ଏ ଗୋଟିଏ ଜିନିଷ ଲଗାଇ ନିଜ ମୁଣ୍ଡର ଧଳା ଚୁଟିକୁ ପୁରା କଳା କରନ୍ତୁ ସବୁଦିନ ପାଇଁ- Hair Care Tips

ଆପଣଙ୍କ କଣ ଛୁଟି ପାଚିବାର ସମସ୍ଯା ରହିଚିକି ତେବେ ଯଦି ଆପଣଙ୍କର କମ ବୟସରେ ଚୁଟି ପାଚି ଯାଉଛି । ସେଥିପାଇଁ ଆପଣ ଚିନ୍ତିତ ଅଛନ୍ତି ତେବେ ଆମେ ନେଇକି ଆସିଛୁ ଆପଣଙ୍କ ପାଇଁ ଏକ ଘରୋଇ ଉପଚାର । ଯାହା ଦ୍ଵାରା  ଆପଣଙ୍କ ଚୁଟି ପାଚିବାରୁ ଆପଣ ରକ୍ଷା ପାଇପାରିବେ । ଆଜିକାଲି ୟୁଥ ମନକର କେସ ଝଡିବା ବହୁତ ବଡ ସମସ୍ଯା ପାଲଟିଛି ।  କେସ ଝଡିବା ଆଉ ପାଚିବାର ମୁଖ୍ୟ ସମସ୍ଯା ହେଉଛି ଭିଟାମିନର କମି । ଭିଟାମିନ ଡି ୬, ଭିଟାମିନ ବି, ଭିଟାମିନ ଇ ଏହି ସବୁ ଜିନିଷର କମି ହେତୁ କେସ ଝଡି ଥାଏ ।


ଆଉ ଗୋଟେ କାରଣ ରହୁଛି ବାହାରର ପ୍ରଦୂଷଣ ଓ ଆମ ଖାଇବା ବା ପାରିବା ପତ୍ରରେ ଯାହା ସବୁ ମିଶ୍ରଣ ହେଉଛି ଆଉ ସେଇ ସବୁ ଜିନିଷ ଆମେ ଖାଉଛେ ଆଉ ଶେଥିଲାଗି ଆମ କେସ ପାଚୁଛି । ଆଉ ଗୋଟେ କାରଣ ହେଉଛି ଅଧିକ ଚିନ୍ତା କରିବା ଦ୍ଵାରା କେସ ପାଚି ଥାଏ । ଆଜି ଆମେ ଆଣିଛୁ ଗୋଟେ ଘରୋଇ ଉପଚାର ଯାହାକୁ ଆପଣ ଲଗାଇ ଆପଣଙ୍କ କେସ ଝଡିବା ସମସ୍ୟାକୁ ରୋକୀ ପାରିବେ । କଳା ଜିରାର ପ୍ରୟୋଗ ଆପଣ ନିଶ୍ଚିନ୍ତ ରୋଷେଇରେ କରିଥିବେ ।

କଳା ଜିରାରେ ଏପରି କିଛି ଗୁଣ ରହିଛି ଯାହାକି ଆପଣଙ୍କ କେସ ଝଡିବା ଓ ପାଚିବାକୁ ରକ୍ଷା କରିପାରିବ ।  ଅଳ୍ପ କିଛି କଳା ଜୀରା ନେଇ ହେମଦସ୍ତାରେ ଗୁଣ୍ଡ କରନ୍ତୁ । କଳା ଜୀରା କୁ ଏହିପରି ଭାବରେ ଦର ଦର ଖଣ୍ଡ କରିଦିଅନ୍ତୁ । ତା ଅପରେ ଆପଣ ଗୋଟେ ସଫା ବାଉଲ ନିଅନ୍ତୁ ଯେଉ କଳା ଜିରକୁ ଗୁଣ୍ଡ କରିଛନ୍ତି ତାକୁ ଏହି ବାଉଲରେ ନିଅନ୍ତୁ । ଆଉ କିଛି ଆଲୋଭେର ଜେଲ ବା ଘି କୁଆଁରୀ ଗଛ ଯଦି ଆପଣଙ୍କ ଘରେ ଅଛି ତାର ପ୍ରୟୋଗ ମଧ୍ୟ କରିପାରିବେ ।

ତା ପରେ ଆପଣ ଏହାକୁ ଭଲ ଭାବରେ ମିକ୍ସ କରି ଦିଅନ୍ତୁ । ଯଦି ଆପଣ ଏଥିରେ ଭିଟାମିନ ଇ କ୍ୟାପସୁଲ ବ୍ୟବହାର କରିବେ ତାହେଲେ ବହୁତ ଭଲ ହେବ । ଯଦି ଚୁଟି ପାଚିବା ସମସ୍ୟାରୁ ଜଲ୍ଦି ମୁକ୍ତି ପାଇବାକୁ ଚହୁଁଛନ୍ତି ତେବେ ଆପଣ ଏଥିରେ ଭିଟାମିନ ଇ ର କ୍ୟାପସୁଲ ବ୍ଯବହାର କରନ୍ତୁ । ଆପଣ ଏହାର ବ୍ଯବହର ରାତିରେ କରନ୍ତୁ, ଏହାକୁ କେସ ମୂଳରେ ଲଗାନ୍ତୁ । ଏହି ଜେଲଟି ଆପଣଙ୍କ ଚୁଟି ମୂଳରେ ନିହାତି ଭାବରେ ପହଞ୍ଚିବା ଦରକାର । ଏହାକୁ କେଶରେ ଭଲରେ ମସାଜ କରି ଶୁଖିବାକୁ ଛାଡି ଦିଅନ୍ତୁ । ଆଉ ସକାଳୁ ସମ୍ପୋ ଦ୍ଵାରା ଏହାକୁ ଭଲ ଭାବରେ ଧୋଇ ଦିଅନ୍ତୁ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *