶ୍ରୀରାମଚନ୍ଦ୍ରରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ଯାହା ଦେଖିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ । ମେଡିକାଲରେ ଡିୟୁଟି ସମୟରେ ଡାକ୍ତର ମହାଶୟ ନିଘୋଡ ନିଦରେ ସୋଇ ପଡିଛନ୍ତି ଯାହା ଏହି ଭି-ଡି-ଓ ଜରିଆରେ ଆପଣ ମାନେ ଦେଖି ପାରିବେ । ରୋ-ଗୀ-ଙ୍କ ଭିଡ ଜମିବା ପରେ ମେଡିକାଲରେ ଡାକ୍ତର ଙ୍କୁ ବାରମ୍ବାର ଉଠାଇବା ପାଇଁ ଶି-କୁ-ରୀ-ଟି ଗା-ର୍ଡ ଅନେକ ଚେଷ୍ଟା କରିଥିଲା । କିନ୍ତୁ ଡାକ୍ତର ମହାଶୟ ଏତେ ଗଭୀର ନିଦରେ ଶୋଇଛନ୍ତି ଯେ ନିଦ ଜମା ବି ଭା-ଙ୍ଗୁ ନାହି ।

ଡାକ୍ତର ଜଣକ ନିଜ ଡି-ୟୁ-ଟି-କୁ ପଛରେ ପକାଇ ନିଦରେ ଶୋଇଛନ୍ତି । କାରଣ ନିଦ ତାଙ୍କ ପାଇଁ ଆଗ ହୋଇଗଲା ଡିୟୁଟି ନୁହେଁ । ଏହା ନେଇ ସେଠିକାରଲୋକ ମାନେ ଅ-ଭି-ଯୋ-ଗ କରିଛନ୍ତି । ବର୍ତ୍ତମାନ ଏହି ଭି-ଡି-ଓ ସୋ-ସି-ଆ-ଲ ମି-ଡି-ଆ-ରେ ଖୁବ ଜୋରସୋର ରେ ଭା-ଇ-ରା-ଲ ହେବାରେ ଲାଗିଛି । ଏହି ଘଟଣା ରୁ ଏତିକି କୁହା ଯାଇପାରେ ଯେ ଯେଉଁ ମାନେ ଲୋକଙ୍କ ଜୀବନ ରକ୍ଷା କରିବା କଥା ସେମାନେ ନିଜର ଡିୟୁଟି ନ କରି ଏହାର ଅବହେଳା କରୁଛନ୍ତି ।

ଯାହା ପାଇଁ ସାଧାରଣ ଜନତା ଙ୍କୁ ଅନେକ ସମସ୍ୟାର ସମୁଖିନ୍ନ ହେବାକୁ ପଡୁଛି । ଏଭଳି ଡାକ୍ତର ମାନଙ୍କ କାର୍ଯ୍ୟ କଳାପ ପାଇଁ କଡା ପଦକ୍ଷେପ ନେବା ଉଚିତ । ବିଶେଷ କରି ମେଡିକାଲର ମୁଖ୍ୟ ଏଥିପ୍ରତି ଅଧିକ ଧ୍ୟାନ ଦେବା ଉଚିତ । ଯଦି ଆଗକୁ ଏପରି ଅବସ୍ଥା ଆମ ଦେଶରେ ରହେ ତେବେ କଣ ହେବ ତାହା କହି ହେଉ ନାହି ।

ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମର ଲେଖା ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *