ଏହାର କେବଳ ଏକ ଚାମଚ ଖାଆନ୍ତୁ, ମୁଣ୍ଡବିନ୍ଧା ୫ ମିନିଟରେ ଭଲ ହୋଇଯିବ | Headache Home Remedies

ପ୍ରାୟତ ଅନେକ ଲୋକ ମାନଙ୍କର ମୁଣ୍ଡ ବିନ୍ଧା ସମସ୍ଯା ଏକ ମୁଖ୍ୟ କାରଣ ହୋଇଥାଏ । ଏଥିପାଇଁ ଲୋକ ମାନେ ଅନେକ ଔଷଧର ସେବନ କରିଥାନ୍ତି । କିନ୍ତୁ ଏଥିରେ କିଛି ସୁଫଳ ମିଳେ ନାହି । ଆପଣ ମାନେ କେବେ ଘରୋଇ ଉପଚାର ପ୍ରୟୋଗ କରିଛନ୍ତି । ତେବେ ଆଜି ଆମେ ଆପଣ ମାନଙ୍କ ଏମିତି ଦୁଇଟି ଘରୋଇ ଉପଚାର ନେଇ ଆସିଛୁ ଯାହା ଦ୍ଵାରା ମୁଣ୍ଡ ବିନ୍ଧା ସମସ୍ୟାରୁ ମୁକ୍ତି ପାଇ ହେବ । ତେବେ ଆସନ୍ତୁ ଜାଣିବା ସେହି ଉପଚାର ଗୁଡିକ କିପରି ପ୍ରସ୍ତୁତ କରାଯିବ । ପ୍ରଥମ ଘରୋଇ ଉପଚାର ପ୍ରସ୍ତୁତ କରିବା ପାଇଁ ଆବଶ୍ୟକ ରହିଛି ପିପଳି ଯାହା ସହଜରେ କୌଣସି ଦୋକାନରେ ମିଳି ପାରିବ ।

ଏହା ଦ୍ଵାରା ଅନେକ ରୋଗର ନିବାରଣ ହୋଇଥାଏ । ପିପଳିର ଭଲ ଭାବେ ଗୁଣ୍ଡ କରନ୍ତୁ । ଏହା ପରେ ପିପଳି ଗୁଣ୍ଡ କୁ ଚଳାଇ ଦିଅନ୍ତୁ ଯାହା ଭଲ ଭାବେ ପାଉଡରରେ ପ୍ରସ୍ତୁତ ହୋଇଯିବ । ଏକ ପାତ୍ରରେ ଅଧ ଚାମଚ ପିପଳି ଗୁଣ୍ଡ ପକାନ୍ତୁ । ଏଥିରେ ଏକ ଚାମଚ ମହୁ ଭଲ ଭାବେ ମିଶ୍ରଣ କରନ୍ତୁ । ଏହି ଘରୋଇ ଉପଚାର ତିଆରି କରିବା ବହୁତ ସହଜ ହୋଇଥାଏ । ଏହି ମିଶ୍ରଣକୁ ଆପଣ ମାନେ ଏକ ଚାମଚ ସେବନ କରନ୍ତୁ । ଏହା ଦ୍ଵାରା ମୁଣ୍ଡ ବିନ୍ଧା ସମସ୍ୟାର ନିବାରଣ ହୋଇ ପାରିବ । ଏହା ଏକ ଆୟୁର୍ବେଦିକ ଘରୋଇ ଉପଚାର ଅଟେ ଯାହା ଶରୀର ପାଇଁ ଲାଭଦାୟକ ହୋଇଥାଏ ।

ଘରୋଇ ଉପଚାର ପ୍ରୟୋଗ ବହୁ ପୁରାତନ କାଳରୁ ବ୍ୟବହାର କରା ଯାଉଛି । ଅନ୍ୟ ଏକ ଘରୋଇ ଉପଚାର ହେଉଛି କ୍ଷାନ୍ତି ଦେଶୀ ଘିଅ ର ଆବଶ୍ୟକତା ରହିଛି । ପ୍ରତି ଦିନ ଆପଣ ନିଜ ମୁନାଦରେ ଘିଅ ମାଲିସ କରିବେ ତେବେ ମୁଣ୍ଡ ବିନ୍ଧା ସମସ୍ଯା କେବେ ବି ହେବ ନାହି । ଘିଅ କୁ ଭଲ ଭାବେ ମୁଣ୍ଡ ରେ ମଶାଚ କରନ୍ତୁ । ଏହି ଉପାୟ କରିବା ଦ୍ଵାରା ଆପଣଙ୍କର ଯେତେ ପୁରୁଣା ମୁଣ୍ଡ ବିନ୍ଧା ସମସ୍ୟା ହୋଇଥାଉ ନାଁ କାହିଁକି ତାହା ଦୂର ହୋଇଯିବ ।

ତେବେ ଏହି ଦୁଇ ଟି ଘରୋଇ ଉପଚାର କରିବା ଦ୍ଵାରା ଆପଣଙ୍କର ହେଉଥିବା ମୁଣ୍ଡ ବିନ୍ଧା ସମସ୍ୟା ବହୁତ ଜଲ୍ଦି ଦୂରେଇ ଯିବ । ଆଜିର ଏହି ଦୁଇଟି ଉପଚାର ବହୁତ ସହଜ ଓ ସରଳ ଅଟେ ଯାହା ମୁଣ୍ଡ ବିନ୍ଧା ସମସ୍ଯା ପାଇଁ ରାମାବାଣ ଭାବେ ସାବ୍ୟସ୍ତ ହେବ । ଆପଣ ମାନେ ଏହି ଉପଚାର ଥରେ ମାତ୍ର ପ୍ରୟୋଗ କରି ଦେଖନ୍ତୁ ନିଶ୍ଚୟ ଜାଣି ପାରିବେ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଲେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *