ସାମାନ୍ୟ ଇୟରଫୋନ ପାଇଁ ଚାଲିଗଲା ଜୀବନ, ସମ୍ପୁର୍ଣ୍ଣ ଘଟଣା ବିଷୟରେ ଜାଣି ପାଦ ତଳୁ ଖସିଯିବ ମାଟି

ଆମ ଦେଶରେ ପ୍ରତି ଦିନ କିଛି ନା କିଛି ଘ-ଟ-ଣା ଘଟୁଛି ଯାହା ହୁଏ ତ ଆଗରୁ କେବେ ଘଟି ନ ଥିବ । ଆଜିର ଆମ ଏହି ଲେଖାରେ କାନରେ ଇୟର ଫୋନ ଦେଇ ଟ୍ରେନ ଲାଇନରେ ଚାଲୁଥିବା ସମୟରେ ଜଣେ ଯୁବକଙ୍କର ମୃ-ତ୍ୟୁ ଘଟିଛି ।

ସୂଚନା ଅନୁସାରେ କଟକ ଖାନନଗର ଅଞ୍ଚଳରେ ଜଣେ ଯୁବକ କାନରେ ଇୟରଫୋନ ଲଗାଇ ଟ୍ରେନ ଲାଇନରେ ଚାଲୁଥିବା ସମୟରେ ଟ୍ରେନ ଧ-କ୍କା ହେବାରୁ ତାଙ୍କର ମୁଣ୍ଡରେ ଶାକ୍ତ ଆ-ଘା-ତ ଲାଗି ମୃ-ତ୍ୟୁ ଘଟିଛି । ଆଜି ସକାଳୁ ଯୁବକ ଜଣକଙ୍କୁ ବହୁତ ଖୋଜାଖୋଜି କରିବା ପରେ ଅଗ୍ନିଶମ ବାହିନୀ ଯୁବକର ମୃ-ତ ଦେହ ଉ-ଧା-ର କରିଛି । ସୂଚନା ଅନୁସାରେ ବାଦାମବାଡ଼ି ବିଷଣାବର ଅଞ୍ଚଳର ସୁଜିତ ମହାନ୍ତି ଗତ କାଲି ନିଜ ସାଙ୍ଗ ମାନଙ୍କ ସହ ରେଳ ବ୍ରିଜ ଉପରେ ବୁଲୁଥିବା ସମୟରେ ଅସାବଧାନତା ଯୋଗୁ ଟ୍ରେନ ଧକ୍କାରେ କାଠଯୋଡି ନଦୀକୁ ଖସି ପଡିଥିଲେ ।

ସୂଚନା ଅନୁସାରେ ବାଦାମବାଡ଼ି ଥାନାର ପୋ-ଲି-ସ ଓ ଜିଆରପି ଏହି ଘ-ଟ-ଣା-ର ତ-ଦ-ନ୍ତ ଆରମ୍ଭ କରିଛି । ସୁଜିତଙ୍କ ସାଥି ମାନଙ୍କ କହିବା ଅନୁସାରେ ସୁଜିତ କାନରେ ଇୟରଫୋନ ଦେଇ ଟ୍ରେନ ବ୍ରିଜ ଉପରେ ଚାଲି ଚାଲି ଯାଉଥିବା ସମୟରେ ତାଙ୍କର ସାଥି ମାନେ କିଛି ଦୂରରେ ଥିବାରୁ ଟ୍ରେନ ସୁଜିତକୁ ଧ-କ୍କା ଦେଇଥିଲା । ସୂଚନା ଅନୁସାରେ ସୁଜିତଙ୍କ ସାଙ୍ଗ ମାନେ ତାଙ୍କ ପଛରେ ଥିବାରୁ ସେମାନେ ଟ୍ରେନ ଆସିବାର ଜାଣିଥିଲେ । ଏହା ପରେ ସୁଜିତଙ୍କ ସାଙ୍ଗ ମାନେ ତାଙ୍କୁ ପଛରୁ ଡ଼ାକିଥିଲେ ମଧ୍ୟ ସେ ଶୁଣି ନ ଥିଲେ । ଯାହା ଫଳରେ ସୁଜିତଙ୍କର ଟ୍ରେନ ଧକ୍କା ହେବା ଯୋଗୁ ମୃ-ତ୍ୟୁ ଘଟିଛି ।

ଏହି ଘ-ଟ-ଣା ର ପୋ-ଲି-ସ ଯାଞ୍ଚ କରୁଛି ଯେ ସୁଜିତର ମୋବାଇଲରେ ଗୀତ ଶୁଣୁଥିଲେ ନା ସାଙ୍ଗ ମାନଙ୍କ ସହ ଗେମ ଖେଳିବାରେ ବ୍ୟସ୍ତ ଥିଲେ ଯାହା ଦ୍ଵାରା ଟ୍ରେନ ଆସିବାର ସେ ସୂଚନା ପାଇ ନ ଥିଲେ । ଆଗରୁ ମଧ୍ୟ ଏହି ଭଳି ଘ-ଟ-ଣା ଘ-ଟି ସାରିଛି । ସୁଜିତଙ୍କର ମୁଣ୍ଡରେ ଏତେ ଜୋରରେ ଆଘାତ ଲାଗିଛି ବୋଲି ସୂଚନା ମିଳିଛି ଯାହା ଦ୍ଵାରା ତାଙ୍କର ମୃ-ତ୍ୟୁ ହୋଇଛି । ଏହି ଘ-ଟ-ଣା ରୁ ସ୍ପଷ୍ଟ ହେଉଛି ଯେ ମଣିଷ ନିଜର ଅସାବଧନତା ଯୋଗୁ କିପରି ନିଜ ମୃ-ତ୍ୟୁ-ର କାରଣ ସାଜିଛି ।

ମୋବାଇଲ ଫୋନରେ ଇୟର ଫୋନ ଦେଇ ଶୁଣିବା ଯୋଗୁ ଗୋଟେ ମୂଲ୍ଯବାନ ଜୀବନର ଶେଷ ହୋଇଛି । ତେବେ ଏହି ଘ-ଟ-ଣା ପଛରେ ଅନ୍ୟ କିଛି କାରଣ ରହିଛି କି ନାହି ତାହା ବିଷୟରେ ବାଦାମବାଡି ପୋ-ଲି-ସ ଓ ଜିଆଆରପି ପୋ-ଲି-ସ ତ-ଦ-ନ୍ତ ଜାରି ରଖିଛି ।

ବନ୍ଧୁଗଣ ଆପଣ ମାନଙ୍କର ଏହି ଘ-ଟ-ଣା କୁ ନେଇ ମତାମତ କଣ ରହିଛି ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବେ । ଯଦି ଆପଣ ମାନଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *